Browsing Category

ରାଜ୍ୟ

ଯୋଗୀମୁଣ୍ଡା ଅଞ୍ଚଳରେ ସାର କଳାବଜାରୀ, ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

ପାଟଣାଗଡ଼ : ଉନ୍ନତ ମାନର ଧାନ, କପା, ପରିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍‌ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟତା କରାଯିବା ସହ ଚାଷୀ ଶୋଷଣ ର
Read More...

୮୧କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ମରାଡୁଗୋଚ୍ଛା ଗ୍ରାମ ନିକଟରେ ଏକ ବୋଲେରୋକୁ ଅଟକାଇ ଥିଲେ ।
Read More...

ରାଜ୍ୟରେ ପୁଣି ୭୪୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ପୁଣି ମାଡିଲାଣି ମହାମାରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ
Read More...

ନାଳ ପାଣିରେ ଭାସିଗଲେ ଯୁବକ, ମୃତଦେହ ଉଦ୍ଧାର

ମାଲକାନଗିରି: ମାଛ ଧରିବା ହେଲା କାଳ, ନାଳ ପାଣିରେ ଭାସିଗଲେ ଯୁବକ । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ୍‌ଭି-୩୧ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଏମ୍‌ଭି-୩୧ ଗାଁର ଯୁବକ ଜଗନ୍ନାଥ ଗୌଡ ଗାଁ ନିକଟରେ ଥିବା ନାଳକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅଧିକ
Read More...

ତିନି ଦିନ ଛେଚିବ,ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ୧୪, ୧୫ ଓ ୧୬ ତାରିଖ । ଏହି ତିନି ଦିନ ରାଜ୍ୟରେ ବର୍ଷା ଛେଚିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହୋଇଛି । ୨୧ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି
Read More...

ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଇଏନ୍‌ଟି କର୍ଣ୍ଣ. ନାସା ଓ ଗଳା ବିଭାଗ, ଭୁବନେଶ୍ୱର ଠାରେ ୪ ବର୍ଷରୁ କମ୍‌ ଦୁଇ ଜଣ ପିଲାଙ୍କ ଠାରେ ସଫଳତା ପୂର୍ବକ କୋକ୍ଲିୟର ବା ଶବଣ ଯନ୍ତ୍ର ପ୍ରତିରୋପଣ କରାଯାଇଛି । ଏହି ଅସ୍ତ୍ରୋପଚାର ଫଳରେ ଆପୋଲୋ ହସ୍ପିଟାଲ ସଫଳତାର ଆଉ ଏକ ସୋପନ ଅତିକ୍ରମ କରିଛି ।
Read More...

ପ୍ରବଳ ଉତ୍ସାହ ସହ ପାତାଳି ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଶ୍ରୀମନ୍ଦିର ବିଜେ ଅନୁଷ୍ଠିତ

ସୁବର୍ଣ୍ଣପୁର: ନବଦିନାତ୍ମକ ଯାତ୍ରା ସାରି ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଛଳିଆ ପାହାଡ ସ୍ଥିତ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଗୋଟି ପହଣ୍ଡିରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା,ଜଗନ୍ନାଥଙ୍କୁ ନେବାବେଳେ ଭକ୍ତଙ୍କ ହୁଳହୁଳି ଓ ଘଣ୍ଟ ନାଦରେ ପ୍ରକମ୍ପିତ
Read More...

ଲଗାଣ ବର୍ଷାରେ ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବେହାଲ

ଘୁ ଉଦୟଗିରି: ଏକ ଶହ ବର୍ଷରୁ ଉଦ୍ଧ୍ୱର୍ ଏକ ପୁରାତନ ବିଦ୍ୟାଳୟ ହେଉଛି ଘୁ.ଉଦୟଗିରି ସହରର ମଧ୍ୟଭାଗରେ ରାଜ୍ୟ ରାଜପଥ କଡରେ ଥିବା ହାତିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନ ସରେ । ଆଜି ଲଗାଣ ବର୍ଷାରେ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳଘେରି ଭିତରେ ରହିଥିବା ବେଳେ ବର୍ଷା ଜଳ
Read More...

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ଘୁ ଉଦୟଗିରି: ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ମା’ ସୁଭଦ୍ରା ମାଉସୀ ମା ଘରୁ ରଥଯାତ୍ରା ସାରି ବଡ଼ ଏକାଦଶୀରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଶ୍ରୀମନ୍ଦିରକୁ ଫେରିଛନ୍ତି । ରତ୍ନ ସିଂହାସନରେ ବିଜେ ହୋଇଛନ୍ତି । ନୀଳାଦ୍ରି ବିଜେ ସମୟରେ ତିନି ଠାକୁରଙ୍କ ପଣ୍ଡା ମାନେ
Read More...

୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଘୁ ଉଦୟଗିରି: ସ୍ଥାନୀୟ ଟେଲିଫୋନ ଭବନ ନିକଟରୁ ଏକ ୬ ଫୁଟ ଲମ୍ବ ବିଶିଷ୍ଟ ଏକ ବିଷାକ୍ତ ଅଜଗର ସାପ ସ୍ନେକ୍‌ ହେଲ୍ପ ଲାଇନ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଅଜଗର ସାପ ସ୍ଥାନୀୟ ଲୋକ ଦେଖିଥିଲେ ଓ ତୁରନ୍ତ ଉଦ୍ଧାର କରି ଦଳକୁ ଫୋନ୍‌ ମାଧ୍ୟମରେ ଖବର ଦେଇଥିଲେ ।
Read More...