Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଚୋରି ହେବା, ତାଲା ଭାଙ୍ଗି ଲୁଟ କରିବା ଏସବୁ ନିତି ଦିନିଆ କଥା ହୋଇଗଲାଣି । କେତେବେଳେ ଏସବିଆଇ ସମ୍ମୁଖରୁ ତ କେତେବେଳେ ଥାନା ନିକଟସ୍ଥ ଦୋକାନ ମାନଙ୍କରୁ ଚୋରି ହେଉଛି । ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ହୋଇଥିବା ଚୋରିର ଚୋର ଧରା ପଡିନଥିବା!-->…
Read More...
Read More...
ବହିରା ସେବା ସମବାୟ ସମିତିର ସଭାପତି ହେଲେ ପୟୋଧର ମହାକୁଳ
ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସେବାସମବାୟ ସମିତି ସଭାପତି ନିର୍ବାଚନରେ ଆଜି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ ଲାଗାତର ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଶ୍ରୀଯୁକ୍ତ ମହାକୁଳ ଜଣେ ଚାଷୀ ଓ ରାଜନୈତିକ ପରିବାରର ସଦସ୍ୟ ଅଟନ୍ତି । ତାଙ୍କ ପିତା!-->…
Read More...
Read More...
ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହ
ଦଶପଲ୍ଲା : ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟନ ଉତ୍ସବ ଆଜି ହାଇସ୍କୁଲ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳୁ ସକାଳୁ ସ୍କୁଲର ଛାତ୍ର ଏବଂ ପୁରାତନ ଛାତ୍ରମାନଙ୍କର ଏକ ସାଇକେଲ ଶୋଭାଯାତ୍ରା ଘୋଳାହାଣ୍ଡି,ମଧ୍ୟଖଣ୍ଡ ଓ ଡିହଗାଁ, ତିନୋଟି ପଞ୍ଚାୟତ ପରିକ୍ରମା!-->…
Read More...
Read More...
ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ
ପୁରୀ : ନୀଳାଦ୍ରି ବିଜେ ଅବସରରେ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି । ପୁରୀ ମୁଖ୍ୟ ଡାକ ଘର ପରିସରରେ ଏହି ଲଫାପାକୁ ଦେବୀ ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ!-->…
Read More...
Read More...
ଶ୍ରୀଜିଉଙ୍କ ସୁନାବେଶ ଓ ନୀଳାଦ୍ରି ବିଜେ ସଂପନ୍ନ
ନବରଙ୍ଗପୁର:ବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କ ସୁନାବେଶ, ଅଧର ପଣା ନୀତି ମନ୍ଦିର ଦେବୋତ୍ତର ବିଭାଗ ତରଫରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଓ ମାଁ!-->…
Read More...
Read More...
ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏବିଭିପି ଦାବୀ କରିଛି । ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି!-->…
Read More...
Read More...
ଜିଏସଟି ଚଢ଼ାଉ ; ଗାୟତ୍ରୀ ଇଲେକ୍ଟ୍ରିକାଲର ଜରୁରୀ କାଗଜପତ୍ର ଓ ଲାପଟପ୍ ସିଲ୍
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପର୍ଶୁରାମ ଛକ ସ୍ଥିତ ଗାୟତ୍ରକ୍ସ ଇଲେକ୍ଟିକାଲ ଦୋକାନରେ ଜିଏସଟି ଏନ୍ଫୋର୍ସମେଣ୍ଟ ଟିମ ଚଢ଼ାଉରେ ଆବଶ୍ୟକ କାଗଜପତ୍ର ସହ ଦୋକାନରେ ବ୍ୟବହାହ ଲାପଟପ୍ ସିଲ କରାଯାଇଛି । ସୂଚନା ଅନୁସାରେ ଭବାନୀପାଟଣା ଜୋଏଣ୍ଟ କମିଶନର ଅଫ ଷ୍ଟେଟ ଟ୍ୟାକ୍ସ ଆଫିସର କିଶୋର ଚନ୍ଦ୍ର!-->…
Read More...
Read More...
ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରେସ କ୍ଲବ ତରଫରୁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୨/୭:- ଆଜି ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ସାମ୍ବାଦିକଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ୫ଦଫା ଦାବିପତ୍ର ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସଂପର୍କ ବିଭାଗ, ପାନୀୟଜଳ, ପଞ୍ଚାୟତରାଜମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ!-->…
Read More...
Read More...
ଓମ୍ ଶାନ୍ତି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ, ଜଣେ ମୃତ
ଦଶପଲ୍ଲା : ଆଜି ସକାଳୁ ଭୁବନେଶ୍ୱରରୁ ରଣପୁର ଆସୁଥିବା ଓମ୍ ଶାନ୍ତି ବସ୍ ଗଡ଼ ଖୋର୍ଦ୍ଧା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାେ ଜଣକର ମୃତ୍ୟୁ ହୋଇଥିବାଳେ ଆଠଜଣ ଗୁରୁତର ହୋଇଛନ୍ତି । ଆହୁରି ଆନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ!-->…
Read More...
Read More...
ସୋନପୁର ସଡକ ଦୁର୍ଘଟଣା, ଦୁଃଖପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩!-->…
Read More...
Read More...