Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୁମାଣ୍ଡି ସେବା ସମବାୟ ସମିତି ସଭାପତି ହେଲେ ସିଲନ କୁମାର
ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ସେବା ସମବାୟ ସମିତିରେ ଗତକାଲି ସଭାପତି ନିର୍ବାଚନ ଥିବା ବେଳେ ତୁମାଣ୍ଡି ସେବା ସମବାୟ ସମିତିର ସଭାପତି ପଦ ପାଇଁ ସିଲନ କୁମାର ଦଳବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ!-->…
Read More...
Read More...
ସୂର୍ଯ୍ୟ ନାରାୟଣ ସାହୁ ହେଲେ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି ଭାବେ ସୂର୍ଯ୍ୟ ନାରାୟଣ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାହାଡ଼ାଝୋଲା!-->…
Read More...
Read More...
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ
ଖପ୍ରାଖୋଲ: ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । ‘ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର’ ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ!-->…
Read More...
Read More...
ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା; ୩ ମୃତ, ୬ ଗୁରୁତର
ସୁବର୍ଣ୍ଣପୁର : ଆଜି ସକାଳେ ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ ଅନ୍ତର୍ଗତ ବଡ଼ବାହାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଖବର ଅନୁଯାୟୀ ଅଟୋ ଓ ବାଇକକୁ ଏକ ଆର୍ଟିଗା ଗାଡି ଧକ୍କା ଦେବା ଫଳରେ ରାସ୍ତାପାର୍ଶ୍ୱରେ ଠିଆହୋଇଥିବା ଏକ ବାଇକ ଓ ଅଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ!-->…
Read More...
Read More...
ଭିଏସସନଗରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଆଜି ଭିଏସସନଗର "ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ" ତରଫରୁ ଭିଏସସନଗର ସରକାରୀ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା -୨୦୨୨ ରେ ସର୍ବାଧିକ ମାର୍କ ରଖି A1 ଗ୍ରେଡରେ ପାସ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଶ୍ରୀ ଆୟୁଷ୍ମାନ ମହାନ୍ତି, ଆୟୁଷ କୁମାର ମହନ୍ତି, ତନୁଶ୍ରୀ!-->…
Read More...
Read More...
ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଫୁଲବାଣୀ:-ଖଜୁରୀପଡା ବ୍ଲକର ଜିଏନଏମ କଲେଜ ସଭାଗୃହ ଗୁଦାରିଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଏନଏମ କଲେଜ ଗୁଦାରିର ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ!-->…
Read More...
Read More...
ଖୁଣ୍ଟବନ୍ଧ ସେବା ସମବାୟ ସମିତିର ସଭାପତି ଭାବେ ରାଜ୍ କିଶୋର ଦେହୁରୀଙ୍କ ଦାୟିତ୍ୱ ଗ୍ରହଣ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଂଟବନ୍ଧ ସେବା ସମବାୟ ସମିତିର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ରାଜ କିଶୋର ଦେହୁରୀ ଆଜି ସମିତିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ବେଳେ ସମିତିର ସମ୍ପାଦକ ଦେବାଶିଷ ମିଶ୍ର, ନିର୍ଦ୍ଦେଶକ ମୁରଲୀଧର ମିଶ୍ର,!-->…
Read More...
Read More...
କଂଗ୍ରେସର ଜନସମ୍ପର୍କ ଯାତ୍ରା
ପାଟଣାଗଡ଼ : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାଦେଶିକ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା । ବରିଷ୍ଠ ପିସିସି ସଭ୍ୟ ଅନିଲ ମେହେର ନେତୃତ୍ୱରେ ଅନୁଷ୍ଠିତ ସ୍ୱାଗତ ସମାରୋହରେ ୫ ଶହରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ଏକ!-->…
Read More...
Read More...
ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ରାମଗିରି ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ୫୫ ଗୋଟି ଅଭିଯୋଗ ଆସିଥିବା ବେଳେ ଏହାକୁ ତୁରନ୍ତ ସମାଧାନ ସକାଶେ ବିଭାଗୀୟ!-->…
Read More...
Read More...
ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀମାନଙ୍କ ଖେଚୁଡ଼ି ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀ ମାନେ ବଡ଼ ଦାଣ୍ଡ ନିକଟରେ ଅନ୍ନ ଖେଚୁଡ଼ି ସହ ପାନୀୟ ଜଳର ବଣ୍ଟନ କରି ଥିବାର ଦେଖିବାକୁ ମିଳିଛି । ବାହୁଡ଼ା ଯାତ୍ରା ହୋଇ ଥିବାରୁ ପୁର ପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିଲା, ଭକ୍ତଙ୍କ!-->…
Read More...
Read More...