Browsing Category

ରାଜ୍ୟ

ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀମାନଙ୍କ ଖେଚୁଡ଼ି ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବାହୁଡା ଯାତ୍ରାରେ ଯୁବ ବ୍ୟବସାୟୀ ମାନେ ବଡ଼ ଦାଣ୍ଡ ନିକଟରେ ଅନ୍ନ ଖେଚୁଡ଼ି ସହ ପାନୀୟ ଜଳର ବଣ୍ଟନ କରି ଥିବାର ଦେଖିବାକୁ ମିଳିଛି । ବାହୁଡ଼ା ଯାତ୍ରା ହୋଇ ଥିବାରୁ ପୁର ପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିଲା, ଭକ୍ତଙ୍କ
Read More...

ରେଢ଼ାଖୋଲରେ ଜିଲ୍ଲାପାଳଙ୍କ ସମୀକ୍ଷା ଓ ୧୦୭ ଅଭିଯୋଗ ଶୁଣାଣି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଜି ରେଢ଼ାଖୋଲ ଗସ୍ତ କରି ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଇଥିବା ରେଢ଼ାଖୋଲର ଜିଏଚ ହାଇସ୍କୁଲ, ଲୁହାପଙ୍କ ଗ୍ରାମପଞ୍ଚାୟତର ବୈଷ୍ଣବଝୁଲିରେ ଥିବା ଓଡ଼ିଶା ଜୀବିକା ମିଶନ ଅଧିନସ୍ତ ବାୟ-ଫ୍ଲୋକ
Read More...

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶ୍ରୀମତୀ ଯୌଷ୍ନା ବଗର୍ତ୍ତୀଙ୍କ ନେତୃତ୍ୱରେ ଭବାନୀପାଟଣା ସହର ଘୋଡାଘାଟ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରାଯାଇଥିଲା । ମୋଦି ସରକାରର ସାତ ବର୍ଷ ଶାସନ କାଳରେ ଖାଦ୍ୟ
Read More...

ନବରଙ୍ଗପୁରର କରାଟେ କ୍ରୀଡା ପ୍ରତିଯୋଗୀଙ୍କ ବିଳାସପୁର ଗସ୍ତ

ନବରଙ୍ଗପୁର: ଆସନ୍ତା ସେପ୍ଟେମ୍ବର ୧୫ ଏବଂ ୧୬ ତାରିଖରୁ ଛତିଶଗଡ଼ ଅଲମ୍ପିକ ସଙ୍ଘ ଓ କରାଟେ ସଂଘର ମିଳିତ ଆନୁକୂଲ୍ୟରେ ବିଳାସପୁରର ରାଜ୍ୟ କ୍ରୀଡା ପ୍ରଶିକ୍ଷଣ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ କରାଟେ ଚମ୍ପିୟାନସିପ ଭାଗ ନେବା ନିମନ୍ତେ ଓଡିଶା ଆମାଚ୍ୟୁର କରାଟେ
Read More...

ବଢିଲା ସଂକ୍ରମଣ, କଡାକଡି ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ସର୍ବାଧିକ ରହୁଛି । ତେଣୁ ଭୁବନେଶ୍ୱର ମହାନଗରରେ ବିଏମସି ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ ଦୋକାନୀକୁ ଭିଡ କରିବାକୁ ମନା କରାଯାଇଛି ।
Read More...

ଶ୍ରୀରାସିକରାଜ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ

ପାରଳାଖେମୁଣ୍ଡି : ଆଷାଢ଼ ଶୁକ୍ଳ ହରିଶୟନ ବଡ଼ ଏକାଦଶୀ ଉପଲକ୍ଷେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଏବଂ ସନ୍ଧ୍ୟା ଆରତୀରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ଏବଂ ଅଭିଭାବକ ଯୋଗଦାନ ସହିତ ନାମସଂକୀର୍ତ୍ତନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୁରାଧା
Read More...

ବାହୁଡାରେ ନିମ ବୃକ୍ଷ ରୋପଣ

ଚଣ୍ଡିଖୋଲ : ଚଣ୍ଡିମନ୍ଦିର ଛକ ବାରୁଣାବନ୍ତ ପର୍ବତର ପାଦଦେଶରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଥିବା ପ୍ରାଙ୍ଗଣରେ ଶତାଧିକ ନିମ ବୃକ୍ଷ ବାହୁଡା ଅବସରରେ ରୋପଣ କରାଯାଇଅଛି । ପ୍ରତି ଦଶବର୍ଷରେ ଥରେ ଜଗନ୍ନାଥଙ୍କ ନବ କଳେବର ପଡୁଥିବା ନିମନ୍ତେ ନିମ ଦାରୁର ଆବଶ୍ୟକତା ଥିବାରୁ ଏହି
Read More...

ଚିଙ୍ଗିରିପାସରେ ଝାଡାବାନ୍ତିରେ ଜଣେ ମୃତ, ୩ ଗୁରୁତର

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧିନ ଚିଙ୍ଗିରିପାସ ଗ୍ରାମରେ ଝାଡାବାନ୍ତି ରୋଗର ପ୍ରକୋପ ବଢିବାରେ ଲାଗିଥିବା ଜଣାପଡିଛି । ଯେଉଁଥିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ସହିତ ତିନି ଗୁରୁତର ହୋଇଥିବା ଘଟଣାର ସୂଚନା ଅଞ୍ଚଳରେ ଆଲୋଡନ
Read More...

ବିଫଳତା ହିଁ ସଫଳତାର ପ୍ରଥମ ପାହଚ : ଜଷ୍ଟିସ ଡ଼. ବି.ଆର.ଷଢ଼ଗୀ

ଦଶପଲ୍ଲା : ବିଫଳତା ପ୍ରମାଣ କରିଦିଏ ଯେ, ସଫଳତା ପାଇଁ ପୂର୍ଣ୍ଣ ପ୍ରାଣରେ ପ୍ରଚେଷ୍ଟା କରାଯାଇନାହିଁ । ଥରେ ଦୁଇଥର ହାରିବା,ଜୀବନ ବିଫଳତା ବୋଲି ଭାବିବା ଉଚିତ ନୁହେଁ । କାରଣ ହାରିବା ହିଁ ପରବର୍ତ୍ତୀ ସମୟରେ ସଫଳତାର ବାଟ ଦେଖାଏ । ଆଜିର ଯୁବପିଢ଼ି ପ୍ରଥମ ବିଫଳତାରେ ନିରାଶ ନହୋଇ ପରିଶ୍ରମ
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି

ସମ୍ବଲପୁର:ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଦାବିପତ୍ର ପ୍ରଦାନ କରାଗଲା ଓ ଏହାପୂର୍ବରୁ ଏକ ଶୋଭାଯାତ୍ରା ଜରିଆରେ ସେଠାକୁ ପହଞ୍ଚିଥିଲେ । ଉକ୍ତ ଦାବିପତ୍ରରେ ସମ୍ମିଳିତ
Read More...