Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜେଇଇମେନ୍ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର
ଭୁବନେଶ୍ୱର : ଜେଇଇମେନ୍ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର ହୋଇଛନ୍ତି । ୯୯.୯୮୯୧୫୪୫ଏନଟିଏ ସ୍କୋର କରି ସେ ଓଡିଶା ଟପ୍ପର ହୋଇଛନ୍ତି । ୧୦୦ଏନଟିଏ ସ୍କୋର ତାଲିକାରେ ଦେଶରେ ୧୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେସନ୍-୨ ପରୀକ୍ଷା ରେଜଲ୍ଟ ଆସିଲା ପରେ!-->…
Read More...
Read More...
ରାଜ୍ୟରେ ୬ଶହ ମୁହାଁ କରୋନା
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ!-->…
Read More...
Read More...
ବିରାଟଙ୍କ ଫର୍ମକୁ ନେଇ ରୋହିତ ଦେଲେ ବଡ ବୟାନ, କହିଲେ କପିଲଙ୍କ ସହ ମୁଁ ସହମତ ନୁହେଁ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ସରିଥିବା ଟି୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ୍ କରିଥିଲେ । ଫଳରେ ତାଙ୍କୁ ଟି୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାପ ଫର୍ମ ପାଇଁ ତାଙ୍କୁ ଟି୨୦ରୁ ବାଦ୍ ଦେବାକୁ!-->…
Read More...
Read More...
ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ
ରାଉରକେଲା : ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେବା ପରେ ଘୋଷାଡି ନେଇଗଲା ବସ୍ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କୁଆଁରମୁଣ୍ଡା ଅଞ୍ଚଳର ମିନତୀ ଦାସ । ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି ପୋଲିସ । ଦୁର୍ଘଟଣା ଘଟାଇଥିବା!-->…
Read More...
Read More...
ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିଲେ ମହାପ୍ରଭୁ
ପୁରୀ: ରବିବାର ରଥାରୁଢ଼ ଶ୍ରୀବିଗ୍ରହଙ୍କ ରାଜ ରାଜେଶ୍ୱର୍ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁକୂଳ ପାଗ ହେତୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଲସି ଥିଲେ!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠର ଦର୍ଶନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ ଆସିଥିଲେ । ମା’ଙ୍କ ଦର୍ଶନ ପରେ ପୂଜାରୀମାନଙ୍କ ସହ ଆଲୋଚନା କରିଥିଲେ । ଖଲ୍ଲିକୋଟ!-->…
Read More...
Read More...
ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଓ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ
ଘୁ.ଉଦୟଗିରି: ମାନ୍ୟବର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲ୍ଲାଙ୍କ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୯ ତାରିଖ ଦିନ ଘୁ.ଉଦୟଗିରି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ କନ୍ଧମାଳ ସାଂସଦ ରାଜେଶ୍ୱରୀ ସିଂ ସହ ସ୍ଥାନୀୟ ସଂଖ୍ୟାଲଘୁ!-->…
Read More...
Read More...
ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ
ଘୁ.ଉଦୟଗିରି: ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ର ମାଉସୀମା ଘରୁ ରତ୍ନବେଦୀକୁ ବାହୁଡ଼ା ଯାତ୍ରାରେ ଆସିବା ପରେ ଶ୍ରୀମନ୍ଦିର ଉତ୍ସବ ମୁଖର । ଆଜି ତିନି ଠାକୁରଙ୍କ ସୁନାବେଶ ଦର୍ଶନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସେବାୟତମାନେ ସମସ୍ତ ରୀତିନୀତି!-->…
Read More...
Read More...
ସମିତି ପ୍ରେକ୍ଷାଳୟରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲାଙ୍କ ସମୀକ୍ଷା ବୈଠକ
ଘୁ. ଉଦୟଗିରି:ସଂଖ୍ୟାଲଘୁ କେନ୍ଦ୍ର ମନ୍ତ୍ରୀ ଜନ ବାର୍ଲା କନ୍ଧମାଳ ଗସ୍ତରେ ଥିବା ବେଳେ ଗତକାଲି ଘୁ. ଉଦୟଗିରି ସମିତି ପ୍ରେକ୍ଷାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ବାଲିଗୁଡ଼ାର ପୂର୍ବତନ ବିଜେପି ବିଧାୟକ କରେନ୍ଦ୍ର ମାଝୀ ଓ ସ୍ଥାନୀୟ ବିଡିଓ ଉପସ୍ଥିତ!-->…
Read More...
Read More...