Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରମନ୍ତ୍ରୀଙ୍କ ଦଶପଲ୍ଲା ଗସ୍ତ ଏବଂ କେନ୍ଦ୍ରୀୟ ଯୋଜନାର ସମୀକ୍ଷା
ଦଶପଲ୍ଲା : ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମାନ୍ୟବର ରାଜ୍ୟମନ୍ତ୍ରୀ ଜନ୍ ବାର୍ଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗସ୍ତରେ ଆସି ଦିବା ୧୨ଘଟିକା ସମୟରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଣିଗୋଚ୍ଛା ଜୁନିୟର କଲେଜରେ ବୃକ୍ଷ ରୋପଣ ଏବଂ ଯୁବକମାନଙ୍କ ସହିତ ସଭା କାର୍ଯ୍ୟରେ ଯୋଗ!-->…
Read More...
Read More...
ସ୍ତ୍ରୀକୁ ପଥରରେ ଛେଚି ହତ୍ୟା
ମୋହନା: ଅମାନବୀୟ ସ୍ବାମୀର ବିଭତ୍ସ କାଣ୍ଡ। ଭୁଲିଗଲା ସବୁ ହିତାହିତ ଜ୍ଞାନ।ଶେଷରେ ସ୍ତ୍ରୀକୁ ବି ମାରିବାକୁ ପଛଘୁଞ୍ଚା ଦେଲାନି। ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଭାଲିଆଗଣି ଗାଁରେ।
ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ!-->!-->!-->…
Read More...
Read More...
ବିଜେଡିର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳ(ବିଜେଡି)ର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସହରର ଉପ କଣ୍ଠରେ ଥିବା ଅନ୍ବେସା ମେଡ଼ିକାଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର
ଭଦ୍ରକ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଇ ଦୋକାନରେ ପିଟିହେଲା ମେଡିସିନ ବୋଝେଇ ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ!-->…
Read More...
Read More...
ଦଶମ ପିଲା ପଢ଼ିବେ କୋଭିଡ୍ ପାଠ
କଟକ : ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ!-->…
Read More...
Read More...
ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର!-->…
Read More...
Read More...
୧୩ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ: ଶ୍ରୀଲଙ୍କାରେ ଏବେ ବି ଲାଗି ରହିଛି ଅର୍ଥନୈତିକ ସଙ୍କଟ । ସରକାରଙ୍କ ବିରୋଧରେ ହଜାର ହଜାର ସଂଖ୍ୟାରେ ଜନତା ରାଜରାସ୍ତାକୁ ଓହ୍ଳାଇବା ସହ ପ୍ରତ୍ୟକ୍ଷ ବିଦ୍ରୋହ ଘୋଷଣା କରିଛନ୍ତି। ଜନତାଙ୍କ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ!-->…
Read More...
Read More...
ବନ ମହୋତ୍ସବ ସପ୍ତାହ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ପଞ୍ଚାୟତର ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଗୋଶାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ ବିରରାଜୁ, ଗାରାବନ୍ଧ ପଞ୍ଚାୟତର ସରପଞ୍ଚ ପି.ଅଶୋକ!-->…
Read More...
Read More...
ବୌଦ୍ଧରେ ଶେଷ ହେଲା କଳାକାର ଚୟନ ପ୍ରକ୍ରିୟା
ବୌଦ୍ଧ: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଏହି ଚୟନ କାର୍ଯ୍ୟକ୍ରମରେ ଜିଲ୍ଲାର ବଛା ବଛା ୨୧ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ!-->…
Read More...
Read More...
ବିଜେଡି ସାଂସଦ ଓ ବିଧାୟକଙ୍କ ସମର୍ଥନ ଲୋଡିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ
ଭୁବନେଶ୍ୱର: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ନିଜ ସପକ୍ଷରେ ସମର୍ଥନ ଲୋଡି ଲଖନୌ ଫେରିଯାଇଛନ୍ତି । ସେଠାରୁ ସେ ଆଜି ମଧ୍ୟ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମତି ମୁର୍ମୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର!-->…
Read More...
Read More...