Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁଙ୍କ ପାଇଁ ଚାଲିଛି ପୋଡପିଠା ପ୍ରସ୍ତୁତି
ପୁରୀ : ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି ।ବାହୁଡା଼ ଯାତ୍ରା ଅବସରରେ ମାଉସୀ ମାଙ୍କ ପୂଜକ ବିଶ୍ୱନାଥ ମିଶ୍ର ମାଉସୀ ମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ପୋଡପିଠା ପ୍ରସ୍ତୁତି ବି!-->…
Read More...
Read More...
ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି:ଦକ୍ଷିଣ ମୋଡ଼ ହେଲା ରଥ
ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା଼ ପ୍ରସ୍ତୁତି । ହେରା ପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ପରେ ଶ୍ରୀମନ୍ଦିରକୁ କଥା ରକ୍ଷା କରି ଫେରିବାପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇ!-->…
Read More...
Read More...
ବିଶୁଦ୍ଧ ପାଣି ପାଉନାହାନ୍ତି ପାଟଣାଗଡ ସହରବାସୀ : ପାଣି ବିଶୋଧନ ମେସିନ୍ ଅଚଳ, ମରାମତି ଦାବି
ପାଟଣାଗଡ଼ : ଆମ୍ଭେ ସାଧାରଣତଃ କହୁ ଯେ ଜଳହିଁ ଜୀବନ, ଜଳବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ୱିଧାରେ ପିଇ ପାରନ୍ତି ତାହାକୁ ପାନୀୟଜଳ କୁହାଯାଇଥାଏ । ଏନେଇ ସରକାର ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି!-->…
Read More...
Read More...
ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ
ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମରୁ ୨ଜଣ ୧୮ ବର୍ଷରୁ କମ ବୟସର!-->…
Read More...
Read More...
କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଲେ ସୋନପୁରର ବଡ଼ ଜଗନ୍ନାଥ ଓ ବଳଭଦ୍ର ଠାକୁର
ସୁବର୍ଣ୍ଣପୁର : ସୋନପୁର ଗୁଣ୍ଡିଚା ମନ୍ଦିରରେ ବଡ଼ ଜଗନ୍ନାଥ ଓ ବଳଭଦ୍ରଠାକୁରଙ୍କ କୃଷ୍ଣ ଓ ବଳରାମ ବେଶ ଅନୁଷ୍ଠିତ ହୋଇଯାଇଛି । ଏଇ ବିରଳ ବେଶକୁ ଦର୍ଶନ କରିବା ପାଇଁ ସଂଧ୍ୟା ସମୟରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା । ସମସ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ରଥଯାତ୍ରା!-->…
Read More...
Read More...
ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି. ଲିଃ ସଭାପତି ପଦବୀ ସକାଶେ ପାର୍ଥୀପତ୍ର ଦାଖଲ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡୀ ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ର ସଭାପତି ପଦବୀ ସକାଶେ ଆଜି ପାର୍ଥୀପତ୍ର ପ୍ରଦାନ କରିବା ସକାଶେ ଦିନ ଧାର୍ଯ୍ୟ ହୋଇ ଥିଲା । ଆଜି ପାର୍ଥୀପତ୍ର ଦୁଇ ଜଣ ଦାଖଲ କରିଥିବାର!-->…
Read More...
Read More...
ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର
ବୌଦ୍ଧ,୬/୭- ବୌଦ୍ଧ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ ଅବସରରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର!-->…
Read More...
Read More...
ମୋଡେଲ ଡିଗ୍ରୀ କଲେଜରେ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ
ବୌଦ୍ଧ,୬/୭- ଆଜି ବୌଦ୍ଧ ଜ଼ିଲ୍ଲା ମୋଡେଲ ଡିଗ୍ରୀ କଲେଜ ଠାରେ ମୋ କଲେଜ ଅଭିୟାନ ଅନ୍ତର୍ଗତ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଏବଂ ସମ୍ମାନୀତ ଅତିଥିଭାବେ ଜିଲ୍ଲା!-->…
Read More...
Read More...