Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲଘୁଚାପ କ୍ଷେତ୍ର ସୃଷ୍ଟି, କାଚିବ ବର୍ଷା
ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟର!-->…
Read More...
Read More...
ସଡ଼କ ଦୁର୍ଘଟଣାରେ ଜଣେ ମୃତ
କଟକ : ସଡ଼କ ଦୁର୍ଘଟଣାରେ ଜଣେ ମୃତ । କଟକ ଜଗତପୁର ଖଇରା ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଜଗତପୁର ଆଡୁ ପିରବଜାର ଅଭିମୁଖେ ଏକ ବାଇକ୍ ଯାଉଥିଲା । ଠିକ୍ ଏହି ସମୟରେ ସାମ୍ନା ପଟୁ!-->!-->!-->…
Read More...
Read More...
ଗୁଣ୍ଡିଚା ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଠିଡିକାଜୋର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁ ଏବେ ଚାରିଛକ ସ୍ଥିତ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ହୋଇଛନ୍ତି । ସେହିପରି ହରଭଙ୍ଗା ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଚତୃର୍ଦ୍ଧାମୂର୍ତ୍ତି ମତ୍ସ୍ୟ ଓ କଚ୍ଛପ ବେଶରେ ଦର୍ଶନ ଦେଉଛନ୍ତି!-->…
Read More...
Read More...
ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
କୋଣାର୍କ,୩/୭- କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ସଦାନନ୍ଦପୁର ପ୍ରକଳ୍ପ ପ୍ରଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ରବିବାର ପୂର୍ବାହ୍ନରେ ବିଦ୍ୟାଳୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଆଦର୍ଶ ଶିକ୍ଷକ ତଥା!-->…
Read More...
Read More...
ଯୁବକ ସଙ୍ଘ ପକ୍ଷରୁ ବୃକ୍ଷରୋପଣ
ଗଜପତି,୩/୭- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ୱାର୍ଡସଭ୍ୟ ସରୋଜଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ୭୩ ତମ ବନ ମହୋତ୍ସବ ଚାଲୁଥିବାବେଳେ ଯୁବକମାନେ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା କିଣି ଆଣି!-->…
Read More...
Read More...
ମୀନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର
ଘୁ.ଉଦୟଗିରି,୩/୭: ରଥଯାତ୍ରାରେ ଚତୁର୍ଦ୍ଧା ମୂରତୀ ମାଉସୀମା’ଙ୍କ ଘରେ ପହଞ୍ଚିବା ପରେ ଆଜିଠାରୁ ଜଗତରନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବିଭିନ୍ନ ବେଶ ଆରମ୍ଭ ହୋଇଛି । ତିନି ଠାକୁର ନିଜ ନିଜର ବିଭିନ୍ନ ବେଶ ଧାରଣ କରି ନିଜ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସ୍ଥାନୀୟ!-->…
Read More...
Read More...
ପାରଳାଖେମୁଣ୍ଡି ଆନନ୍ଦବଜାରରେ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ
ଗଜପତି,୩/୭- ଆଜି ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ବଣ୍ଟନ କରଯାଇଥିଲା । ଏହି ଅବସରରେ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାର ତିରୁପତି ରାଓ ,ବିଜେଡି!-->…
Read More...
Read More...
ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର,୩/୭- ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗୀୟ ପ୍ରମୁଖ ସଚିବ ଓ ଅନୁସୂଚିତ ଜନଜାତି ଓ ଜାତି!-->…
Read More...
Read More...
ବୌଦ୍ଧ: ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ କତ୍ସ୍ୟ ବେଶ
ବୌଦ୍ଧ,୩/୭: ନବଦିନାତ୍ମକ ଯାତ୍ରାରେ ବାହାରି ଶ୍ରୀଜୀଉମାନେ ରଥରେ ଚଢି ଆସିବାପରେ ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ରଥଯାତ୍ରା ପରଦିନ ବିଶ୍ରାମ ନେବାପରେ ତୃତୀୟଦିନରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥ କଚ୍ଛପ ଓ ପ୍ରଭୁ ଶ୍ରୀବଳରାମ ମତ୍ସ୍ୟ!-->…
Read More...
Read More...
ବାହାରିଲା ଆଡ଼ପ ଅବଢ଼ା
ପୁରୀ : ରବିବାର ଅପରାହ୍ନରେ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ । ଶନିବାର ରାତ୍ରୀରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ରବିବାର ସକାଳେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ି ଗୁଣ୍ଡିଚା!-->…
Read More...
Read More...