Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସରାଏ ବର୍ଷାରେ ୫-ଟି ସ୍କୁଲ ବେହାଲ
ହରଭଙ୍ଗା: ସରକାରଙ୍କ ୪୦ଲକ୍ଷ ଅଟକଳ ଅନୁଦାନରେ ତିଆରି ହେଉଥିବା ୫-ଟି ସ୍କୁଲର ଅବସ୍ଥା ଅସରାଏ ବର୍ଷାରେ ପାଣି ଜମିବା ଦେଖିବାକୁ ମିଳିଛି । ଘଟଣାଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟରେ । ସୂଚନା ମତେ ଏହି ସ୍କୁଲଟିକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିବା!-->…
Read More...
Read More...
୭୩ତମ ବନ ମହୋତ୍ସବ ପାଳିତ
ହରଭଙ୍ଗା:ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଅତିଥି ଭାବେ ହରଭଙ୍ଗା ସମିତିସଭ୍ୟ ଚିତ୍ତ ସେଠି, ବରିଷ୍ଠ ସାମ୍ବାଦିକ ଚିତ୍ତ ରଂଜନ ସିଂ ପ୍ରମୁଖ ଯୋଗଦେଇ!-->…
Read More...
Read More...
ନୂତନ ଓଡ଼ିଶା ଗଠନ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍, ଇମେଲ, ଏବଂ ଚିଠି ଲେଖି ବିରଳ ରେକର୍ଡ ସୃଷ୍ଟି କଲେ ରବିନ୍ଦ୍ର
ଗଞ୍ଜାମ/ବ୍ରହ୍ମପୁର,୨/୭: ପୂର୍ବତନ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ରେ ୭ ବର୍ଷ କର୍ମରତଥିବା ସ୍ଥାୟୀ ଅଫିସର, ସମାଜ ସଂସ୍କାରକ, ସାମାଜିକ ଚିନ୍ତକ, ସମାଜବାଦୀ, ୨ ଗୋଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସିଲ କରି ଶେଷରେ ସ୍ୱେଚ୍ଛାକୃତ ୨୦୧୫ ମସିହାରେ ଇସ୍ତଫା ଦେଲେ ରବିନ୍ଦ୍ର ମିଶ୍ର । ତାପରେ ସେ!-->…
Read More...
Read More...
ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଏବଂ ରଥଯାତ୍ରା ପାଳନ
ଜି.ଉଦୟଗିରି,୨/୭: ପବିତ୍ର ରଥଯାତ୍ରା ଅବସରରେ ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଧାକୃଷ୍ଣ ମନ୍ଦିର କମିଟିର ସଭ୍ୟବୃନ୍ଦ, ସାରଙ୍ଗଡ ସରପଞ୍ଚ, ଗ୍ରାମର ସମସ୍ତ ବ୍ୟକ୍ତି ଓ ମହିଳା ଯୋଗ ଦେଇଥିଲେ । ଆଗରୁ!-->…
Read More...
Read More...
୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ
ଫୁଲବାଣୀ,୨/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ୱାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ କେଳାପଡା ପଞ୍ଚାୟତ ସେସ୍କାଯୋଡି!-->…
Read More...
Read More...
ସାରଙ୍ଗଡରେ ୭୩ ତମ ବନ ମହୋତ୍ସବ ପାଳିତ
ଜି.ଉଦୟଗିରି,୨/୭: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ ଓଡିଶା ସରକାରଙ୍କ ତରଫରୁ ୭୩ ତମ ବନ ମହୋତ୍ସବ ସାରଙ୍ଗଡ ଏ. ଆର ବ୍ଲକ ପ୍ଲାଣ୍ଟେସନ ହାତୀଶାଳ ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ କ.ନୂଆଗାଁ ବ୍ଲକ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସାରଙ୍ଗଡ ସରପଞ୍ଚ!-->…
Read More...
Read More...
ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର,୨/୭: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାହାଜପିଟା ଗ୍ରାମ ଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ଫେଡେରେସନ!-->…
Read More...
Read More...
ନାରାୟଣନଗରର ବାସି ରଥଯାତ୍ରା ଅଞ୍ଚଳରେ ନିଆରା
ବୌଦ୍ଧ/ଜହ୍ନ ।ପଙ୍କ,୨/୭: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରର ବାସି ରଥଯାତ୍ରା ନିଆରା । ୨ ବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ଥିବାରୁ ଏବର୍ଷ ଭକ୍ତ ଓ ଭଗବାନ ଅପୂର୍ବ ମିଳନକୁ ଲୋକ ପ୍ରତୀକ୍ଷା କରି ରହିଥିଲେ ଚକାନୟନକୁ ଦେଖିବାକୁ । ଯେତେବେଳେ କାଳିଆ!-->…
Read More...
Read More...
ସିନେପ୍ଲେକ୍ସ ଉଦଘାଟିତ
ନବରଙ୍ଗପୁର,୨/୭:- ନବରଙ୍ଗପୁର ଜିଲ୍ଲାର ପ୍ରଥମ ସିନେପ୍ଲେକ୍ସ ପବିତ୍ର ରଥଯାତ୍ରା ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇଥିଲେ ।!-->…
Read More...
Read More...
ଫୁଲବାଣୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ
ଫୁଲବାଣୀ,୨/୭:- ସ୍ଥାନୀୟ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ମାଉସୀମା ମନ୍ଦିରକୁ ଯାତ୍ରା କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ମାଉସୀମା ଘରକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ସଙ୍ଗେ ଭାଇ ବଳଭଦ୍ର ଭଉଣୀ ଦେବୀ ସୁଭଦ୍ରା!-->…
Read More...
Read More...