Browsing Category

ରାଜ୍ୟ

ପୁଟିନଙ୍କୁ ମୋଦୀଙ୍କ ପରାମର୍ଶ,ମୁକାବିଲା ଛାଡ଼ି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ : ଆଲୋଚନା ହିଁ ସମସ୍ୟା ସମାଧାନର ଶ୍ରେଷ୍ଠ ପନ୍ଥା । ମୁହାଁମୁହିଁ ବା ମୁକାବିଲାମୂଳକ ନୀତି ସମାଧାନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଆହୁରି ବିଗାଡ଼ିଦିଏ । ତେଣୁ ଆପଣ କୂଟନୈତିକ ସ୍ତରରେ ଆଲୋଚନା କରି ୟୁକ୍ରେନ ସହ ଥିବା ବିବାଦର ସମାଧାନ କରିବା ସବୁଠୁ ଭଲ ହେବ । ଆଜି ଫୋନରେ
Read More...

ଡ୍ରେନେଜ ସମସ୍ୟାରୁ ଜମୁଛି କାଦୁଅ ପାଣି

କଣ୍ଟାବାଞ୍ଜି: ଜଳ ନିଷ୍କାସନ ପାଇଁ ଯଥେଷ୍ଠ ଡ୍ରେନେଜ ବ୍ୟବସ୍ଥା ନ ରହିଥିବାରୁ ଅଳ୍ପ ବର୍ଷାରେ କାଦୁଅ ପାଣି ଜମୁଛି । ସହରର ଅଧିକାଂଶ ନାଳ ପାଣି ୱାର୍ଡ ନଂ ୮ର ଅଶୋକ ନଗର ମା ଗୁଡ଼ି ମନ୍ଦିରରେ ଦୁର୍ଗନ୍ଧ ପାଣି ଜମିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଳ୍ପ ବର୍ଷାରେ ବନ୍ଦ ଭଳିଆ
Read More...

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ମେଳା

ଖପ୍ରାଖୋଲ,୧/୭ (ହୀ.ପ୍ର) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ତରଫରୁ ବ୍ଲସ୍ତରୀୟ କୃଷକ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଶରଧାବାଲିରେ ତିନି ରଥ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େଛଅଟା ସୁଦ୍ଧା
Read More...

ମହାସମାରୋହରେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଳିତ

ବୈାଦ୍ଧ,୧/୭- ବୌଦ୍ଧସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନିଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା । ବ୍ରାହ୍ମଣ ସେବାୟତମାନେ ସକାଳ ୯ଟା
Read More...

“ସମ୍ବଲପୁରୀ ଦିନ’ ଅବସରରେ ସ୍ଥାପନ ହେବ ଗୁରୁ ବହିଦାରଙ୍କ ପ୍ରତିମୁର୍ତ୍ତି

ସମ୍ବଲପୁର: ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନକୁ ୨୦୧୩ ରୁ ସମ୍ବଲପୁରୀ ଦିନ ଭାବରେ ପାଲନ କରାଯାଉଛି । ଗୁରୁ ବହିଦାର ନିଜ ଜୀବନ କାଳରେ ସମ୍ବଲପୁରୀ ସାଧକ କବି କଳାକାର ମାନଙ୍କୁ ଏକଜୁଟ କରିବା ସହ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାରା ଜୀବନ
Read More...

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥାରୂଢ ହେଲେ ଶ୍ରୀଜିଉ

ପୁରୀ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ପହଣ୍ଡି ବିଜେର ଆସି ରଥାରୂଢ ହେଲେ ଚତୁର୍ଦ୍ଧାବିଗ୍ରହ। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧ୍ଵଜ
Read More...

ଶୋଇଥିବା ବେଳେ ମାଡ଼ିଗଲା ହାଇୱା, ୨ମୃତ

ଖୋର୍ଦ୍ଧା: ଶୋଇଥିବା ବେଳେ ମାଡିଗଲା ବାଲି ବୋଝେଇ ହାଇୱା । ଆଉ ଚାଲିଗଲା ୨ ଜଣ ଶ୍ରମିକଙ୍କ ଜୀବନ । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ । ମୃତ ଶ୍ରମିକ ଦ୍ୱୟଙ୍କ ନାଁ ବାଦଲ ଓ କନକ । ସେମାନଙ୍କ ଘର ପଶ୍ଚିମବଙ୍ଗରେ । ଏହି ଘଟଣାରେ ଆହୁରି ୩ ଶ୍ରମିକ ଆହତ ହୋଇଛନ୍ତି
Read More...

ଦାନା ବାନ୍ଧିପାରେ ଦୁଇଟି ଲଘୁଚାପ :୪ରୁ ବର୍ଷା ବଢ଼ିବ

ଭୁବନେଶ୍ୱର : ଓଡ଼ିଶା ଉପକୂଳ ପାଖରେ ଆସନ୍ତା ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।
Read More...

ଛାତ୍ର ବତ୍ସଳ ଶିକ୍ଷକଙ୍କ ଚାକିରୀରୁ ଅବସର ଗ୍ରହଣ

ଫୁଲବାଣୀ:-ଫୁଲବାଣୀ ଶିକ୍ଷକ ସମାଜରୁ ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ରବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଅନନ୍ତ କିଶୋର ଦାଶ ଉକୁସୁଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ଅବସରରେ ଉକୁସୁଗଣ୍ଡା ଗ୍ରାମରେ ଶୋକର ଛାୟା
Read More...