Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼
ବାଲିଗୁଡ଼ା: ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି!-->…
Read More...
Read More...
ଦ୍ରୌପଦୀଙ୍କ ପାଇଁ ବିଜେପି ବିଧାୟକଙ୍କ ଦୀପଦାନ
ପୁରୀ : ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଛନ୍ତି ।ଜଣେ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!-->…
Read More...
Read More...
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ମତଦାନ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ବିଧାନସଭାରେ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଛନ୍ତି ।!-->…
Read More...
Read More...
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ
ଭୁବନେଶ୍ୱର: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଗୃହର ଉପାଧ୍ୟକ୍ଷ ପ୍ୟାନେଲ୍ ପୁନଃଗଠନ କରିଛନ୍ତି । ଏଥିରେ ଓଡ଼ିଆ ସାଂସଦ ଡ. ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କାଲିତା, ଇନ୍ଦୁବାଳା ଗୋସ୍ୱାମୀ, ଡ. ଏଲ୍ ହନୁମନ୍ତିଆ, ତିରୁଚି ଶିବା ଓ ଭି ବିଜୟସାଇ ରେଡ୍ଡି!-->…
Read More...
Read More...
ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଦୀପ ପ୍ରଜ୍ଜ୍ୱଳନ
ଘୁ.ଉଦୟଗିରି : ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପାଇଁ ସ୍ଥାନୀୟ ବିଜେପି ତରଫରୁ ଘୁ. ଉଦୟଗିରି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନଗର ବିଜେପି ତରଫରୁ!-->…
Read More...
Read More...
ବାଲିଗୁଡା ସଂକୁଳର ଦିନିକିଆ କର୍ମଶାଳା ଅନୁଷ୍ଠିତ
ଫୁଲବାଣୀ/ବାଲିଗୁଡା:- କନ୍ଧମାଳ ଜିଲ୍ଲାର ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକଦିନିଆ କର୍ମଶକ୍ଷଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ତୀର୍ଥବାସି ଘଡ଼ାଇଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି!-->…
Read More...
Read More...
ଶ୍ରୀଲଙ୍କା ସଙ୍କଟକୁ ନେଇ ୧୯ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର
ନୂଆଦିଲ୍ଲୀ: ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି । ଆସନ୍ତା ୧୯ ତାରିଖରେ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ!-->…
Read More...
Read More...
ଭଗବତୀ କଲ୍ୟାଣ ମଣ୍ଡପ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଆଜି ସୋନପୁର ସହରର ଭଗବତୀ କଲ୍ୟାଣ ମଣ୍ଡପ କ୍ୟାମ୍ପସରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବର ସଭାପତି ନାରାୟଣ ରଥ ଓ ସମ୍ପାଦକ ଧିରେନ୍ଦ୍ର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ମେହେର,!-->…
Read More...
Read More...
ହେପିନେସ କାର୍ଯ୍ୟକ୍ରମ ଉଦଯାପିତ
ସୁବର୍ଣ୍ଣପୁର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ "ଆର୍ଟ ଅଫ ଲିଭିଙ୍ଗ" ତରଫରୁ ଦୀର୍ଘ ଛଅ ଦିନଧରି ହେପିନେସ କାର୍ଯ୍ୟକ୍ରମ (ଆନନ୍ଦ ଅନୁଭୂତି) ଶିବିର ଅନୁଷ୍ଠିତ ହୋଇ ରବିବାର ଦିନ ଏହା ଉଦଯାପିତ ହୋଇଥିଲା । । ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ସୁଦର୍ଶନ କ୍ରିୟାକୁ ଜୟଶ୍ରୀ ପଣ୍ଡା ଓ!-->…
Read More...
Read More...
ଗନ୍ଧରାଡ଼ି ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡି ମହାବିଦ୍ୟାଳୟ ପରିସରରେ ଜଣ ଶିକ୍ଷଣ ସଂସ୍ଥା ବୌଦ୍ଧ ପକ୍ଷରୁ ବିଶ୍ୱ ଯୁବ କୌଶଳ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ ଶତପଥି, ସମ୍ମାନିତ ଅତିଥି ଭାବେ ଜଣ ଶିକ୍ଷଣ ସଂସ୍ଥାର!-->…
Read More...
Read More...