Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତାକାଲି ହେବ କୋଇଲାଞ୍ଚଳରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍ଘାଟନ
ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ଦ୍ୱାରା ପରିଚାଳିତ କୋଇଲାଞ୍ଚଳରେ ଆସନ୍ତାକାଲି (ଗୁରୁବାର) ଦିନ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ ହେବ । ଆଜି କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏବିଷୟରେ ସୂଚନା ଦିଆଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ!-->…
Read More...
Read More...
ଶ୍ରୀଜୀଉଙ୍କ ନେତ୍ର ଲାଗି ଓ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ
ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ନେତ୍ର ଲାଗି ଉତ୍ସବ ଓ ନବଯୌବନ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ରହିଥିବା ଫଳରେ ଗତ ଦୁଇ ବର୍ଷ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଶ୍ରୀଜୀଉଙ୍କ ଦେବସ୍ନାନଠାରୁ!-->…
Read More...
Read More...
ଜିଲାପାଳଙ୍କୁ ଭେଟିଲେ କୁଇ ସମାଜ ସେବା ସମିତି ସଦସ୍ୟ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ ସହ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ!-->…
Read More...
Read More...
କିର୍ତ୍ତୀପୁରଠାରେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୟୁରଉଡାଣ ଜିପିର କିର୍ତ୍ତୀପୁର ଗ୍ରାମଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି । ଏକ୍ସନ ଏଡ଼ ଭୁବନେଶ୍ୱର ଓ ରେଆର ସୁବର୍ଣ୍ଣପୁରର ଆର୍ଥିକ ସହଯୋଗରେ!-->…
Read More...
Read More...
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ
ନବରଙ୍ଗପୁର : ଓଡ଼ିଶାର ବରପୁତ୍ର,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ନବରଙ୍ଗପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଠା ଜଳସେଚନ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ!-->…
Read More...
Read More...
ଜିଲ୍ଲାପାଳଙ୍କ ଦ୍ୱାରା କୁନି ତୀରନ୍ଦାଜୀ ସମ୍ବର୍ଦ୍ଧିତ
ବୌଦ୍ଧ,୨୯/୬: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଗତ ମେ ୨୨ରୁ ୨୫ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ୯ବର୍ଷରୁ କମ୍ (ବାଳିକା) ବର୍ଗରେ ଅଂଶଗ୍ରହଣ କରିଥିବା ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସୁଶ୍ରୀ ସାଇଲକ୍ଷ୍ମୀ ନାଏକ ଓ ସ୍ପୋନାଶ୍ରୀ!-->…
Read More...
Read More...
ବୌଦ୍ଧ: ନବଯୈ।ବନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ବୌଦ୍ଧ,୨୯/୬: ବୌଦ୍ଧ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣମୀ ଠାରୁ ଅଣସର ଘରେ ରହିବାପରେ ଆଜି ଅଣସର ଘରୁ ବାହାରି ନବଯୈ।ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ ନେତ୍ର ଉତ୍ସବ ଅବସରରେ ଠାକୁରଙ୍କ ରଥ ପ୍ରତିଷ୍ଠା କରାଯାଇ ଧ୍ୱଜା ବନ୍ଧାଯାଇଛି । ଆଜି ମହାପ୍ରଭୁଙ୍କ!-->…
Read More...
Read More...
ରକ୍ତ ଦେଇ ବାଳକଙ୍କ ଜୀବନ ବଞ୍ଚାଇଲେ ଛାତ୍ରୀ
କରଞ୍ଜିଆ :କରଞ୍ଜିଆ ସହର ସ୍ଥିତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ତିନି ବର୍ଷର ବାଳକ ଠାକୁରମୁଣ୍ଡା ତରାମରା ଅଞ୍ଚଳର ଥାଲାସେମିଆ ରୋଗାକ୍ରାନ୍ତ ରାମେଶ୍ୱର ଦେହୁରୀ ପାଇଁ ଏ ପଜିଟିଭ ରକ୍ତର ଆବଶ୍ୟକତା ପଡିଥିଲା । ଏ ସଂପର୍କରେ ସେମାନେରାଇରଙ୍ଗପୁର ସହର ସ୍ଥିତ ନିରଞ୍ଜନ ସାହୁ କରଞ୍ଜିଆ!-->…
Read More...
Read More...
ସହରରେ ପଲିଥିନ ବ୍ୟବହାର ନେଇ ଧରପକଡ, ୧୬୦୦ ଟଙ୍କା ଜରିମାନା ସହ ୯କେଜି ପଲିଥିନ ଜବତ
ଘୁ ଉଦୟଗିରି:ସ୍ଥାନୀୟ ସହରରେ ଆଜି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଦଳ ସ୍ଥାନୀୟ ସହରର ବିଭିନ୍ନ ଦୋକାନରେ ଚଢ଼ାଉ କରିଥିଲେ । ହଠାତ ଏହି ଚଢାଉ କରିବା ଦେଖି ଅନେକ ଦୋକାନି ଛାନିଆ ହୋଇଯାଇଥିଲେ । ପୂର୍ବରୁ ପଲିଥିନ ବ୍ୟବହାର କରିବାକୁ ବାରଣ କରାଯାଇ ସଚେତନ!-->…
Read More...
Read More...
ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ସାମାଜିକ କାର୍ଯ୍ୟକ୍ରମ
ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନରେ ଭିଏସଏସନଗରରେ ଯୁବନେତା ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ସଂଯୋଜନାରେ ସ୍କୁଲ୍ ପିଲାମାନଙ୍କୁ ପେନ୍, ଚକୋଲେଟ ବଣ୍ଟନ କରାଯିବ ସହିତ ବୃକ୍ଷ ରୋପଣ କରାଯାଇଥିଲା । ବବି ଭାଇଙ୍କ ନେତୃତ୍ୱରେ!-->…
Read More...
Read More...