Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ
ପୁରୀ: ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର!-->…
Read More...
Read More...
ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ବୈଠକ ଓ ଦାବିପତ୍ର ପ୍ରଦାନ
ଘୁ ଉଦୟଗିରି: ଜିଲ୍ଲାର ଅଗ୍ରଣୀ ଲୋକ ସଙ୍ଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା କନ୍ଧମାଳ ଏକ ନିଆରା ଏବଂ ଭିନ୍ନ ଏକ ଆଦରଣୀୟ ଲୋକ ସଙ୍ଗଠନ ଯାହାକି ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ!-->…
Read More...
Read More...
ଦିବ୍ୟାଙ୍ଗ ସରକାରୀ ଶିକ୍ଷକଙ୍କୁ ଗାଁରେ ବାସନ୍ଦ ଅଭିଯୋଗ
ଗଞ୍ଜାମ :ପୁରୁଷୋତ୍ତମପୁର ପୋଇରାସି ପଞ୍ଚାୟତ ତାରିଣୀପଲି ଗାଁରେ ବାସ କରି ରହିଥିବା ଦିବ୍ୟାଙ୍ଗ ସରକାରୀ ସ୍କୁଲ ଶିକ୍ଷକ ଏବଂ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗାଁରେ ମାନସିକ, ଆର୍ଥିକ ନିର୍ଯାତନା ସହିତ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।ଜଣେ ଦିବ୍ୟାଙ୍ଗ ସରକାରୀ ଶିକ୍ଷକ!-->…
Read More...
Read More...
ଟୁଙ୍ଗୁରୁ ଓ ବର୍ଷାଙ୍କ ବିରୋଧରେ ଏତଲା
ନିଶ୍ଚିନ୍ତକୋଇଲି: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ । ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ!-->…
Read More...
Read More...
ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା। ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା। ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ।
ସୂଚନାନୁଯାୟୀ, ତୈନାଡ ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମ ପଞ୍ଚାୟତର!-->!-->!-->…
Read More...
Read More...
ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବୌଦ୍ଧ,୨୮/୬- ବୌଦ୍ଧ ଜିଲ୍ଲାରେ“ଶିଶୁଙ୍କ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତାବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶମଣ୍ଡଳୀ, ତ୍ରୟୋମାସିକ!-->…
Read More...
Read More...
ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ!-->…
Read More...
Read More...
ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୮ା୬ : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷୀରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ!-->…
Read More...
Read More...
ପ୍ରାଣୀ ଚିକିତ୍ସକ ଆସୁନଥିବାରୁ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ପକାଇଲେ ଗୋପାଳକ
ବୌଦ୍ଧ/ଜହ୍ନ ।ପଙ୍କ,୨୮/୬: ରାଜ୍ୟ ସରକାର ପ୍ରାଣୀ ସଂପଦର ବିକାଶ ପାଇଁ ଗୋପାଳକ ମାନଙ୍କୁ ରିହାତିରେ ଦାନା, ଔଷଧ ଓ ଗୁହାଳ ଯୋଗାଇ ଦେଉଛନ୍ତି । ପ୍ର ।ଣୀ ମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲି ପ୍ରାଣୀନିରୀକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର!-->…
Read More...
Read More...
ରାମ ଗୋପାଳ ବର୍ମାଙ୍କ ନାଁରେ ସମ୍ବଲପୁର ଥାନାରେ ଏତଲା
ସମ୍ବଲପୁର: ଆସନ୍ତା ମାସ ଦେଶରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସମଗ୍ର ଦେଶରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଝାରଖଣ୍ଡର ରାଜ୍ୟପାଳ ତଥା ଓଡିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପୋଦି ମୁର୍ମୁ ଓ ବିରୋଧୀ ଦଳ ପକ୍ଷରୁ!-->…
Read More...
Read More...