Browsing Category

ରାଜ୍ୟ

ନିଶା ଓ ଖାଦ୍ୟ ନିବାରଣ ଦଳର ମିଳିତ ଗୁଟ୍‌ଖା ଧରପକଡ

ଜି. ଉଦୟଗିରି : ବ୍ୟାପକ ସଚେତନତା ପରେ ମଧ୍ୟ ଗୁଟଖା ସେବନ ଏବଂ ବିକ୍ରୀ କମୁନି । କନ୍ଧମାଳରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି । ଏବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଗୁଟଖା ଧରପକଡ ଅଭିଯାନ । ଏହି କ୍ରମରେ ଆଜି
Read More...

୧୦୭ କୁଇଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଜବତ, ଦୁଇ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରିଙ୍ଗିଆ ରାସ୍ତାରେ ଏକ ମହିନ୍ଦ୍ରା ପିକଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି । ଜବତ ମହିନ୍ଦ୍ରା ବୋଲେରୋ ପିକଅପ ଭ୍ୟାନ୍‌ ନମ୍ବର ଓଡି- ୦୨-ବିଏମ ୯୩୪୦ । ଏଥି ସହ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତକୁ
Read More...

ସାମ୍ବାଦିକଙ୍କ ନିଖୋଜ ପିତାଙ୍କ ମୃତଦେହ ଉଦ୍ଧାର, ସାମ୍ବାଦିକ ମହଲରେ ଶୋକ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳର ଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁଙ୍କ ପିତା ବନମାଳୀ ସାହୁ(୭୭)ଙ୍କ ମୃତଦେହ ସୋମବାର ଦିନ ଉଦ୍ଧାର କରାଯାଇଛି । ଭୁବେନଶ୍ୱର ସ୍ଥିତ ଏଏମଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା ସାମ୍ବାଦିକ ପୁତ୍ର ବିପ୍ରଚରଣ
Read More...

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବାହିନୀ ପକ୍ଷରୁ ରଥଟଣାର ମକଡ୍ରିଲ

ପୁରୀ : ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବାହିନୀ ପକ୍ଷରୁ ରଥଟଣାର ମକଡ୍ରିଲ । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ପୋଲିସ ପକ୍ଷରୁ ରଥଟଣା, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ
Read More...

ସ୍ଥାୟୀ ପଟ୍ଟା ପ୍ରଦାନ ଦାବୀରେ ତହସିଲ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର:ସମ୍ବଲପୁର ପୌରାଞ୍ଚଳ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ୧୨ ଗୋଟି ପଞ୍ଚାୟତକୁ ନେଇ ୨୦୧୩ରେ ସମ୍ବଲପୁର ମହାନଗର ନିଗମର ଘୋଷଣା କରାଗଲା । ଦୀର୍ଘ ୯ ବର୍ଷ ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ ତଥା ପରମ ହୋଇରହିଛି । ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ନିର୍ବାଚିତ
Read More...

କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ

କଟକ: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍‌ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର
Read More...

କଣ୍ଟାବାଞ୍ଜି ହସ୍ପିଟାଲ ସମସ୍ୟା,ନିରାକରଣ ନିମନ୍ତେ ଦାବି ପତ୍ର ପ୍ରଦାନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମ୍ବନ୍ଧିତ ଅବହେଳା ଓ ଅବ୍ୟବସ୍ଥିତ ପରିଚାଳନା କାରଣରୁ ରୋଗୀଙ୍କ ପରିବାର ପକ୍ଷରୁ ଅନେକ ଥର ବିରୋଧ ଓ ପ୍ରତିରୋଧ ଦେଖିବାକୁ ମିଳିଛି । ଏହା ବ୍ୟତୀତ ପରିଚାଳନା ତ୍ରୁଟି ମଧ୍ୟ ରହିଛି , ଅତି ଆବଶ୍ୟକ
Read More...

ସମଲେଈ ଯୋଜନାରେ ଗୋପାଲଜୀ ମଠର ବିକାଶ ସାମିଲ: ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁର: ଆଜି ସକାଳୁ ଗୋପାଲଜୀ ମଠ ପରିଦର୍ଶନ କରିବା ସହିତ ସେଠାକାର ବସ୍ତୁସ୍ଥିତି ଅନୁଧ୍ୟାନ କଲାପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏହି ଐତିହ୍ୟ ସମ୍ପନ୍ନ ମଠର ବିକାଶ ପ୍ରତି ମନ ବଳାଇଛନ୍ତି । ସେତେବେଳେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଓ ସମଲେଈ ଯୋଜନାର କିଛି
Read More...

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ୍‌: ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ। ସୋମବାର ଏକ ଟ୍ରକ୍‌ ଭିତରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସେଠାକାର ସ୍ଥାନୀୟ ପୁଲିସ
Read More...

ରଥଯାତ୍ରା ଦିନ ବଣ୍ଟାଯିବ ୧୦ଲକ୍ଷ ମାସ୍କ

ପୁରୀ :ଆଉ ମାତ୍ର ତିନି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ସୁଚାର
Read More...