Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର୍ଯ୍ୟରେ ଯୋଗଦେଲେ ନୂତନ ଥାନା ଅଧିକାରୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଅଦଳବଦଳ ପରେ ଗତକାଲି ଦଶପଲ୍ଲା ଓ ବାଣିଗୋଛା ଥାନାରେ ନୂତନ ଥାନା ଅଧିକାରୀ ଯୋଗ ଦେଇଛନ୍ତି । ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କ ଖୋର୍ଦ୍ଧାକୁ ବଦଳି ହେବାପରେ ତାଙ୍କ ସ୍ଥାନରେ ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର!-->…
Read More...
Read More...
ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ଵର : ଆସିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ଵାସରୁଦ୍ଧ କାରଣରୁ ହୋଇଥିଲା ରାଇମୋହନଙ୍କ ମୃତ୍ୟୁ। ଗଳାରେ ରଶି ଲଗାଇବା କାରଣରୁ ଶ୍ଵାସରୁଦ୍ଧ ହୋଇଛି। ଶରୀରରେ ଥିବା ସାମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ହ୍ୟାଙ୍ଗିଂ ଯୋଗୁଁ ହୋଇଛି। ପୋଷ୍ଟମର୍ଟମ ସମ୍ପର୍କରେ!-->…
Read More...
Read More...
ମୌସୁମୀ ଅଧିବେଶନ ପାଇଁ ୨୯ରୁ କୋଭିଡ ପରୀକ୍ଷା
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ବଳବତ୍ତର ରହିବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଆସନ୍ତା ୨୯,!-->…
Read More...
Read More...
ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ
ବୌଦ୍ଧ/ଜହ୍ନ ।ପଙ୍କ,୨୭/୬: ବୌଦ୍ଧ ବ୍ଳକ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଶିଶୁ ସୁରକ୍ଷା କମିଟିର ବ୍ଳକସ୍ତରୀୟ କିଶୋର କିଶୋରୀ ଦକ୍ଷତା ବୃଦ୍ଧି, ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ଟାସ୍କଫୋର୍ସର ତ୍ରୟୋମାସିକ ବୈଠକ ଓ ଶିଶୁ ପାଇଁ ଦିନଟିଏ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ!-->…
Read More...
Read More...
ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜି. ଉଦୟଗିରି, ୨୭/୬- ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ଉପ -ସ୍ୱାସ୍ଥ୍ୟ କେନ୍ଦ୍ରର ମୁକୁଲିଙ୍ଗିଆ ଗ୍ରାମରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପକରଣ ଯଥା ରକ୍ତ ପରୀକ୍ଷା, ମଶାରୀର ବ୍ୟବହାର, ମାଆ ଓ!-->…
Read More...
Read More...
ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ
ଫୁଲବାଣୀ,୨୭/୬:- କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧକରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି । ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପଯ୍ୟନ୍ତ ସତ୍ୟାଗ୍ରହ!-->…
Read More...
Read More...
ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ
ପୁରୀ : ପୁରୀ ପାନ୍ଥନିବାସ ପରିସରରେ ଏକ ରେଷ୍ଟୁରାଣ୍ଟକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସୋମବାର ପୂର୍ବାହ୍ନରେ ଉଦଘାଟନ କରିଛନ୍ତି । ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ବିଦିତ । ପର୍ଯ୍ୟଟକମାନଙ୍କୁ ଭଲ!-->…
Read More...
Read More...
ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଦିନିକିଆ ଦାରିଙ୍ଗବାଡି ଗସ୍ତ
ବାଲିଗୁଡ଼ା,୨୭/୬: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ସୋମବାର ଦିନ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବ ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇକୋରିଟ୍ରିଟର ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ!-->…
Read More...
Read More...
ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ଆରମ୍ଭ
ବଲାଙ୍ଗୀର : ବଲାଙ୍ଗୀରର କୋଶଳ କଳାମଣ୍ଡଳ ପଡିଆ ସ୍ଥିତ ଜିଲ୍ଲା ପାଠାଗାରଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ CTMS (Cultural Troupe Management System) ୱେବସାଇଟରେ ଅନଲାଇନ କରିଥିବା!-->…
Read More...
Read More...