Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘୁ. ଉଦୟଗିରି :ଅଗ୍ନୀପଥ ଯୋଜନା ପ୍ରତ୍ୟାହର ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଘୁ ଉଦୟଗିରି: ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଘୁ. ଉଦୟଗିରି ବିଧାନସଭା ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନା ମାଧ୍ୟମରେ ନିଯୁକ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଘୁ ଉଦୟଗିରି ବିଧାନସଭା ସ୍ତରୀୟ!-->…
Read More...
Read More...
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସୁରକ୍ଷା ସହ ସେବା ଯୋଗାଇବ ପୁଲିସ : ଡିଜିପି
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି । ଆଜି ପୁରୀ ପୌର ସଦନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧିତ କରି!-->…
Read More...
Read More...
ଜମି ଲିଜ ପଟ୍ଟା ପାଇବା ସତ୍ତେ୍ୱ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ
ସୁବର୍ଣ୍ଣପୁର : ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା!-->…
Read More...
Read More...
ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ
ବୌଦ୍ଧ,୨୭/୬- ବର୍ତ୍ତମାନ କେନ୍ଦ୍ର ସରକାର ଦ୍ୱାରା ଲାଗୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା କଂଗ୍ରେସର ଆହ୍ୱାନ କ୍ରମେ, ଏକ ତିନି ଘଣ୍ଟିଆ!-->…
Read More...
Read More...
ଦୂରହେବ ଛାମୁଣ୍ଡିଆ ଅଂଚଳର ସମସ୍ୟା, ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ ଟାୱାର୍
ଦଶପଲ୍ଲା : ସାଂପ୍ରତିକ ସମାଜରେ,ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ଜରୁରୀ ହୋଇପଡିଛି । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି । ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ!-->…
Read More...
Read More...
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡିଶା ଭାଜପା ବିଧାୟକଗଣ
ସମ୍ବଲପୁର: ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଥିଲେ ଓଡିଶାର ବିଧାୟକଗଣ । ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଓଡିଶାର ଭାଜପା ବିଧାୟକମାନେ ନିଜନିଜ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ!-->…
Read More...
Read More...
ଦଶପଲ୍ଲାରେ ଉଦଘାଟିତ ହେଲା ରୋଟାରୀ କ୍ଲବ୍
ଦଶପଲ୍ଲା : ଗତକାଲି ସଂଧ୍ୟାରେ ଦଶପଲ୍ଲା ସ୍ଥିତ ଗୋବିନ୍ଦ ଭବନଠାରେ ବିଧିବଦ୍ଧ ଭାବେ ରୋଟାରୀ କ୍ଲବର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଜିଲ୍ଲାରୁ ରୋଟାରୀ ବନ୍ଧୁ ମାନେ ସମ୍ମାନିତ ଅତିଥି!-->…
Read More...
Read More...
ବୌଦ୍ଧ: ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ତରଫରୁ ଯୋଗ ଶିବିର ଅନୁଷ୍ଠିତ
ବୌଦ୍ଧ,୨୭/୬:- ଦିବ୍ୟ ଜୀବନ ସଂଘ ବୌଦ୍ଧଶାଖା ଓ ଯୋଗ ବୁଦ୍ଧମର ମିଳିତ ଆନୁକୂଲ୍ୟରେ ଗତ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସରୁ ଆରମ୍ଭ ହୋଇଥିବା ଯୋଗ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି । ୭ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯୋଗ ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ!-->…
Read More...
Read More...
ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ
ଦଶପଲ୍ଲା : ଦଶପଲ୍ଲାର ଗୋବିନ୍ଦ ଭବନଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସାହିତ୍ୟ!-->…
Read More...
Read More...
ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଜନସଂପର୍କ ଶୋଭାଯାତ୍ରା
ଦଶପଲ୍ଲା: ଦଶପଲ୍ଲାର ସ୍ୱାଭିମାନକୁ ବଜାୟ ରଖିବା ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ପକ୍ଷରୁ ଏକ ଜନସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରୁ ଆସିଥିବା ସ୍ୱାଭିମାନୀ ଜନସାଧାରଣ!-->…
Read More...
Read More...