Browsing Category

ରାଜ୍ୟ

ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ

ବୌଦ୍ଧ,୨୬ ।୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସମିତିରେ ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ ଅନୁଷ୍ଠିତ ହୋଇଯାଇଛି । ୧୫ଟି ମଣ୍ଡଳୀ ଜୋନରୁ ୯ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବାକି ୬ଟି ମଣ୍ଡଳୀର ଭୋଟ ଆଜି ଅନୁଷ୍ଠିତ
Read More...

ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ପାଳିତ

ବୌଦ୍ଧ,୨୬ ।୬- ଆଜି ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା
Read More...

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରକାରଣ ଦିବସ ପାଳନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀର ନିରାକରଣ ଦିବସ
Read More...

ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବେଦୀ ସିଂହାସନ ଓ କନ୍ୟା ପଟା, ହଂସ ପଟା ଆଦି କାର୍ଯ୍ୟ ଚାଲୁ ରହଛି । ତିନିରଥରେ ଲାଗିଛି ଧ୍ୱଜବତା । ଦୁଆରିବେଢା ଉପର ଭାଗରେ ଚନ୍ଦ୍ରଶାଳି ଲଗାଯାଇଛି । ମଝି ଭୂଇଁରେ କଣ୍ଟା ବାଡିଆ ଯାଇଛି । ଦୁଆରବେଢା ସହ ନାଟଗୋଡ ଏବଂ ୧୪
Read More...

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

ପାରଳାଖେମୁଣ୍ଡି : ଆଜି ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଜିଲ୍ଲା ଅବକାରୀ ବିଭାଗ ତରଫରୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ପୌରହିତ୍ୟ କରିଥିଲେ । ସ୍ଥାନୀୟ ମହାରାଜା ବାଳକ ଉଚ୍ଚ
Read More...

ରଥ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ ଓ ଜିଲ୍ଲାଆରକ୍ଷୀ ଅଧିକ୍ଷକ

ପାରଳାଖେମୁଣ୍ଡି : ରଥଯାତ୍ରା ପାଇଁ ଆଉ ୪ଦିନ ବାକି ରହିଛି । ଏଥିଲାଗି ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀଅଧିକ୍ଷକ ଜୟରାମ ଶତପଥୀ, ସହକାରୀ ଜିଲ୍ଲାପାଳ ଜୁବୁଲୀଚରଣ ବେହେରା ପ୍ରମୁଖ ରଥନିର୍ମାଣ କାର୍ଯ୍ୟର ତଦାରଖ
Read More...

ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ହରଭଙ୍ଗା: ଆଜି ହରଭଙ୍ଗା ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ଠାରେ କେବଳ ବରିଷ୍ଠ ନାଗରିକ ଓ କୀଡ୍‌ନୀ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୮ଶହରୁ
Read More...

ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

ପୁରୀ : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ରଥଯାତ୍ରା ହେଉଥିବାରୁ
Read More...

ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସ ଦ୍ୱାରା ବର୍ଷ ପୂର୍ତ୍ତି ପାଳନ

ସମ୍ବଲପୁର : ବର୍ଷା ଋତୁର ଆଗମନ ସଙ୍ଗେ ସଙ୍ଗେ ସମସ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମାତିଯାଆନ୍ତି, କିନ୍ତୁ ଆଗରୁ ଲଗାଯାଇଥିବା ଗଛଗୁଡ଼ିକମଧ୍ୟରୁ କେତେ ବଞ୍ଚିଛି ଓ କେତେ ମରିଛି ସେକଥା କେହି ବିଚାର କରନ୍ତି ନାହିଁ । ସମ୍ବଲପୁରରେ କିନ୍ତୁ ଏକ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଏହି ଦିଗପ୍ରତି
Read More...

ରାଇକିଆ ବ୍ଲକରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ପାଇଁ ବୈଠକ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାପତିଙ୍କ ସଭାପତିତ୍ୱରେ କାମାଗୁଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି କ'ଣ ଓ କ'ଣ କ'ଣ କାମ କରୁଛି ଓ ଆମ୍‌ ଅଞ୍ଚଳରେ, ଜିଲ୍ଲାରେ, ରାଜ୍ୟରେ ଆମ୍‌ ଆଦମୀ ପାର୍ଟି ଆସିବା ଦରକାର କି ?
Read More...