Browsing Category

ରାଜ୍ୟ

ପ୍ରବଳ ବର୍ଷା : ୧୧ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଏବଂ ଉତର- ପୂର୍ବ ମଧ୍ୟପ୍ରଦେଶରେ ଲଘୁଚାପ ସକ୍ରିୟ ରହିଛି । ରାଜସ୍ତାନର ଯଶେଲମେରରୁ ବାହାରି ଝାରସୁଗୁଡ଼ା , ପୁରୀ ମଧ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ବଙ୍ଗୋପସାଗରରୁ ମେଘ ଖଣ୍ଡଗୁଡ଼ିକ ଉପକୂଳ ମୁହାଁ ହେବା ସହ କିଛି ଜିଲ୍ଲାରେ ବର୍ଷା ଲାଗି…
Read More...

୨ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ :-ଅବସର ପ୍ରାପ୍ତ ୨ ଜଣ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ରବିବାର ଉତ୍ସ୍ୱଚ୍ଛିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଂଚାୟତ ନିର୍ବାହୀ ଅଧିକାରୀ ଦିଗାମ୍ବର ମହାପାତ୍ର ଓ ତ୍ରିନାଥ ଠାକୁର ବିଶୋଇ ଦୀର୍ଘ ବର୍ଷ କାଳ ଜିଲାର ବିଭିନ୍ନ ପଂଚାୟତ ଗୁଡିକରେ…
Read More...

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୫୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଠି ମଧ୍ୟରୁ ସାତ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ…
Read More...

ଭବାନୀପାଟଣାଠାରେ ଯୁଗ୍ମ ଜନଶୁଣାଣି ଶିବିର

ଭବାନୀପାଟଣା : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,କଳାହାଣ୍ଡି କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,…
Read More...

ପାଟଣାଗଡ଼ ବନବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ

ପାଟଣାଗଡ: ପାଟଣାଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବ ପାଟଣାଗଡ଼ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ସମ୍ମାନିତ…
Read More...

ନାରାୟଣନଗରରେ ଶ୍ରୀଜିଉଙ୍କ ବିଷ୍ଣୁ ଓ ନୃସିଂହ ଅବତାର

ଜହ୍ନପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରରେ ଶ୍ରୀଜିଉଙ୍କ ଅବତାରର ଆଜି ଦ୍ୱିତୀୟ ଦିନ । ଆଜି ବିଷ୍ଣୁ ଓ ନୃସିଂହ ଅବତାରରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବତାରକୁ ଦେଖିବାକୁ ମାଉସୀ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ।
Read More...

୬୦ ଗୋଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିବା ଉଲ୍ଲେଖିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା…
Read More...

ବରାହ ବେଶରେ ଦର୍ଶନ ଦେଲେ ତିନି ଠାକୁର

ଘୁ ଉଦୟଗିରି:ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଆଜି ତିନିଠାକୁର ବରାହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା ଏବଂ ଭଗବାନ ପଣ୍ଡା ତିନି ଠାକୁରଙ୍କୁ ବରାହ ବେଶରେ ସଜେଇବା ପରେ ଧୂପଦୀପ ଆଳତି କରି ସନ୍ଧ୍ୟାରେ ତିନି ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ…
Read More...

ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଠାରେ ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବାକୁ ମିଳିଛି । ଠାକୁରଙ୍କ ଦର୍ଶନ ସକାଶେ ସନ୍ଧ୍ୟା ହେଲେ ଭକ୍ତଙ୍କ ଭିଡ଼ ଜମୁଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିବାର…
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ ଦାଶ, ଶିକ୍ଷା ବିଭାଗର ବରିଷ୍ଠ…
Read More...