Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଚୁକ୍ତିନାମା
ବୌଦ୍ଧ,୧୮/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ବୌଦ୍ଧ ସହରରେ ବୁଲୁଥିବା ଗାଈଗୋରୁଙ୍କୁ ଥଇଥାନ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାହେଶ୍ୱରୀ ଗୋଶାଳା!-->…
Read More...
Read More...
ପଟ୍ଟି ଦିଅଁରେ ପୂଜା ପାଉଛନ୍ତି ତିନି ଠାକୁର
ଗଜପତି,୧୮/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି ଚତୁର୍ଦ୍ଧାବିଗ୍ରହ । ବର୍ତ୍ତମାନ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ!-->…
Read More...
Read More...
ବୌଦ୍ଧ: ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୮/୬- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ!-->…
Read More...
Read More...
ମୋ ଚାଟଶାଳୀ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର
ଜି.ଉଦୟଗିରି/ରାଇକିଆ,୧୮/୬: ରାଇକିଆ ବ୍ଲକ ଗୁମାମାହା ଗ୍ରାମପଞ୍ଚାୟତ ପାଦେରିକିଆ ଗ୍ରାମରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ କନ୍ଧମାଳ ଶାଖା ସଂଗଠନ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ମୋ ଚାଟଶାଳୀ ସ୍ୱେଛାସେବୀ ଭାଇ ଓ ଭଉଣୀ ମାନଙ୍କୁ ନେଇ ଏକ ତାଲିମ ଶିବିର!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍, ଶତାଧିକ ଯାତ୍ରୀ ଆହତ
ବାଲିଗୁଡ଼ା,୧୮/୬: ବାହାଘରରେ ଯୋଗଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍,୫୦ଫୁଟ ଖାଲକୁ ଛିଟିକି ପଡ଼ିଲେ ଶତାଧିକ ଯାତ୍ରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା!-->…
Read More...
Read More...
ରଜ ଉପଲକ୍ଷେ ଯୁବଗୋଷ୍ଠୀ ପକ୍ଷରୁ ନାଚଗୀତ କାର୍ଯ୍ୟକ୍ରମ
ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ୱର୍ ୱାର୍ଡ ପଦାସାହିଠାରେ ରଜ ମୋହତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମଞ୍ଚରେ ଉପାଧ୍ୟକ୍ଷ ସନ୍ତୋଷ ବାଗ, ସ୍ଥାନୀୟ!-->…
Read More...
Read More...
ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ
ଗଜପତି,୧୭/୬- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍ର ଦମନଲୀଳା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ପୁଲିସ୍ର ବର୍ବରତା ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ!-->…
Read More...
Read More...
ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ
ଭୁବନେଶ୍ୱର:ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ଏହି ମୂଳ ଦାୟିତ୍ୱ ସହ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଏମଡି ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।
!-->!-->!-->…
Read More...
Read More...
ଭବାନୀପାଟଣାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ!-->…
Read More...
Read More...
ରାହୁଲଙ୍କୁ ଇଡି ଜେରାର ବିରୋଧ ତେଜୁଛି, ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ନବରଙ୍ଗପୁର: କଂଗ୍ରେସ ଦଳର ବରିଷ୍ଠ ତଥା ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଡି ସଂସ୍ଥା ଦ୍ୱାରା ଦୀର୍ଘ ଦିନ ଧରି ଅଗଣତାନ୍ତ୍ରିକ ଭାବେ ଜେରା କରୁଥିବା ସଂସ୍ଥାକୁ ଦୃଢ଼ ବିରୋଧ କରି ଏଆଇସିସି ଓ ପିସିସିଙ୍କ ଡାକରାରେ ଆଜି!-->…
Read More...
Read More...