Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶିଷ୍ଟ ସାହିତ୍ୟିକ ଭାବେ ନିମାପଡାରେ ଡ଼ଃ ନୃସିଂହନାନନ୍ଦ ସମ୍ମାନିତ
ଫୁଲବାଣୀ,୧୭/୬ - ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କନ୍ଧମାଳର ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାସ୍ଥ ନୟା ସବେରା ଯୁବ ଟ୍ରଷ୍ଟ ତରଫରୁ ବିଶିଷ୍ଠ ସାହିତ୍ୟିକ ଭାବେ ସମ୍ମାନିତ କରାଯାଇଛି । ତାଙ୍କର ଉଚ୍ଚକୋଟୀର ସାହିତ୍ୟ ସାଧନା ପାଇଁ ଏହି ସମ୍ମାନ!-->…
Read More...
Read More...
ଗଣିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ
ଦଶପଲ୍ଲା : ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ହୋଇ ଆଜି ଗଣିଆଁ ବ୍ଲକ୍ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି ।!-->…
Read More...
Read More...
ଦିଲ୍ଲୀ ପୁଲିସର ଦମନଲୀଳା ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ବୌଦ୍ଧ,୧୭/୬- କେନ୍ଦ୍ରର ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ଓ ପୁଲିସର ଦମନନୀଳା ବିରୁଦ୍ଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନ୍ୟାସନାଲ ହେରାଲଡ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଳ!-->…
Read More...
Read More...
ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୫୫ ୟୁନିଟ୍ ରକ୍ତ ସଂଗୃହିତ
ଫୁଲବାଣୀ,୧୭/୬ - କନ୍ଧମାଳ ଜିଲ୍ଲାର ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗଦେଇ!-->…
Read More...
Read More...
ବୌଦ୍ଧ ସହରରେ ଚାଲିଥିବା ଘରଭଙ୍ଗା ଅଭିଯାନକୁ ଜିଲ୍ଲା କଂଗ୍ରେସ ବିରୋଧ କରି ଦାବିପତ୍ର
ବୌଦ୍ଧ,୧୭/୬- ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳର ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା କ୍ଷୋଭର ସହ ଲେଖାଯାଇଥିବା ଏକ ଦାବିପତ୍ରକୁ ନେଇ ଜିଲ୍ଲା କଂଗ୍ରେସର ଏକ ତୁଙ୍ଗ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବୀପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ବବିତା ଦଳବେହେରାଙ୍କ ଜରିଆରେ!-->…
Read More...
Read More...
ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର,୧୭/୬- ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପବିତ୍ର ରଥଯାତ୍ରା-୨୦୨୨ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ!-->…
Read More...
Read More...
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ ଶତାଧିକ କର୍ମୀ ସାମିଲ
ଫୁଲବାଣୀ,୧୭/୬- କେନ୍ଦ୍ରରେ ମୋଦି ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସନେତା ରାଧାକାନ୍ତ ଦିଗଲ,!-->…
Read More...
Read More...
ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଆଜି ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଦିନ ୧୦.୩୦ ସୁଦ୍ଧା!-->…
Read More...
Read More...
ଡ୍ରେନ ପାଣି ଘରେ ପଶିବା ଘଟଣା : ଖବର ପ୍ରକାଶ ପରେ ଏନଏସି ତରଫରୁ ତତ୍ପରତା,ଘଟଣା ସ୍ଥଳକୁ ଗଲେ ଅଧ୍ୟକ୍ଷା, ନିର୍ବାହୀ…
ଘୁ. ଉଦୟଗିରି : କାଳବୈଶାଖୀ ବର୍ଷାର ପ୍ରଭାବରେ ଗତକାଲି ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ଼ ପାୱାର ହାଉସ ଛକ ଜଳାମୟ ହେବାସହ ଘରେ ଘରେ ଡ୍ରେନ ପାଣି ପଶିଯିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ପରେ ବିଭାଗୀୟ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ପାଳିତ
ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ୱାରା ରଜ ମହୋତ୍ସବ ପାଳିତ ହୋଇଯାଇଛି । ନାରୀ ଓ ଧରିତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପରାକୁ ଦୃଢ଼ୀଭୂତ କରିଥାଏ ଏହି ପର୍ବ । ରଜ ପର୍ବ କେବଳ ଉପକୂଳ ଓଡ଼ିଶାରେ ସୀମିତ ନ ରହି!-->…
Read More...
Read More...