ଘୋଷଣା ହେଲା ମାଟ୍ରିକ୍‌ ରେଜଲ୍ଟ ତାରିଖ

0 190

ଭୁବନେଶ୍ୱର ୦୪।୦୭ : ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।। ଜୁଲାଇ ୬ ତାରିଖରେ ଦିନ ୧ଟା ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ତେବେ ରେଜଲ୍ଟ ପ୍ରକାଶ ନେଇ ସବିଶେଷ ତଥ୍ୟ ବୋର୍ଡ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven + three =