Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଆଜି ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଦିନ ୧୦.୩୦ ସୁଦ୍ଧା!-->…
Read More...
Read More...
ଡ୍ରେନ ପାଣି ଘରେ ପଶିବା ଘଟଣା : ଖବର ପ୍ରକାଶ ପରେ ଏନଏସି ତରଫରୁ ତତ୍ପରତା,ଘଟଣା ସ୍ଥଳକୁ ଗଲେ ଅଧ୍ୟକ୍ଷା, ନିର୍ବାହୀ…
ଘୁ. ଉଦୟଗିରି : କାଳବୈଶାଖୀ ବର୍ଷାର ପ୍ରଭାବରେ ଗତକାଲି ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ଼ ପାୱାର ହାଉସ ଛକ ଜଳାମୟ ହେବାସହ ଘରେ ଘରେ ଡ୍ରେନ ପାଣି ପଶିଯିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ପରେ ବିଭାଗୀୟ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ପାଳିତ
ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ୱାରା ରଜ ମହୋତ୍ସବ ପାଳିତ ହୋଇଯାଇଛି । ନାରୀ ଓ ଧରିତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପରାକୁ ଦୃଢ଼ୀଭୂତ କରିଥାଏ ଏହି ପର୍ବ । ରଜ ପର୍ବ କେବଳ ଉପକୂଳ ଓଡ଼ିଶାରେ ସୀମିତ ନ ରହି!-->…
Read More...
Read More...
କଠୋରୀ ଅଭାବ ଯୋଗୁଁ ସମସ୍ୟାରେ ମହୁରୁଣ୍ଡି ସ୍କୁଲ, ପାଠପଢାରେ ବ୍ୟାଘାତ ଅଭିଯୋଗ
ଖପ୍ରାଖୋଲ,୧୭/୬ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁର ସରକାରୀ ବିଦ୍ୟାଳୟ କୋଠରୀ ଦୀର୍ଘ ଏକବର୍ଷରୁ ଅଧିକ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟର କାମ ମନ୍ଥର ଗତିରେ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଗୃହ ସମ୍ପୂର୍ଣ୍ଣ ଭାବେ!-->…
Read More...
Read More...
ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂଆ ଜିଲ୍ଲାପାଳ
ଫୁଲବାଣୀ : ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ବାଲେଶ୍ୱର ଉପ-ଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ଶ୍ରୀ ପାଟିଲଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ପଦୋନ୍ନତି!-->…
Read More...
Read More...
ପ୍ରଭାତ ସାହୁ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ, ଯୁକ୍ତା ଓ ଅପୂର୍ବା ରେଫରୀ ନିମନ୍ତେ ମନୋନୀତ
ଫୁଲବାଣୀ:ଚଳିତ ମାସ ଜୁନ ୨୪ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ ଏବଂ ଓଡିଶା ଟାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ସମ୍ପୂର୍ଣ୍ଣ ଖେଳର ନିର୍ଦ୍ଦେଶକ ଭାବେ ମନୋନୀତ!-->…
Read More...
Read More...
ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ଓ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ
ରାଇକିଆ :ଠିକ ଆଜିର ଦିନ ୨ ବର୍ଷ ପୂର୍ବେ ଗତ ୧୬ ଜୁନ ୨୦୨୦ରେ ଗଲୱାନା ଘାଟିରେ ୧୬ ବିହାର ରେଜିମେଣ୍ଟ ଯବାନ ସ୍ୱର୍ଗତଃ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିଲେ । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଇକିଆ ତହସିଲଦାର ହରି ପ୍ରସାଦ ଭୋଇ, ରାଇକିଆ ଥାନା!-->…
Read More...
Read More...
ଘଣ୍ଟାଏ ବର୍ଷାରେ ମହାରଣା ସାହି ଘରେ ଘରେ ପଶିଲା ଡ୍ରେନ ପାଣି
ଘୁ ଉଦୟଗିରି: ଘଣ୍ଟାଏ ବର୍ଷାରେ ଉବୁଟୁବୁ ଇଲେକ୍ଟ୍ରି ଅଫିସ ଛକ ଆଣ୍ଠୁଏ ଆଣ୍ଠୁଏ ପାଣି । ମହାରଣା ସାହି ଘରେ ଘରେ ପସିଲା ଡ୍ରେନ ପାଣି । ଆଜି ଘୁ. ଉଦୟଗିରି ସହରରେ ଦିନ ପ୍ରାୟ ୧୨.୩୦ ରୁ ଆରମ୍ଭ ହେଲା କାଳବୈଶାଖୀ ବର୍ଷା, ପବନ ସହ ବିଜୁଳୀ ଘଡ଼ଘଡ଼ି । କାଳବୈଶାଖୀର ତାଣ୍ଡବରେ ଆଜି ସ୍ଥାନୀୟ!-->…
Read More...
Read More...
ସୋନପୁର ଉପ-ଜିଲ୍ଲାପାଳ ଭାବେ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର!-->…
Read More...
Read More...
ଆଇଏଏସ ସ୍ତରରେ ଅଦଳବଦଳ,କୁଳାଙ୍ଗେ ବିଜୟ ଅମୃତ ବିଏମସି ନୂଆ କମିଶନର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।!-->…
Read More...
Read More...