Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇଏଏସ ସ୍ତରରେ ଅଦଳବଦଳ,କୁଳାଙ୍ଗେ ବିଜୟ ଅମୃତ ବିଏମସି ନୂଆ କମିଶନର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।!-->…
Read More...
Read More...
ପ୍ରଗତି ମହିଳା ସଂଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ରଜ ମଉଜ ପାଳନ
ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ଏଜୁକେସନ ପରିସରରେ ରଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ସଭ୍ୟତା ଯେତେ ପ୍ରଗତି ପଥରେ ଅଗ୍ରସର ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି!-->…
Read More...
Read More...
ଦିବ୍ୟ ଜୀବନ ସଂଘ ଶାଖାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଗଞ୍ଜାମ/ବ୍ରହ୍ମପୁର: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଶ୍ରମ ପରିସରରେ ପବିତ୍ର ରଜସଂକ୍ରାନ୍ତି ଅବସରରେ ୧୦୮' ହନୁମାନ ଚାଳିଶା ପାଠ ଓ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିବ୍ୟ ଜୀବନ ସଂଘର ଅରୁଣ କୁମାର ଦାସ ଓ ସିପୁ ଭାଇ ଯୋଗଦାନ କରି ସ୍ୱାମୀ ଶିବାନନ୍ଦ!-->…
Read More...
Read More...
ନାହିଁ ଡ୍ରେନେଜ ବ୍ୟବସ୍ଥା, ରାଜରାସ୍ତାରେ ନର୍ଦ୍ଦମା ପାଣି
ଦଶପଲ୍ଲା: ଦଶପଲ୍ଲା ରାଜବାଟି ଠାରୁ ମେଡିକାଲ୍ ଛକ ସ୍ଥିତ ମହାବୀର ତୋରଣ ପର୍ଯ୍ୟନ୍ତ ଦଶପଲ୍ଲାର ଏହି ପ୍ରମୁଖ ରାସ୍ତା ଏବେ ନର୍ଦ୍ଦମା ପାଣିରେ ଉବୁଟୁବୁ । ଏହି ରାସ୍ତା ମହାବୀର କ୍ଷତ୍ରର ମୁଖ୍ୟ ରାସ୍ତା ହୋଇଥିଲାବେଳେଏହାର ସୁରକ୍ଷା ପାଇଁ ସତେ ଯେମିତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା!-->…
Read More...
Read More...
ଉଦଯାପିତ ହେଲା କଣ୍ଟାମାଳ ଲୋକକଳା ମହୋତ୍ସବ
କଣ୍ଟାମାଳ:ମହାମାରୀ କରୋନା ଯୋଗୁଁ ଗତଦୁଇ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ମହୋତ୍ସବ ଗତ ୧୩ ତାରିଖରୁ ପୁନର୍ବାର କଣ୍ଟାମାଳଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ୧୭ ତମ ଲୋକ କଳା ମହୋତ୍ସବ ଓଡିଶାର ସୁନାମଧନ୍ୟ ସାଂସ୍କୃତି ଦଳକୁ ନେଇ ପୁଣିଥରେ ଲୋକ ନୃତ୍ୟ, ଲୋକ ଗୀତ, ଲୋକ ବାଦ୍ୟକୁ ନେଇ!-->…
Read More...
Read More...
ସାମ୍ବାଦିକଙ୍କ ପିତା ନିଖୋଜ
ବାଲିଗୁଡା: ଦୈନିକ ହୀରାଞ୍ଚଳର ବାଲିଗୁଡା ପ୍ରତିନିଧି ବିପ୍ରଚରଣ ସାହୁଙ୍କ ପିତା ବନମାଳୀ ସାହୁ(୭୭) ଆଜକୁ ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟାପକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ । ସେ ଭୁବନେଶ୍ୱରର ଡୁମୁଡୁମାରେ ତାଙ୍କର ସାନପୁଅଙ୍କ ଘରେ ରହୁଥିଲେ । ଶନିବାର!-->…
Read More...
Read More...
ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର: ଖୁବ୍ଶୀଘ୍ର ଗରମରୁ ମିଳିବ ତାହ୍ରି। ଆଜି ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ!-->!-->!-->!-->!-->…
Read More...
Read More...
କୋଣାର୍କ ଅଭୟାରଣ୍ୟରେ ଲାଗିଛି ନିଆଁ
ପୁରୀ :ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର!-->…
Read More...
Read More...
ଅର୍ଥମନ୍ତ୍ରୀ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବିପତ୍ର ପ୍ରଦାନ କଲେ ଓଡିଶା ସାମ୍ବାଦିକ ସଂଘ…
ସୁବର୍ଣ୍ଣପୁର : ଆଜି ମଧ୍ୟାହ୍ନ ୧୨ ଘଣ୍ଟା ରେ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଓ ସନ୍ଧ୍ୟା ୬ ଘଣ୍ଟାରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ!-->…
Read More...
Read More...
ସୋନପୁରରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ
ସୁବର୍ଣ୍ଣପୁର,୧୫/୬: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ଠାରେ ୧୪ କୋଟି ୦୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁପ୍ରତୀକ୍ଷିତ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପର, ଓଡିଶା ଶ୍ରୀଯୁକ୍ତ!-->…
Read More...
Read More...