Browsing Category

ରାଜ୍ୟ

ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ:ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ୱକୋଣରେ ପିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ । ପରେ ୪ ନାହାକାରେ ପ୍ରଥମ ଭୂଇଁ ପ୍ରେମ ସଂଯୋଗ କରାଯାଇ ତିନି ରଥରେ ୧୪ ନାହାକା ସେଟିଂ
Read More...

ବଜରଙ୍ଗ ଦଳ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୬- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧଠାରେ ଗତ ୧୦ ତାରିଖ ଠାରୁ ବଜରଙ୍ଗ ଦଳର ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେଉଛି । ଉକ୍ତ ବର୍ଗରେ ୨୨ଟି ସାଙ୍ଗଠାନିକ ଜିଲ୍ଲାରୁ ୬୮ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ନେଉଛନ୍ତି । ଉଦଘାଟନୀ ଉତ୍ସବରେ ପୂଜ୍ୟ
Read More...

ମାରୁତି ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୧୫/୬: ଆଜି ଅପରାହ୍ନରେ କଣ୍ଟାମାଳ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ଜହ୍ନ ।ପଙ୍କ ଗ୍ରାମବାସୀ ଓ ମାରୁତି ଯୁବକ ସଂଘ ପକ୍ଷରୁ
Read More...

ପଏମ ପକ୍ଷରୁ ନାଟ୍ୟମହର୍ଷି ଭଗବାନ ସାହୁ ଜୟନ୍ତୀ ପାଳିତ

ସମ୍ବଲପୁର: ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ (ପଏମ) ପକ୍ଷରୁ ସମ୍ବଲପୁରୀ ନାଟ୍ୟମହର୍ଷି ଭଗବାନ ସାହୁଙ୍କ ୯୨ ତମ ଜୟନ୍ତୀ ସମାରୋହ ସହକାରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଡଃ ପରେଶ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁ ଭଗବାନ ସାହୁଙ୍କ
Read More...

ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି, ପୋଲିସ ସାଜିଛି ଧୃତରାଷ୍ଟ୍ର

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି । ଗୋଟିଏ କି ଦୁଇଟି ନୁହେଁ, ଚାରି ଚାରିଟା ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ସାମଗ୍ରି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରି ଦୋକାନରୁ ସେ ଦୋକାନକୁ ବୁଲିବୁଲି ଚୋରି କରୁଥିବା ଦୋକାନରେ
Read More...

ହରିଶଙ୍କରଠାରେ ନୂତନ କାର୍ଯ୍ୟକାରୀ ଶିକ୍ଷକ ସଂଘ ଗଠିତ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଳକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଲେଭେଲ ୫ର୍ଥ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଜରୁରୀକାଳୀନ ବୈଠକ ହରିଶଙ୍କର ସ୍ଥିତ କୌଲାସ କୁଞ୍ଜର ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷକ ମୋତିଲାଲ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷକ
Read More...

ହରିଶଙ୍କର ପୀଠରେ ବାଡାବାଡି,ଥାନାରେ ୧୦ ଯୁବକ ଅଟକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା ପଡ଼ିଛି । ଗଣ୍ଡଗୋଳ ଘଟଣା ରେ ୧୦ ଜଣ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଥିବା ଜଣାଯାଇଛି
Read More...

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ ।ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ । ସ୍ମୃତି ରଞ୍ଜନ ଚାରି ଜଣ ସାଙ୍ଗଙ୍କ ସହ ପୁରୀ
Read More...

ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ,ପୂଜା ପାଉଛନ୍ତି ପଟିଦିଅଁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ । ତେବେ ଶ୍ରୀଜୀଉଙ୍କ ଅନବସରର ଆଜି ହେଉଛି ପ୍ରଥମ ଦିନ । ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା ଅନ୍ଧାରୀ କୋଠରୀ ଭିତରେ ଆରମ୍ଭ
Read More...

ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ

ପୁରୀ:ଜଗତର ନାଥ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ୧୦୮ ଜଳ ସ୍ନାନ କରି ଅସୁସ୍ଥ ହୋଇ ଅନବସର ଗୃହରେ ଗୁପ୍ତ ସେବା ଲୀଳା କରୁଛନ୍ତି ।ଶ୍ରୀକ୍ଷେତ୍ର ୧୫ଦିନ ନିମନ୍ତେ ଭକ୍ତ ଶୂନ୍ୟ ହୋଇପଡିଛି । ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥ ପୀଠର ଲାଗିଛି । ଦ୍ୱିତୀୟ ଶ୍ରୀ କ୍ଷେତ୍ର
Read More...