Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର
ଫୁଲବାଣୀ: କନ୍ଧମାଳ ଜିଲ୍ଲା କ. ନୁଆଗାଁ ବ୍ଳକ୍ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ଶତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର । ତାଙ୍କର ଉଦ୍ୟମରେ ସାରଙ୍ଗଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ!-->…
Read More...
Read More...
ବୌଦ୍ଧ ଜିଲ୍ଲାର ଅବସରପ୍ରାପ୍ତ ସୈନିକଙ୍କ ପରଲୋକ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ସୈନିକ ସଂଘର ଜଣେ ଆଜୀବନ ସଦସ୍ୟ ଅବସରପ୍ରାପ୍ତ ସୈନିକ ତଥା ମୁଣ୍ଡାପଡାର ଅବସରପ୍ରାପ୍ତ ପଶୁ ଚିକିତ୍ସକ ବୁଲାଲୁ ସାହୁଙ୍କ ଗତକାଲି ପରଲୋକ ହୋଇଯାଇଛି । ସେ ଗତ ଚାରିବର୍ଷ ଧରି ପାରାଲିସିସ୍ ରୋଗରେ ପୀଡିତ ଥିଲେ । ଗତକାଲି ଅପରାହ୍ନ ୨ଟା ସମୟରେ ତାଙ୍କର!-->…
Read More...
Read More...
ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ
ବୌଦ୍ଧ,୧୪/୬- ଜାତୀୟ ସ୍ୱାସ୍ଥ୍ୟମିଶନ୍ ତାଲିମ୍ କକ୍ଷରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର!-->…
Read More...
Read More...
ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୌଦ୍ଧ,୧୪/୬- ବୌଦ୍ଧ ଜିଲ୍ଲାର ସର୍କିଟ ହାଉସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା!-->…
Read More...
Read More...
ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ବାର୍ଷିକ ଉତ୍ସବ, ରଜ ମଉଜ ଧୁମଧାମରେ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ତମ ବାର୍ଷିକ ଉତ୍ସବ ରଜ ମଉଜ ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ
ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ଭୋରସକାଳ ୫ଟାରେ ମଙ୍ଗଳ ଆଳତି, ୯ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ଟାରେ ଶ୍ରୀଜିଉଙ୍କ ମହାସ୍ନାନ ଓ ଅପରାହ୍ନ ୧ଘଣ୍ଟାରେ!-->…
Read More...
Read More...
ଘୁ ଉଦୟଗିରିରେ ସ୍ନାନ ଯାତ୍ରା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ଘୁ ଉଦୟଗିରି:ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସର ପରିବେଶ । ଚତୁର୍ଦ୍ଧା ମୁରାତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ପହଣ୍ଡି କରି ଆଣିବା ପରେ ସ୍ନାନ ମଣ୍ଡପରେ ୧୦୮କଳସ ଜଳରେ ସ୍ନାନ କରେଇବା!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ, ୨ ଚାଲାଣକାରୀ ଗିରଫ
ବାଲିଗୁଡ଼ା : ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆମ୍ବଖାଲିଆ ଘାଟି ନିକଟରେ ମାଡି ବସିଲା ଦାରିଙ୍ଗବାଡ଼ି ପୋଲିସ । ଉତ୍ତରପ୍ରଦେଶର ଏକ ଟ୍ରକରୁ ୨୦୩କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ୍ । ଜବତ!-->…
Read More...
Read More...
ତୀର୍ଥଯାତ୍ରୀ ଗାଡି ସହ କାରର ମୁହାଁମୁହିଁ ଧକ୍କା, ୧୨ଆହତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବ୍ଲକଛକ ଟ୍ରାଫିକରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟି ୧୨ଜଣ ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁରୀ-ଭୁବନେଶ୍ୱରରୁ ଛତିଶଗଡ ଫେରୁଥିବା ଏକ ତୀର୍ଥଯାତ୍ରୀ ଟ୍ରାଭେରା ମିନିବସ ବଲାଙ୍ଗିର ପଟୁ ଭୁବନେଶ୍ୱର ଯାଉଥିବା କାର୍ ସହ!-->…
Read More...
Read More...
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସ୍ନାନଯାତ୍ରା ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ…
ପୂରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦିରେ ମହାର୍ଘ ଗଜାନନ ବା ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।ବେଶ ଦର୍ଶନ ପାଇଁ ବଡ ଦାଣ୍ଡରେ ଦେଖିବାକୁ ମିଳିଥି ଟାଲା ଲକ୍ଷ୍ ଳକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ।ସ୍ନାନ ପୂର୍ଣ୍ଣିମା ପାଇଁ ସୋମବାର ବିଳମ୍ବିତ ରାତ୍ରୀରେ!-->…
Read More...
Read More...