Browsing Category

ରାଜ୍ୟ

ଜଳିଗଲା ପାଟଣାଗଡ଼ ମାଧବୀ ଟ୍ରେଡର୍ସ ଫର୍ନିଚର ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ପାଟଣାଗଡ଼: ପାଟଣାଗଡ଼ ସହର ବସଷ୍ଟାଣ୍ଡ ପାଖ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡର୍ସ ଫର୍ନିଚର ଦୋକାନରେ ଗତକାଲି ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ପ୍ରାୟ ରାତି ୧୨ ଘଣ୍ଟା ସମୟରେ ଦୋକାନ ରେ ନିଆଁ ଲାଗି ଜଳୁଥିବା
Read More...

ଜୁନମାସ ଶେଷ ସୁଦ୍ଧା ୧୧ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ହାଇସ୍କୁଲ ଗୁଡିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜୁନ୍‌ ମାସ ଶେଷ ଭିତରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ଦେବେ । ବିଦ୍ୟାଳୟ ଓ
Read More...

ଘର ନାହିଁ, ରହୁଥିଲେ ଆଦର୍ଶ ଗୁହାଳରେ : ଏବେ ଉଜାଡିଦେଲା କାଳବୈଶାଖୀ, ପରିବାର ବେସାହାର

ଦଶପଲ୍ଲା : ଗରିବ ଗୁରୁବାଙ୍କ ପାଇଁ ସରକାର ନାନାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ମୁଣ୍ଡଗୁଞ୍ଜି ରହିବାକୁ ପକ୍କା ଘରଖଣ୍ଡେ ନଥିବାରୁ ଆଦର୍ଶ ଗୁହାଳରେ ବିତୁଥିଲା ୪ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ମୂଲପାତି କରି ଦୁଃଖେସୁଖେ ଚଳି ଆସୁଥିବା ବେଳେ ଏବେ ଛାରଖାର କରିଦେଇଛି କାଳ ବୈଶାଖୀ
Read More...

ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ହେଲେ ଡାକ୍ତର ଚିନ୍ମୟ ସାହୁ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଡାକ୍ତର ଚିନ୍ମୟ ସାହୁ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଡାକ୍ତର ଚିନ୍ମୟ ସାହୁ ବିହାର, ଦିଲ୍ଲୀ, କଲିକତାରୁ ବହୁ ପ୍ରଶଂସା ପାଇବା ସହ ମହାମହିମ ରାଜ୍ୟପାଳଙ୍କଠାରୁ ମଧ୍ୟ ପ୍ରଶଂସା ପତ୍ର ପାଇ ଦଶପଲ୍ଲାର ନାମକୁ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସଦରରେ ଅବସ୍ଥିତ ଆର୍‌ ଏସ ଟିସିଆଇ ପକ୍ଷରୁ ସହରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କୃଷି ଅଧିକାରୀ ଜ୍ଞାନକିଶୋର ପାଣିଗ୍ରାହୀ ଯୋଗ ଦେବାସହ ସଂସ୍ଥାର ପ୍ରଶିକ୍ଷାର୍ଥୀଙ୍କ ସହ ମିଶି ବିଭିନ୍ନ ଔଷଧୀୟ
Read More...

ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କନଫରେନ୍ସିଂ ହଲଠାରେ ସୋମବାର ଦିନ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ରେ ୩୮ ଗୋଟି ଅଭିଯୋଗ ଆସିଥିଲା । ସେଥି
Read More...

ଡିଜାଇନରେ ପରିବର୍ତ୍ତନ ଯୋଗୁଁ ଫ୍ଲାଇଓଭର ନିର୍ମାଣରେ ହେଉଛି ବିଳମ୍ବ

ସମ୍ବଲପୁର: ସମ୍ବଲପୁର ମହାନଗରୀର ହୃଦୟସ୍ଥଳରେ ନିର୍ମାଣାଧୀନ ଫ୍ଲାଏଓଭର ସମ୍ପୂର୍ଣ୍ଣ ହେବାରେ ବିଳମ୍ୱ ପାଇଁ ଲୋକେ ଏହାର ମଞ୍ଜୁରୀ ପ୍ରାପ୍ତ ଡିଜାଇନରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଜନଶୁଣାଣୀରେ ଏଭଳି ଅଭିଯୋଗଗୁଡିକ ଶୁଣିବାକୁ ମିଳିଛି । ଜିଲ୍ଲା ପ୍ରଶାସନ
Read More...

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

ପୁରୀ :ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସୋମବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷ କରୋନା ପାଇଁ
Read More...

ବାରବାଟୀରେ ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ , କିଣିଲେ ପ୍ରଥମ ଟିକେଟ୍‌

ଭୁବନେଶ୍ୱର: କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍‌ ୧୨ ତାରିଖରେ ଖେଳାଯିବାକୁ ଥିବା ଟି- ୨ ୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ
Read More...

ଗନ୍ଧରାଢୀ ଲୋକକଳା ମହୋତ୍ସବ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠରେ ପ୍ରଥମ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜୁନ କରିଥିବା ବ୍ୟକ୍ତି ବିଶେଷଙ୍କୁ
Read More...