Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଳବୈଶାଖୀରେ ଭାଙ୍ଗିଲା ଘର
ଫୁଲବାଣୀ:ଗତକାଲି ରବିବାର ଦିନ ରାତି ୧୦ ଘଣ୍ଟିକା ପୂର୍ବରୁ ଅଚାନକ କାଳବୈଶାଖୀ ଆସି ପବନ ବର୍ଷାରେ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କିଛି ଗରିବ ଲୋକଙ୍କ ଘରକୁ ଭାଙ୍ଗି ଦେଇ ଛପର ଉଡେଇ ନେଇଥିବା ବେଳେ ନାହିଁ ନଥିବା ହନ୍ତସନ୍ତ କରି ପକାଇଛି । ଏଭଳି ଏକ!-->…
Read More...
Read More...
ବୌଦ୍ଧ ଜେଏନଭିରେ ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନ
ବୌଦ୍ଧ,୬/୬- ଆଜି ବୌଦ୍ଧର ଡାକଟିକଟ ସଂଗ୍ରାହକ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝରସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ!-->…
Read More...
Read More...
ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆପତ୍ତି, ଅଭିଯୋଗ ସମସ୍ୟାକୁ ନେଇ!-->…
Read More...
Read More...
ଝିଞ୍ଜରିଗୁଡା ବାଡୁନଘାଟି ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତର ବାଡୁନଘାଟି ପୂର୍ତ୍ତ ବିଭାଗ ରାସ୍ତାକଡ଼ ବିଲମାଳ ନିକଟରେ ଥିବା ଏକ ଜାମୁକୋଳି ଗଛରେ ସୋମବାର ଦିନ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ କରାଯାଇଛି । ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ଥାନା!-->…
Read More...
Read More...
ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ
ସୁବର୍ଣ୍ଣପୁର,୬/୬ - ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବ୍ଲକ ସଭାଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ଅନୁଷ୍ଠିତ!-->…
Read More...
Read More...
ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ, ଅବକାରୀ କମିସନରଙ୍କୁ ଚିଠି ଲେଖିଲେ ଇନସପେକ୍ଟର
ପୁରୀ : ପୁରୀ ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ । ଅବକାରୀ କମିସନର୍ଙ୍କୁ ଏଭଳି ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍ପେକ୍ଟର୍ ସଞ୍ଜୟ କୁମାର ପଣ୍ଡା । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ!-->…
Read More...
Read More...
ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା ସହ ମହାଆଡମ୍ବରରେ ସମାପନହେଲା ସୁବର୍ଣ୍ଣପୁରର ଶୀତଳ ଷଷ୍ଠୀ ଯାତ୍ରା
ସୁବର୍ଣ୍ଣପୁର,୬/୬ - ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀ ଙ୍କ ଯୁଗଳମୂର୍ତ୍ତି ଓ ଅଷ୍ଟଚଣ୍ଡୀ, ଅଷ୍ଟ ଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ନଗର ପରିକ୍ରମା ପରେ ମହାଆଡମ୍ବରରେ ଆଜି ଉଦଯାପିତ ହୋଇଯାଇଛି ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଆଜି ଭୋରରୁ ସୁବର୍ଣ୍ଣପୁର ଭଗବତି!-->…
Read More...
Read More...
ଆକାଶରୁ ବିମାନ ଖସି ଦି’ଫାଳ; ପାଇଲଟ ଗୁରୁତର, ମେଡିକାଲରେ ଭର୍ତ୍ତି
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାରେ ଆଜି ଏକ ଟ୍ରେନି ବିମାନ ଦୁର୍ଘଟଣା ଘଟିଛି । କାମାକ୍ଷନଗର ଅନ୍ତର୍ଗତ ବୀରାଶାଳ ଅଂଚଳରେ ପ୍ରଶିକ୍ଷଣ ବେଳେ ବିମାନଟି ୧୫ ଫୁଟ ଉପରୁ ତଳକୁ ଖସିପଡିଥିଲା । ତଳେ ପଡିବା ପରେ ଏହା ଦି'ଫାଳ ହୋଇଯାଇଛି । ଟ୍ରେନି ପାଇଲଟ ଏହି ଦୁର୍ଘଟଣାରୁ ଗୁରୁତର ଭାବେ ଆହତ!-->…
Read More...
Read More...
୧୨ ପରେ ଓଡିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ଜୁନ୍ ୧୨ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଗୁଳୁଗୁଳି ପରିଲକ୍ଷିତ ହେଉଛି ।ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ!-->…
Read More...
Read More...
ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ!-->…
Read More...
Read More...