Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୪୮୮ ଓ ୬୬୨ ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି
ବାଲିଗୁଡ଼ା: ଜୋର୍ ଧରିଲା ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି । ତା-୦୫.୦୬.୨୦୨୨ ଦିଗରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିଠାରେ ୪୮୮ ଓ ୬୬୨ ବର୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ!-->…
Read More...
Read More...
“ବଲାଙ୍ଗୀର ଦିନ’ ପକ୍ଷରୁ ପରିବେଶ ଦିବସ ପାଳିତ
ବଲାଙ୍ଗୀର: ସ୍ଥାନୀୟ ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏକମାତ୍ର ପୃଥିବୀ ପ୍ରସଙ୍ଗକୁ ନେଇ ପରିବେଶ ଦିବସ କରାଯାଉଥିବାରୁ ଆଗାମୀ ପୀଢି ବଂଶଧରମାନଙ୍କ ପାଇଁ ମାଟି, ପାଣି ଓ ପବନକୁ ପ୍ରଦୂଷଣ ମୁକ୍ତ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଏହି ଅବସରରେ!-->…
Read More...
Read More...
ଦେବ ଦମ୍ପତିଙ୍କ ସ୍ୱମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ
ସମ୍ବଲପୁର: ଦୀର୍ଘ ଚାରିଶହ ବର୍ଷରୁ ଅଧିକ ପୁରାତନ ପରମ୍ପରା ପାଳନ ପୂର୍ବକ ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ନାଦ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କୁ ବିବାହକାର୍ଯ୍ୟ ଗତକାଲି ମହା ସମାରୋହରେ ସମ୍ପନ୍ନ ହେଲା ପରେ ନବ ବିବାହିତ!-->…
Read More...
Read More...
ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲାପରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିଗଲେ
ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆକର୍ଷଣରେ ପ୍ରଭାବିତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିଲେ ଓ ଗସ୍ତ ସମ୍ପନ୍ନ କରି ଆଜି ପ୍ରାତଃ ଟ୍ରେନ ଦ୍ୱାରା ରାଜଧାନୀ ଭୁବନେଶ୍ୱର ଫେରି ଯାଇଛନ୍ତି । ଯିବା ପୂର୍ବରୁ ସେ କହିଛନ୍ତି!-->…
Read More...
Read More...
ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳରେ ହାତୀ ଶିକାରୀ !
ଦଶପଲ୍ଲା : ଦଶପଲ୍ଲା ଉପଖଣ୍ଡ ବନାଂଚଳ ଓ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ମଧ୍ୟରେ ବିଭିନ୍ନ ସମୟରେ ଶିକାରୀମାନେ ବିଦ୍ୟୁତ୍ ବିଛାଇବା ସହ ଗୁଳିକରି ଅବାଧରେ ବନ୍ୟଜନ୍ତୁ ଶିକାର କରି ଚାଲିଥିବା ବେଳେ ଏବେ ଦଶପଲ୍ଲାର ବଣ ଜଂଗଲକୁ କିଛି ଶିକାରୀ ନିଜର ସୁରକ୍ଷିତ ଆବାସସ୍ଥଳୀ ଭାବରେ ବାଛିନେଇଥିବା!-->…
Read More...
Read More...
ହିନ୍ଦୁଧର୍ମ ବିରୁଦ୍ଧରେ ପ୍ରଚାରକାରୀଙ୍କୁ ପୁଲିସକୁ ହସ୍ତାନ୍ତର
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକ ସମାବେଶରୁ ଲାଭବାନ ହେବା ଆଶା ନେଇ ଏକ ଧର୍ମ ପ୍ରଚାରକ ଗୋଷ୍ଠୀକୁ ସ୍ଥାନୀୟ ଜନସାଧାରଣ ଉତ୍ତମ ମଧ୍ୟମ ଦେବା ସହିତ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ସମ୍ପ୍ରଦାୟର କିଛି ଲୋକେ ଏଠାକାର ବିଭିନ୍ନ ଜନବହୁଳ ସ୍ଥାନରେ!-->…
Read More...
Read More...
ସମ୍ବଲପୁରରେ ତୃତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ପ୍ରଥମ ଶ୍ରେଣୀରୁ ଓଡ଼ିଆ ପଢ଼ାଇବା ପାଇଁ ଦାବି
ସମ୍ବଲପୁର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ସ୍ୱାଗତ କରିବା ସହିତ ସ୍ଥାନୀୟ ସକ୍ରୀୟ ସାମାଜିକ ସଂଗଠନ "ଉତ୍କଣ୍ଠା' ପକ୍ଷରୁ ଏଠାରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଦାବି କରାଯାଇଛି । ଓଡ଼ିଶାର ଏକ ଜଣାଶୁଣା ଶିକ୍ଷା କେନ୍ଦ୍ର ରୂପେ ସମ୍ବଲପୁର ବର୍ତ୍ତମାନ!-->…
Read More...
Read More...
କନିଷ୍ଠଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା,୨ ମୁଖ୍ୟ ଅଭିଯୁକ୍ତ ଗିରଫ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ ତାରିଖ ରେ କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଦୁଇଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକଙ୍କ ସମେତ ତାଙ୍କ ସହଯୋଗୀ ଥବିର ହରିଜନ!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ପାଳିତ
ଫୁଲବାଣୀ:-ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତର କଟ୍ରିଙ୍ଗିଆଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ଆଇନ ସେବା!-->…
Read More...
Read More...
ଜଗତସିଂହପୁର ବିଧାୟକଙ୍କୁ ନୂଆ ଦାୟିତ୍ବ
ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ନୂଆ ଦାୟିତ୍ବ। ପ୍ରଶାନ୍ତ କୁମାର ମୁଦୁଲି ହେଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
ପୂର୍ବରୁ ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ।!-->!-->!-->…
Read More...
Read More...