Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାବା କାଳେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ପାଳିତ
ଫୁଲବାଣୀ;-ଫୁଲବାଣୀ ସହରରେ ଏଫସିଆଇ ଛକ ନିକଟରେ ଥିବା ବାବା କାଳେଶ୍ୱର ମନ୍ଦିରରେ ଶନିବାର ରାତିରେ ବଡ଼ ଧୁମଧାମରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦ୍ୱାର ଫିଟା ନୀତି ସଂପନ୍ନ ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ଗୋପୂଜା ରୁଦ୍ରାଭିଷେକ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା!-->…
Read More...
Read More...
ପିପିଲି ରାଜରାସ୍ତା ପାର୍ଶ୍ୱରେ ମଣିଷ କଙ୍କାଳ
ପୁରୀ : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ତେଇଶିପୁର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଘରୋଇ ଜମିରୁ ନର କଙ୍କାଳ ଦେଖିବାକୁ ମିଳିଛି । ବହୁଦିନ ହେବ ପଡ଼ିଆ ପଡ଼ିଥିବା ଜମିକୁ ଜେସିବି ଦ୍ୱାରା ସଫା କରୁଥିବା ବେଳେ ଏହି ମଣିଷ କଙ୍କାଳଟି ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ!-->…
Read More...
Read More...
ଦାରିଙ୍ଗବାଡ଼ି ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ,ସମୂହ ଚାରା ରୋପଣ
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳର ବିଭିନ୍ନ ସ୍ଥାନରେ ବିଶ ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ତ୍ୱବାଧାନରେ ଦାରିଙ୍ଗବାଡ଼ି ସାରିଙ୍ଗିଇର୍ପି ଠାରେ ଥିବା ବନବିଭାଗ କଟେଜଠାରେ!-->…
Read More...
Read More...
୧୩ ଜିଲ୍ଲା ମନ୍ତ୍ରୀ ଶୂନ୍ୟ,୪ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲାର ପ୍ରତିନିଧିତ୍ୱ ରହିଛି । ୧୩ଟି ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ନାହିଁ । ଚାରୋଟି ଜିଲ୍ଲାରୁ ୨-୨ ଜଣ ମନ୍ତ୍ରୀ ରହିଛନ୍ତି ।ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ନିର୍ବାଚିତ ବ୍ରଜରାଜନଗର ବିଧାୟିକା
ଭୁବନେଶ୍ୱର:ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ରବିବାର ଦିନ ନବୀନ ନିବାସ ପହଂଚି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର କରିବା ପାଇଁ ଯେଉଁ ସ୍ପପ୍ମ ଦେଖିଥିଲେ ତାକୁ!-->…
Read More...
Read More...
ବୌଦ୍ଧ ସହରର ବୁଦ୍ଧ କୀର୍ତ୍ତୀରାଜି ପରିସର ଖନନ ହେଲେ ମିଳିବ ବୌଦ୍ଧର ଇତିହାସ
ଜହ୍ନାପଙ୍କ : ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସର ତୃତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ଗନ୍ଧରାଢୀର ଇତିହାସ, କଳା ଓ ଭାସ୍କର୍ଯ୍ୟ ସଂପର୍କରେ ଆଲୋଚନା ଚକ୍ର ଜଗତି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ଇତିହାସ ବିଭାଗର ଅଧ୍ୟାପକ ଉଗ୍ରେସନ ନାୟକ ଗନ୍ଧରାଢୀର!-->…
Read More...
Read More...
ଜୁରୀଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର
ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜରିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ୨୦୨୧-୨୨ ବର୍ଷ ପ୍ରକୃତି ମିତ୍ର ସମ୍ମାନରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ!-->…
Read More...
Read More...
ସହିଦ ସଞ୍ଜୟ କୁମାର ପ୍ରଧାନଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ
କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବାଗାରାମା ଗ୍ରାମର ସୁପୁତ୍ର ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ସଞ୍ଜୟ ପ୍ରଧାନଙ୍କ ବଳିଦାନ ଓ ତ୍ୟାଗକୁ ମନେ ପକେଇ ଗ୍ରାମାଞ୍ଚଳରେ ଯୁବକ ମାନଙ୍କ ଆୟୋଜନରେ ସହିଦଙ୍କ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ!-->…
Read More...
Read More...
ଆଜି ବିଶ୍ୱ ପରିବେଶ ଦିବସ : ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଚିନ୍ତା ବଢାଉଛି ବେଆଇନ୍ ଇଟା ଭାଟି
ସୁବର୍ଣ୍ଣପୁର : ଆଜି ବିଶ୍ୱ ପରିବେଶ ଦିବସ । କାଳକ୍ରମେ ପରିବେଶ ପ୍ରଦୂଷିତ ହେଉଥିବାରୁ ଚିନ୍ତାରେ ପରିବେଶବିତ୍ । ବିଶ୍ୱ ଉତ୍ତାପନ ନେଇ ସମସ୍ତଙ୍କ ଚିନ୍ତା ବଢୁଥିବା ବେଳେ ଜିଲ୍ଲାର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଆଇନ ଇଟାଭାଟିରୁ ନିର୍ଗତ ଧୁଆଁ ଲୋକଙ୍କ ପାଇଁ ଚିନ୍ତା ବଢାଇଛି ।!-->…
Read More...
Read More...
୨ବନ୍ଧୁକ ଓ ଗୁଳି ଜବତ,୫ ଗିରଫ
ରାଉରକେଲା : ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ସଦର ଏସଡିପିଓ କିଶୋର ମୁଣ୍ଡ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବାଟଗାଁର ସୁଶାନ୍ତ ଜେନା, ଗୋପୀନାଥ ପୁରର ରାଜେଶ ମିଶ୍ର,!-->…
Read More...
Read More...