Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଙ୍ଗନୱାଡି ଦିଦିଙ୍କ ଦବଙ୍ଗଗିରି, ଛତୁଆ ଓ ଅଣ୍ଡା ମାଗିବାରୁ ହିତାଧିକାରୀଙ୍କୁ ପିଟିଲେ
ଗୋଳାମୁଣ୍ଡା:ଗୋଳାମୁଣ୍ଡା ବ୍ଲକ ଖଳିଆକାନି ପଞ୍ଚାୟତ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ମାୟାବତୀ ବଞ୍ଜରାଙ୍କ ନାମରେ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଅଭିଯୋଗ କାରୀ ହେଉଛନ୍ତି ଖଳିଆକାନି ଗ୍ରାମର ଘରମଣି ନାଏକ । ସୂଚନାରୁ ପ୍ରକାଶ ଯେ ଘରମଣିଙ୍କ ବୋହୁ ସସ୍ମିତା ନାଏକଙ୍କ ବଡ଼ ଝିଅ ଯସ୍ମୀନ ନାଏକ!-->…
Read More...
Read More...
ବିଶ୍ୱ ପରିବେଶ ଦିବସରେ ସଚେତନତା ବାର୍ତ୍ତା ଦେଲେ ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି
ବଲାଙ୍ଗୀର: ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱ ପରିବେଶ ଦିବସ ପାଳନ ଓ ଲୋକମାନଙ୍କୁ ବୃକ୍ଷ (ଚାରା) ବଣ୍ଟନ ଏବଂ ସଚେତନତା ବାର୍ତ୍ତା ଦିଆଯାଇଥିଲା ।ଆଜି ବିଶ୍ୱ ପରିବେଶ ଦିବସ ବଲାଙ୍ଗୀରରେ ବଢୁଥିବା ଉତ୍ତାପକୁ ନଜରରେ ରଖି ଗଛକୁ!-->…
Read More...
Read More...
ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ : ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେପଟେ ତିନିରଥ ପାଇଁ ଶେଷ ହୋଇଛି ୪୨ ଚକ ନିର୍ମାଣ । ନନ୍ଦିଘୋଷ ରଥର!-->…
Read More...
Read More...
ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ
ପୁରୀ : ପୁରୀରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାସହ ପବିତ୍ର ଶୀତଳ ଷଷ୍ଠୀ ଦିବସରେ ମନ୍ଦିର ବେଢାରେ ଥିବା ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ
ନବରଙ୍ଗପୁର,୫/୬- ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା କୋର୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଦାଲତ ପରିସରରେ ବଟ ବୃକ୍ଷ ଓ ଅନ୍ୟାନ୍ୟ ଚାରାରୋପଣ କରାଯାଇଥିଲା । ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ୍!-->…
Read More...
Read More...
ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ
ବୌଦ୍ଧ,୫/୬- ବୌଦ୍ଧ ବୀରନରସିଂହପୁର ନର୍ସରୀ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ସଭାକୁୁ!-->…
Read More...
Read More...
ନବୀନଙ୍କ ନୂଆ କ୍ୟାବିନେଟ୍ : କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର : ପଂଚମ ପାଳିର ତୃତୀୟ ବର୍ଷରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେବାପରେ ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ମଧ୍ୟାହ୍ନରେ!-->…
Read More...
Read More...
ହରିଶଙ୍କର ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପାଟଣାଗଡ଼ : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜିଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
Read More...
Read More...
ରନ୍ଧାମଦ ଓ ମହୁଲ ଫୁଲ ଜବତ,୨ କୋର୍ଟ ଚାଲାଣ
ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ରନ୍ଧା ମହୁଲି ମଦ ସହ ମହୁଲ ଫୁଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଲରମ୍ଭା ଥାନା ଗଡିଆଜୋର ଗାଁ ମେଘ ମେହେର(୪୦ )ଓ ଅଏଁଲାତୁଙ୍ଗା ଗ୍ରାମରେ କୃଷ୍ଣ ବରିହା (୪୩) । ମେଘ ଓ!-->…
Read More...
Read More...
ବାଲି ହରଚଣ୍ଡି ରଜ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ପ୍ରସିଦ୍ଧ ବାଲି ହରଚଣ୍ଡି ରଜ ଉତ୍ସବ ଚଳିତ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବାଲି ହରଚଣ୍ଡି ପୀଠରେ ଅନୁଷ୍ଠିତ ହେବ । ବିଗତ ଦୁଇ ବର୍ଷ ଧରି କରୋନା ପାଇଁ ଏହି ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କରୋନାର ପ୍ରକୋପ ହ୍ରାସ ପାଇଥିବାରୁ ଉତ୍ସବ ପାଳନ ପାଇଁ ସ୍ଥିର ହୋଇଛି । ଏହି!-->…
Read More...
Read More...