Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ । କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ!-->…
Read More...
Read More...
ଓଜେୟୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ,ଶିବ ଶଙ୍କର ତ୍ରିପାଠୀ ଜିଲ୍ଲା ସଭାପତି ଓ ଜାନକୀ କାନ୍ତ ବିଷୋୟୀ ସଂପାଦକ…
ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସାମ୍ବାଦିକମାନେ ଲୋକ!-->…
Read More...
Read More...
ଲୋକସେବା ଭବନରେ ଭାବୀ ମନ୍ତ୍ରୀ, ଆଉ କିଛି ସମୟରେ ନେବେ ଶପଥ
ଭୁବନେଶ୍ୱର: ଆଉ କିଛି ସମୟ ପରେ ନବୀନଙ୍କ ନୂଆ ଟିମ ଶପଥ ନେବେ । ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ସମ୍ଭାବନା ରହିଛି ।
ତେବେ ଏହାରି ଭିତରେ ଶପଥ ଉତ୍ସବ ଲାଗି ଭାବୀ ମନ୍ତ୍ରୀମାନେ ଲୋକସେବା ଭବନରେ!-->!-->!-->…
Read More...
Read More...
ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍
ଭୁବନେଶ୍ୱର: ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଆଜି ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ରାଜଭବନରେ!-->…
Read More...
Read More...
ଗଜପତିରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ନିରାକରଣ!-->…
Read More...
Read More...
ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଦେଲେ ଇସ୍ତଫା
ଭୁବନେଶ୍ୱର: ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି!-->…
Read More...
Read More...
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍, ୮ ଆହତ
ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା-ଗଣିଆଁ ରାସ୍ତାର ଘୋଳାହାଣ୍ଡି ଛକ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଦଶପଲ୍ଲା ରୁ ଭୁବନେଶ୍ୱର ଯାଉଥିବା ଗଣେଶ ବସ୍ ସହିତ ଏକ ଆଇଚର୍ ଟ୍ରକ ପରସ୍ପରକୁ ସାଇଡ଼୍ ଦେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।!-->…
Read More...
Read More...
ବୌଦ୍ଧରେ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଉଦ୍ଘାଟନୀ ସମାରୋହ
ଜହ୍ନାପଙ୍କ:ମହାନଦୀ ଜଗତି ଘାଟରୁରୁ କଳସ ଶୋଭାଯାତ୍ରା, ବୌଦ୍ଧରୁ ମଶାଲ ଯାତ୍ରା ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଚାରିଶମ୍ଭୁ ଠାରେ ଆଜି ଉଦଘାଟନ ମହାସମାରୋହରେ ଅନୁଷ୍ଠିତ!-->…
Read More...
Read More...
ସାଂଘାତିକ ଅଭିଯୋଗ: ୱାରେଣ୍ଟ ଜଣକ ନାଁରେ,ଗିରଫ କରାଯାଇଛି ଅନ୍ୟ ଜଣକୁ
ଘୁ.ଉଦୟଗିରି, ଜଣକ ନାମରେ ୱାରେଣ୍ଟ,କିନ୍ତୁ ଗିରଫ କରାଯାଇଛି ଅନ୍ୟ ଜଣଙ୍କୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସ୍ଥାନୀୟ ପୋଲିସ ବିରୁଦ୍ଧରେ । ଏହି ଥାନା ଅନ୍ତର୍ଗତ ଗଦଗୁଡା ପଞ୍ଚାୟତର ରୁଦାଙ୍ଗିଆ ନିକଟ ଲେବଗୁଡା ଗାଁର ପ୍ରଭୁରଶ୍ମି ପ୍ରଧାନଙ୍କୁ ପୁରୁଣା ୱାରେଣ୍ଟ ବଳରେ ୨୮ତାରିଖରେ ତାଙ୍କ!-->…
Read More...
Read More...
ଶୀତଳଷଷ୍ଠୀ ଯାତ୍ରାର ସୁରକ୍ଷା ପାଇଁ ୧୫୦ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ
ସମ୍ବଲପୁର:ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ସୁରକ୍ଷା ପାଇଁ ୧୫୦ ପୁଲିସ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଛି । ସମ୍ବଦ୍ଧ ପୁଲିସ ଅଧିକାରୀମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ!-->…
Read More...
Read More...