Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରାଟେ ଏବଂ କୁବୁଡୋ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ
ନବରଙ୍ଗପୁର: ଜାପାନର ଅକୀନାୱା ୟୁଚି ରୟୁ କରାଟେ ଦ୍ୟୁ କେନ୍ୟୁକାଇର ଭାରତୀୟ ସଙ୍ଘ ଓ ଅକୀନାୱା ସୋରିନ ରୟୁ ରେଇହୋକାନ କୁବୁଡୋ ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଏସିଆନ କରାଟେ ବିଦ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଟେ ଏବଂ କୁବୁଡୋ ବେଲ୍ଟ ଟେଷ୍ଟ!-->…
Read More...
Read More...
ପ୍ରତାପପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ସୋନପୁର ସଦର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିନିୟର ଟି.ସି. ପ୍ରମୋଦ!-->…
Read More...
Read More...
ବାଉଁଶୁଣୀରେ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ
ବୌଦ୍ଧ/ବାଉଁଶୁଣୀ,୩/୬- ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି!-->…
Read More...
Read More...
ଉଚ୍ଚ ନ୍ୟାୟାଳୟ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ନବରଙ୍ଗପୁର ଗସ୍ତ
ନବରଙ୍ଗପୁର: ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁପ୍ରସାଦ ରାଉତରାୟ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଫେରିଛନ୍ତି । ସେ' ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚି ଶୁକ୍ରବାର ସକାଳୁ ଫେରିଛନ୍ତି । ପରିବାର ସହ ନବରଙ୍ଗପୁର ଆସି ମାଁ ଭଣ୍ଡାର ଘରଣୀ ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ!-->…
Read More...
Read More...
ଗନ୍ଧରାଡି ମହାବିଦ୍ୟାଳୟରେ ବିଶ୍ୱ ସାଇକେଲ ଦିବସ ପାଳନ
ଜହ୍ନାପଙ୍କ : ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଗନ୍ଧରାଡି ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଗନ୍ଧରାଡି ମହାବିଦ୍ୟାଳୟ ଜହ୍ନାପଙ୍କ ପରିସରରେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ!-->…
Read More...
Read More...
ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଅଧ୍ୟାପକଙ୍କ ନାମରେ ମାମଲା ରୁଜୁ
ପାଟଣାଗଡ : ପାଟଣାଗଡ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଚାକିରି କରୁଥିବା ଅଭିଯୋଗରେ ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ ନାମରେ ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ଉକ୍ତ କଲେଜର ଅଧ୍ୟକ୍ଷ ତଥା ପରିଚାଳନା!-->…
Read More...
Read More...
ଜନଗହଳି ସ୍ଥାନରୁ ବାଇକ ଚୋରି
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରେ ପୁଣି ସକ୍ରିୟ ହୋଇଛନ୍ତି ଚୋର । କିଛି ଦିନ ଆଗରୁ ଭଜନ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ଗୋଟିଏ କିରାଣୀ ଦୋକାନରୁ ଚୋରି ଘଟଣା ପରେ ଫେରାର ମାରିଥିଲେ ଅଭିଯୁକ୍ତ, ପୁଣି ଦିନ ଦ୍ୱିପହରରେ ସାପ୍ତାହିକ ବଜାର ଭଳି ଜନଗହଳି ସ୍ଥାନରୁ ବାଇକ!-->…
Read More...
Read More...
ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଅଭିମୁଖେ ଓଡ଼ିଆ ପୁଅ
ପୁରୀ : ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମଞ୍ଜାର ପର୍ବତ ଶୃଙ୍ଗ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ!-->…
Read More...
Read More...
ବିଦ୍ୟୁତ ବିଭ୍ରାଟ ବିରୁଦ୍ଧରେ ଟାଟା ପାୱାରକୁ ସ୍ମାରକପତ୍ର
ସମ୍ବଲପୁର: ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତେ୍ୱ୍ୱ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିପାରୁ ନାହିଁ ଓ ଏହି ସମସ୍ୟା ମହାନଗର ଠାରୁ ପୁରପଲ୍ଲୀ ସବୁଆଡେ ବ୍ୟାପ୍ତ । ସ୍ଥାନୀୟ ରେଙ୍ଗାଲିଠାରେ ଏହି ସମସ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ରେଙ୍ଗାଲି ସଚେତନ ନାଗରିକ ସମିତି ଓ!-->…
Read More...
Read More...
ଅବସର ନେଲେ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବହିଦାର
ସୁବର୍ଣ୍ଣପୁର: ସୋନପୁର ବାଳିକା ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବହିଦାର ଏବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା!-->…
Read More...
Read More...