Browsing Category

ରାଜ୍ୟ

ସୁପ୍ରିମକୋର୍ଟରେ ରଦ୍ଦ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ୱାର୍ଥ ପାଇଁ କରାଯାଉଛି । ଏଭଳି ଭାବେ
Read More...

ବ୍ରଜରାଜନଗର ଉପ ନିର୍ବାଚନ : ବିଜେଡି ପ୍ରାର୍ଥୀ ଆଗୁଆ, ଦ୍ୱିତୀୟରେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି । ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୭୧୬୬୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର କିଶୋର ପଟେଲ ୨୦୦୮୫ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଜେପିର ରାଧାରାଣୀ ପଣ୍ଡା ଙ୍କୁ
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍‌

ଦଶପଲ୍ଲା : ନିଜ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍‌ ରୁପଶ୍ରୀ ଚୌଧୁରୀ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର
Read More...

ନୟାଗଡରେ ଜିଲ୍ଲାସ୍ତରୀୟ ପରୀକ୍ଷା ପର୍ବ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ମନରୁ ଦୂରହେବ ପରୀକ୍ଷା ଭୟ

ଦଶପଲ୍ଲା : ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ସୃଷ୍ଟି ହୋଇଥାଏ ଅହେତୁକ ଭୟ । ପରୀକ୍ଷା ଏବଂ ପରୀକ୍ଷା ପରବର୍ତ୍ତୀ ସମୟରେ ଶିକ୍ଷକ, ପିତାମାତା ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ ପରୀକ୍ଷା ଜନିତ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥିବା
Read More...

ବିଶ୍ୱ ବାଇସାଇକେଲ ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀ ସହରର ସ୍ଥାନୀୟ ମାଦିକୁଂଦା ଛକ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଏ ନେଇ ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଡେପୁଟି ଜ଼ିଲ୍ଲାପାଳ ବୁନା ପ୍ରଧାନ
Read More...

କନ୍ଧମାଳ ଜିଲ୍ଲାରେ ୭୩ଟି ହାଇସ୍କୁଲର ଭର୍ଚୁଆଲରେ ଉଦଘାଟନ କରିବେ ଆଜି ମୁଖ୍ୟମନ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦଘାଟନ କରିବେ । ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୁଜିଏଚଏସ ବିରିଗାଁ,
Read More...

ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରିର ସୁନାନାଗ

ସୁବର୍ଣ୍ଣପୁର : ଚଳିତ ବର୍ଷ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସୁବର୍ଣ୍ଣପୁର ସହରରେ ବହୁ ଆଡମ୍ବରରେ ଆୟୋଜିତ ହୋଉଛି । ୨ରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ନେଇ ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ପରି ୧୦୮ ଭରିର ସୁନାନାଗ ଦର୍ଶନ ଉକ୍ତ ଯାତ୍ରାର ମୁଖ୍ୟ
Read More...

ଆତ୍ମସର୍ମପଣ କଲେ ୫୦ ନକ୍‌ସଲ

ମାଲକାନଗିରି : ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଆଜି ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪୮ ଜଣ ପୁରୁଷ ଅଛନ୍ତି ।
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଆଜି ଆସିବ ରାୟ

ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି । ଅଦାଲତ ଶୁଣାଣି ଶେଷ କରିଥିଲେ ହେଁ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ରାୟ ଘୋଷଣା ହୋଇପାରେ । ଗତକାଲି ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ଉପସ୍ଥିତ
Read More...

ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ସହିତ ଟାଟା ପାୱାରର ଚୁକ୍ତିନାମା ସ୍ୱାକ୍ଷରିତ

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ କରୁଥିବା କମ୍ପାନୀ ଟିପିଡବ୍ଲୁଓଡିଏଲ (ଟାଟା ପାୱାର) ସହିତ ଏଠାକାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୨ଟି ଚୁକ୍ତିନାମା ଆଜି ସ୍ୱାକ୍ଷର ହୋଇଯାଇଛି । ସ୍ଥାନୀୟ ବୁର୍ଲା ସ୍ଥିତ ଟାଟା ପାୱାର କମ୍ପାନୀର ନିଜସ୍ୱ
Read More...