Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାମ୍ବାଦିକଙ୍କ ମାତୃ ବିୟୋଗ
ଫୁଲବାଣୀ,୩୦/୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା!-->…
Read More...
Read More...
ମା କାଳୀଙ୍କ ଉତ୍ତମ ସେବକ ଆଦିତ୍ୟ
ବାଲିଗୁଡ଼ା,୩୦/୫: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ବସାଧାରଣଙ୍କ ଯାତ୍ରା । ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ । ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନାବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ!-->…
Read More...
Read More...
ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ
ବୌଦ୍ଧ,୨୯/୫- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍ ପୃଥକ୍ ଭାବେ କଣ୍ଟାମାଳ ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ!-->…
Read More...
Read More...
ମ୍ୟୁଜିୟମର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷ ପୁୁରୁଣା ଅଳଙ୍କାର
ବୌଦ୍ଧ,୨୯/୫- ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁଳାପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି!-->…
Read More...
Read More...
ପଶ୍ଚିମଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନିରଞ୍ଜନଙ୍କୁ କୃତଜ୍ଞତା
ପାଟଣାଗଡ: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ୍ର କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଛି । ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ବିଶି ଗତ!-->…
Read More...
Read More...
ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୪ ଜଣ ଓଡ଼ିଆ
ଭୁବନେଶ୍ୱର: ନେପାଳରେ ଆଜି ପୂର୍ବାହ୍ନରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ ବିମାନରେ ୪ ଜଣ ଓଡ଼ିଆ ଥିଲେ ବୋଲି ଜଣାପଡ଼ିଛି। ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ଏହା ଜଣାପଡ଼ିଛି। ଟ୍ରାଭେଲ ଏଜେଣ୍ଟ ପକ୍ଷରୁ ନିଖୋଜ ଓଡ଼ିଆ ପରିବାରକୁ ଏନେଇ ଫୋନ୍ରେ ସୂଚନା ଦିଆଯାଇଛି। ନିଖୋଜ ୪ ଜଣ ଓଡ଼ିଆ ହେଲେ ଅଶୋକ!-->…
Read More...
Read More...
ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି ବିହାରର ବିଜୟ କୁମାର
ବାଉଁଶୁଣି: ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଦାବି ନେଇ ବିହାରର ବିଜୟ କୁମାର ହାତରେ ତ୍ରିରଙ୍ଗା ପତାକା ଧରି ସାରା ଭାରତ ପଦଯାତ୍ରାରେ ବାହାରିଛନ୍ତି । ଆମର ବ୍ୟବସ୍ଥାରେ ଯଥା ପଞ୍ଚାୟତଠାରୁ ଆରମ୍ଭ ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ୮୦ ପ୍ରତିଶତ ଯୁବକଙ୍କ ଭାଗିଦାରୀ,!-->…
Read More...
Read More...
ସାବିତ୍ର ବ୍ରତ ପାଇଁ ବଜାରରେ ଅସମ୍ଭାଳ ଭିଡ
ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାର ସରଗରମ । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଦର ଅଧିକ ଥିଲେ ବି ସବୁ ବଜାରରେ ଅସମ୍ଭାଳ ଭିଡ଼ ଲାଗିଛି । ଫଳ ବଜାରରେ ଆମ୍ବ ଶହେରୁ ଦେଢ଼ଶହ ରହିଥିବା ବେଳେ ଲିଚୁ ୧୨୦!-->…
Read More...
Read More...
୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୁଲିସ
ପୁରୀ: ପୁରୀ ପୋଲିସକୁ ପୁଣିଥରେ ମଳିଛି ସଫଳତା । ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର!-->…
Read More...
Read More...
ଶୀତଳ ଷଷ୍ଠୀ ଯାତ୍ରା :ମିଳିତ ସମନ୍ୱୟ ସମିତି ସହିତ ଏସପିଙ୍କ ବୈଠକ
ସମ୍ବଲପୁର: ସମ୍ବଲପୁରଠାରେ ଅନୁଷ୍ଠିତ ଐତିହାସିକ ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଯାଇଛି । ଆଗାମୀ ୩୧ ତାରିଖରୁ ପ୍ରାୟ ଏକ ସପ୍ତାହବ୍ୟାପି ଏହି ଧାର୍ମିକ ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ସମ୍ବଲପୁର ଜିଲା ପୁଲିସ!-->…
Read More...
Read More...