Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁଲତା, ସସ୍ମିତ,ମାନସ ଓ଼ ନିରଞ୍ଜନଙ୍କୁ ରାଜ୍ୟସଭା ଲଡୁ
ଭୁବନେଶ୍ୱର : କଳ୍ପନାଜଳ୍ପନାର ଅନ୍ତ । ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଥିବା ବେଳେ ମହିଳା ପ୍ରାର୍ଥୀ ଭାବେ ସୁଲତା ଦେଙ୍କୁ ପ୍ରାର୍ଥୀ କରିଛି ଦଳ ।!-->…
Read More...
Read More...
ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ
ପାରଳାଖେମୁଣ୍ଡି : ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଥିବା ବେଳେ ତାଙ୍କ!-->…
Read More...
Read More...
ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକ ରଖିଲା ପାଟଣାଗଡ ପୁଲିସ
ପାଟଣାଗଡ଼: ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ମିନିଟ୍ରକକୁ ପାଟଣାଗଡ ପୁଲିସ ଅଟକ ରଖିଛି । ମିନିଟ୍ରକ୍ ଓଆର୍-୦୨କ୍ୟୁ-୯୯୧୫ରେ ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍ ଯୋଗୀମୁଣ୍ଡା ସ୍ଥିତ!-->…
Read More...
Read More...
ଓଡିଶା ପୁଲିସ ପକ୍ଷରୁ ଅଙ୍ଗପଡାର ସୁପୁତ୍ର ସହିଦ ଦେବାଶିଷ ସେଠୀଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ଗ୍ରାମର ସୁପୁତ୍ର କନ୍ଧମାଳ ସୀମାନ୍ତରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ଦେବାଶିଷ ସେଠୀ ସୌର୍ଯ୍ୟଚକ୍ର ସମ୍ମାନିତ ହେବେ ।
ଏହା ପୂର୍ବରୁ ଓଡିଶା ପୁଲିସ ପକ୍ଷରୁ ଡିଜି!-->!-->!-->!-->!-->…
Read More...
Read More...
ରଟିଙ୍ଗିଆରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା
ଘୁ. ଉଦୟଗିରି :- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ବିଦ୍ୟାଳୟ ଠାରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ!-->…
Read More...
Read More...
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା କାକଟପୁର ଥାନା ଆଉ ଏକ ସଫଳତା ମିଳିଛି । କାକଟପୁର ଥାନା ପୁଲିସର ପାଟ୍ରୋଲିଂ ବେଳେ ନିକଟସ୍ଥ ବଲରା ବ୍ରିଜ ନକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ୪ଲକ୍ଷ ଟଙ୍କା ହେବ । ଏହି ବ୍ୟକ୍ତି ଜଣକ କାକଟପୁର!-->…
Read More...
Read More...
ଘର ଉପରେ ଚଢ଼ିଗଲା କାର୍ , ୪ ଗୁରୁତର
ପୁରୀ : ଘର ଉପରେ କାର ଚଢିଯିବା ଫଳରେ ଏକ ଦମ୍ପତିଙ୍କ ସମେତ ୪ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସୂଚନା ଅନୁଯାୟୀ ଗୋପ ବଜାରନିକଟସ୍ଥ ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଛକ!-->…
Read More...
Read More...
କଣ୍ଟାମାଳ ଲୋକ କଳା ମହୋତ୍ସବ ପ୍ରସ୍ତୁତି ବୈଠକ: ଜୁନ ୧୩,୧୪ ଓ ୧୫ରେ ହେବ ମହୋତ୍ସବ, ସାମିଲ ହେବେ ୧୦୦୦
କଣ୍ଟାମାଳ, ୨୮/୫ - ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ!-->…
Read More...
Read More...
ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ
ଘୁ.ଉଦୟଗିରି,୨୮/୫:ଘୁ.ଉଦୟଗିରି ବ୍ଲକ ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭି - ଫର୍ସ, କନ୍ଧମାଳ ଆନୁକୁଲ୍ୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ପିଏଚଇଓ!-->…
Read More...
Read More...
ସାବିତ୍ରୀ ଓ ରଜ ପାଇଁ ଜମୁଛି ପଣସ ବେପାର
ଦଶପଲ୍ଲା,୨୮/୫ : - ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦଶପଲ୍ଲା ଠାରୁ ୧୬ କିଲୋମିଟର ବୌଦ୍ଧ ବଲାଙ୍ଗୀର ରାସ୍ତାରେ ଗଲାପରେ ପଡେ ବୁଗୁଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡର ଅଳ୍ପକିଛି ଦୂରରେ ସାରାବର୍ଷ ଦେଖିବାକୁ ମିଳେ ଋତୁ ଅନୁସାରେ ଉତ୍ପାଦିତ ହେଉଥିବା ବିଭିନ୍ନପ୍ରକାର ତଟକା ଫଳ ଓ!-->…
Read More...
Read More...