Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତଥା ଅଣ ସଂକ୍ରାମକ ରୋଗ କକ୍ଷ ଆନୁକୂଲ୍ୟରେ ଓ ଜିଲ୍ଳା ଜାତୀୟ ସେବା ଯୋଜନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନାହିଁ, ଆଣ୍ଠୁଏ ପାଣିରେ ପିଲା ଯାଉଛନ୍ତି
ଘୁ ଉଦୟଗିରି :ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟକ ବ୍ଲକରେ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକରେ ବିଳମ୍ବରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ତିନି ବର୍ଷ ହେଲା!-->…
Read More...
Read More...
ସାଲୁଙ୍କି ନାଳ ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ,କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା…
ଘୁ ଉଦୟଗିରି: ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନାଳ । ଏହି ନାଳ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଜାରି ରହିଛି । ସାଲୁଙ୍କି ନାଳ ଉନ୍ନତିକରଣ ପାଇଁ!-->…
Read More...
Read More...
ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ
ସୁବର୍ଣ୍ଣପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ!-->…
Read More...
Read More...
କମିଲା ବସ୍ ଭଡା, ଜାଣନ୍ତୁ କେତେ ?
ଭୁବନେଶ୍ୱର : ତେଲ ଦର କମିବାରୁ ହ୍ରାସ ପାଇଛି ବସ୍ ଭଡ଼ା। ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି। ଏକ୍ସପ୍ରେସ ବସ୍ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା!-->…
Read More...
Read More...
ଶିଳ୍ପ ବିହୀନ ଜିଲ୍ଲାରେ ଦାଦନ ଦୁଃଖ : ପୁଣି ଏକ ଦାଦନ ଶ୍ରମିକଙ୍କ ଶବ ଭିଟାମାଟିକୁ ଫେରୁଛି, ତଦନ୍ତ ଦାବି
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର ବିଷୟ କିଏ ଶବ ହୋଇ!-->…
Read More...
Read More...
ଗାଡ଼ି ଜାଳିଦେଲେ ମାଓବାଦୀ
ଭବାନୀପାଟଣା : ଗାଡ଼ି ଜାଳିଦେଲେ ମାଓବାଦୀ । ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ । ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପୋଖରୀ ଘାଟି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କାରେ ପ୍ରଧାନମନ୍ତ୍ରୀ ସଡ଼କ!-->!-->!-->…
Read More...
Read More...
୧୦ମ ଦିନରେ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା
ଫୁଲବାଣୀ: ଫୁଲବାଣୀ ସହର ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଦଶମ ଦିନରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ!-->…
Read More...
Read More...
ପୁଣି ଦଶପଲ୍ଲା ମହାବୀରଙ୍କ ହୁଣ୍ଡିରୁ ଚୋରି
ଦଶପଲ୍ଲା : ଦଶପଲ୍ଲା ଗଡ଼ଜାତର ଆରାଧ୍ୟ ଦେବତା ମହାବୀରଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଗତରାତିରେ କେହି ଭାଙ୍ଗିଦେବା ସହିତ ହୁଣ୍ଡିରେ ଥିବା ସମସ୍ତ ଦାନରାଶି ଚୋରି କରି ନେଇଯାଇଛନ୍ତି । ଗତ କିଛିଦିନ ତଳେ ମଧ୍ୟ ଶ୍ରୀ ମହାବୀରଙ୍କ ହୁଣ୍ଡି ଭାଙ୍ଗି ଅନୁରୁପ ଭାବରେ ଚୋରି ହୋଇଥିଲା ।!-->…
Read More...
Read More...
ଶୀଘ୍ର ଆସିବନି ମୌସୁମୀ
ନୂଆଦିଲ୍ଲୀ: ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ । ପୂର୍ବରୁ ଏନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ । ଘନଘନ ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ମୌସୁମୀ ପାଇଁ ସୃଷ୍ଟି କରିଛି ପ୍ରତିକୂଳ ପାଗ । କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ!-->…
Read More...
Read More...