Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୀବିକା ମିଶନ ଦ୍ୱାରା ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ ପଞ୍ଚାୟତର ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ମାଗଣାରେ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷି ପାଣି ପମ୍ପ ପାଇ!-->…
Read More...
Read More...
ପୌରପରିଷଦ ଅଧିନିୟମ ଓ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପରିଷଦରେ ବିରୋଧୀଙ୍କ ହଟଗୋଳ
ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଦଳା କଲ୍ୟାଣି ମଣ୍ଡପ ଠାରେ ପରିଷଦର ପ୍ରଥମ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ପରିଷଦର ଅଧିନିୟମ ବିରୋଧରେ ଏହି ବୈଠକ ଡାକିଥିଲେ । ମିଟିଙ୍ଗ!-->…
Read More...
Read More...
ମା’ ନାରାୟଣୀ ଯାତ୍ରା : ଜଗନ୍ନାଥ ଓ ଗଣେଶ ମାର୍କେଟ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା
ଫୁଲବାଣୀ:-ବୁଧବାର ଦିନ ମା' ନାରାୟଣୀ ଠାକୁରାଣୀ ଯାତ୍ରାର ୨୩ ତମ ଦିବସରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା' କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ । ଏହି ଅବସରରେ ଜଗନ୍ନାଥ ମାର୍କେଟ ଓ ଗଣେଶ ବଜାର ପକ୍ଷରୁ ବିରାଟ ବାଣ,ବାଦ୍ୟ, ଘଣ୍ଟନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା!-->…
Read More...
Read More...
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବଢିଗାଁରେ ରାସ୍ତାରୋକ
ଜହ୍ନାପଙ୍କ,୨୫/୫:ବୌଦ୍ଧ ବ୍ଳକ ବଢିଗାଁରେ ଦୀର୍ଘ ୧୦ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ବୁଟୁପାଲି-ବଘିଅପଡା ପୂର୍ତ୍ତ ବିଭାଗ ରାସ୍ତାର ବଢିଗାଁ ଛକଠାରେ ଗ୍ରାମବାସୀ ସକାଳ ସାଢେ ଆଠଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକଙ୍କ!-->…
Read More...
Read More...
ଛୁରାମାଡ ଘଟଣା ; ଅଟକ ଅଭିଯୁକ୍ତ ଗିରଫ
ପୁରୀ : ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଛୁରା ମାଡ଼ ଘଟଣାରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଏମାନଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଥିଲା । ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ!-->…
Read More...
Read More...
ଜୁନ ପହିଲାରୁ “ନୋ ହେଲମେଟ ନୋ ପେଟ୍ରୋଲ’କୁ ଜିଲ୍ଲାରେ କଡାକଡି କରିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ
ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ଓ ତତ୍ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ
ବାଲିଗୁଡ଼ା: ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ କ୍ଷେତ୍ରଞ୍ଚଳ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ । ସୂଚନା!-->…
Read More...
Read More...
ଅନୁଷ୍ଠିତ ହେଲା ବାମ୍ ଲଙ୍କାପୋଡି ଯାତ୍ରା, ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା : ବଣ ପାହାଡ ଘରା ଦଶପଲ୍ଲା ପଶ୍ଚିମାଞ୍ଚଳ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ଐତିହ୍ୟ ପୂର୍ଣ୍ଣ ପୁରାତନ ବାମ୍ ଗ୍ରାମରେ ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଏହି ନୀଳାଭିନୟ ମହୋତ୍ସବ, ରାବଣ ବଧ ବା ଲଂକାପୋଡିରେ ସମାପ୍ତ ହୋଇଥାଏ ।!-->…
Read More...
Read More...
ଚକାପାଦ ଅଂଚଳର ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର
ଦଶପଲ୍ଲା : ୯ ଦିନ ଧରି ନିଖୋଜ୍ ଥିବା ଚକାପାଦ ଅଞ୍ଚଳର ଜଣେ ଯୁବକଙ୍କ ଗଳିତ ମୃତଦେହ ବାଣୀଗୋଛା ଥାନା ଅଧୀନସ୍ଥ କୁଟିବାରୀ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ବାଣୀଗୋଛା ପୋଲିସ । ମୃତ ଯୁବକ ଜଣକ ହେଲେ ଚକାପାଦ ଥାନା ଅଞ୍ଚଳର ସଂଜୟ କୁମାର ନାୟକ । ପରିବାର ଲୋକଙ୍କ ଅଭିଯୋଗ!-->…
Read More...
Read More...