Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ତହସିଲ କାର୍ଯ୍ୟାଳୟ ନିକଟରେ ଗତକାଲି ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ମୁହାଁମୁହିଁ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ କ.ନୂଆଗାଁ ଥାନା ପୋଲିସ ଖବରପାଇ!-->…
Read More...
Read More...
କଳିଙ୍ଗାଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି !-->…
Read More...
Read More...
ଶ୍ରୀମନ୍ଦିର ନିକଟରେ ଗୁଳିମାଡ, ଯୁବକ ମୃତ
ପୁରୀ : ପୁରୀରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଶିବ ରାମ ପାତ୍ର । ସେ ତଳୁଛ ସାହିର ବାସିନ୍ଦା । ଶ୍ରୀମନ୍ଦିର ନିକଟ କାକୁଡ଼ି ଖାଇ ଛକରେ କିଛି ଦୁର୍ବୁତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି । ତେବେ ଶ୍ରୀମନ୍ଦିର ନିକଟରେ ଗୁଳିମାଡ଼ ଓ!-->…
Read More...
Read More...
ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦେଲେ ପରାମର୍ଶ ଡାକ୍ତର ସୁନୀଲ କୁମାର କୋଟା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ଯ୍ୟ ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ!-->…
Read More...
Read More...
ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,!-->…
Read More...
Read More...
ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ବାଉଁଶୁଣି,୨୪/୫ - ଆଜି ବୌଦ୍ଧବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ!-->…
Read More...
Read More...
ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ
ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାର ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର!-->…
Read More...
Read More...
ଘୁ. ଉଦୟଗିରି ପ୍ରେସ୍ କ୍ଲବ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଘୁ.ଉଦୟଗିରି,୨୪/୫: ଘୁ. ଉଦୟଗିରି ପ୍ରେସ କ୍ଲବ୍ ସଭାପତି ସମୀର ପାଢ଼ୀଙ୍କ ନେତୃତ୍ୱରେ କ୍ଲବ୍ ଗୃହ ନିର୍ମାଣ ନିମନ୍ତେ ଜାଗା ପ୍ରଦାନ କରିବାକୁ ଆଜି ଘୁ. ଉଦୟଗିରିର ସମସ୍ତ ସାମ୍ବାଦିକ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରେସ!-->…
Read More...
Read More...
ବାଲ୍ୟବିବାହ ନିମନ୍ତେ ସଚେତନତା ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟକ୍ରମ
ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟ ବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ସ୍ତରରେ ମହିଳା ସ୍ୱୟଂ!-->…
Read More...
Read More...
କାଳବୈଶାଖୀର ପ୍ରଭାବ ଗଛ ଭାଙ୍ଗି ରାସ୍ତା ଅବରୋଧ
ଘୁ.ଉଦୟଗିରି,୨୪/୫:- କାଳବୈଶାଖୀ ବର୍ଷା ପବନରେ ଘୁ. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ନିକଟରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯିବା ସହ ବିରାଟ ଆମ୍ବ ଗଛ ମଧ୍ୟ ଉପୁଡ଼ି ଯାଇଥିବାରୁ ରାଜ୍ୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ସମୟରେ ହଠାତ୍ କାଳବୈଶାଖୀ ବର୍ଷା ହେବାସହ!-->…
Read More...
Read More...