Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପେଟ୍ରୋଲ ଦରହ୍ରାସକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିକ୍ରେତା ସଂଘ
ସମ୍ବଲପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ପାଦନ ଶୁକ୍ଳହ୍ରାସ ଫଳରେ ପେଟ୍ରୋଲ ଓ ଡିଜେଲ ଉଭୟଙ୍କ ଖାଉଟି ମୂଲ୍ୟ ହ୍ରାସ ପାଇଛି, ଏହାକୁ ନେଇ ଜନସାଧାରଣ ଖୁସି ଜଣାଇଛନ୍ତି କିନ୍ତୁ ଏହା ଉପରେ ପେଟ୍ରୋଲିୟମ ବିକ୍ରେତା ସଂଘ ନିଜ ଅସନ୍ତୋଷ ଜଣାଇଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ!-->…
Read More...
Read More...
ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ
ପାଟଣାଗଡ଼ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରି ସାରିଛନ୍ତି । ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ, କପା,!-->…
Read More...
Read More...
ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଗୋଟିଏ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୂପେ ବ୍ଲକ୍ ସଭାପତି ଛିନୁ ଟାକ୍ରି,!-->…
Read More...
Read More...
ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ:ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ!-->…
Read More...
Read More...
ନୂଆଗାଁ ଅଞ୍ଚଳରେ ଧଳା ଆପାଚୀ ଆତଙ୍କ
ଦଶପଲ୍ଲା : ବଣ ପାହାଡ଼ ଘେରା ନୂଆଗାଁ ଅଂଚଳରେ ଆତଙ୍କ ଷୃଷ୍ଟି କରିଛି ଧଳା ଆପାଚି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଏବଂ କାପ୍ତାପଲ୍ଲୀ ପଞ୍ଚାୟତରେ ବନ୍ଧୁକ ଦେଖାଇ ବାଟୋଇଙ୍କୁ ଲୁଟ କରୁଛନ୍ତି ଦୁର୍ବୃତ୍ତ । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତ୍ରରେ ବାହାଡାଝୋଲା!-->…
Read More...
Read More...
ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ
ଦଶପଲ୍ଲା : ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପଖେଳ ଚାଲିଥିଲା । ଡଙ୍ଗାରେ ଠାକୁରଙ୍କ ପ୍ରତିମା ସହ ପ୍ରାୟ ୨୭ ଜଣ ସେବାୟତ ରହିଥିଲେ । ସେମାନଙ୍କ!-->…
Read More...
Read More...
ରାଜ୍ୟସଭା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ଦାଖଲ ହେବ ମନୋନୟନପତ୍ର
ଭୁବନେଶ୍ୱର : ଓଡିଶା ବିଧାନସଭାର ସଦସ୍ୟମାନଙ୍କ ଦ୍ୱାରା ରାଜ୍ୟସଭାକୁ ତିନିଜଣ ସଦସ୍ୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ମଧ୍ୟ ଆମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଓଡିଶା!-->…
Read More...
Read More...
ସଡ଼କ ଦୁର୍ଘଟଣା ଅନୁସନ୍ଧାନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର
ସମ୍ବଲପୁର : ଏଠାକାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡ଼କ ଦୁର୍ଘଟଣା ଉପରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିବିରରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସ୍ଥିତ ପୁଲିସ ଥାନା ଗୁଡିକରୁ ବଛା ବଛା ୩୦ ଜଣ ପୁଲିସ ଅଧିକାରୀଙ୍କୁ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ଲାଗିବା ପାଇଁ ନବରଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ତରଫରୁ ବେଲ୍ଟ ଟେଷ୍ଟ
ନବରଙ୍ଗପୁର: ସ୍ଥାନୀୟ ଗାନ୍ଧିନଗର ସ୍ଥିତ ଆରେମ୍ସି ପ୍ରାଙ୍ଗଣରେ ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ସଂଘ ତରଫରୁ ଏକ କରାଟେ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ!-->…
Read More...
Read More...