Browsing Category

ରାଜ୍ୟ

ପୋଲିସର ନିଷ୍କ୍ରିୟତା ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ, ଧାରଣା ସ୍ଥଳରେ ୪ଜଣ ଅସୁସ୍ଥ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ ଗିରଫ କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୋଲିସ ନିଷ୍କ୍ରିୟତା ଅପାରଗତା ଯୋଗୁ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।
Read More...

ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର

ଗଜପତି,୨୩/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ,
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ସମ୍ୱର୍ଦ୍ଧିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ "ଅମୂଲ୍ୟ ଆମ ସାହିତ୍ୟ ସଂସଦ' ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ
Read More...

କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ

ପାରଳାଖେମୁଣ୍ଡି, : ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍‌ ଦ୍ୱାରା କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ ଜ଼ିଲ୍ଲା ପରିଷଦ ଅଧକ୍ଷ ଜି. ତ୍ରିପତି ରାଓଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର
Read More...

ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ

ପୁରୀ : ପୁରୀ ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ସଫଳତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ
Read More...

କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ସାମୂହିକ ବ୍ରତ

ନବରଙ୍ଗପୁର: ସ୍ଥାନୀୟ କନ୍ୟକା ପରେମେଶ୍ୱରୀ ମନ୍ଦିରଠାରେ କନ୍ୟକା ପରେମେଶ୍ୱରୀ ମନ୍ଦିର କମିଟି ପକ୍ଷରୁ କଳିଙ୍ଗ ବୈଶ୍ୟ ସମାଜର ସାମୂହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ ଜଣଙ୍କ ବ୍ରତ ସମ୍ପନ୍ନ ହୋଇଥିଲା । ୧୯୦ ଜଣଙ୍କ ମଧ୍ୟରୁ ୭୦ ଜଣ ବିଷ୍ଣୁ ମତଧାରୀ ହୋଇଥିବାବେଳେ ୧୨୦
Read More...

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର "ଓସୱାନ୍‌' କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଆଦାୟଠାରୁ ଆରମ୍ଭ କରି
Read More...

ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଗ୍ରେଡର ମେସିନ୍‌

ବାଲିଗୁଡ଼ା: ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡେର ମେସିନ୍‌ । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ ଜାତୀୟ ରାଜପଥ କଡ଼ରେ ଆର୍‌କେଡି ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର
Read More...

କର୍ମଚାରୀ ଦୃଷ୍ଟି ସୁରକ୍ଷା ଯୋଜନାରେ ଚକ୍ଷୁ ପରୀକ୍ଷଣ ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ସୁବର୍ଣ୍ଣପୁର ଜିଲ୍ଲାପୋଲିସ ବିଭାଗ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦ୍ ଘାଟନ କରିବା ସହିତ ପ୍ରତି ଆରକ୍ଷୀଙ୍କ
Read More...