Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଭିନ୍ନ କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ
ପାରଳାଖେମୁଣ୍ଡି : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ବ୍ରହ୍ମମୁହୂର୍ତ୍ତରେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢ଼ା ପରିକ୍ରମା ନାମ ସଂକୀର୍ତ୍ତନ ସହିତ ହୋଇଥିଲା । ପୂର୍ବାହ୍ନରେ ରାଜସୀତାପୁର ଗୋଷାଣି ବ୍ଲକ ଅନ୍ତର୍ଗତ ଅନାଥ ଆଶ୍ରମ ଶ୍ରୀଜଗନ୍ନାଥ ନିକେତନର!-->…
Read More...
Read More...
ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ
ସୁବର୍ଣ୍ଣପୁର : ଗତକାଲି ତରଭା ବ୍ଲକ ତୁଲୁଣ୍ଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ରମ୍ଭୀସିଂଢୋଲ ଗ୍ରାମର ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀ ଭାରତୀ ମିଶ୍ରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିବାରୁ ତରଭା ସୋନପୁର ଓ ବଲାଙ୍ଗୀର ଅଂଚଳରେ ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ମିଶ୍ର ମଧୁମେହ!-->…
Read More...
Read More...
ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ୍ ପାଇଁ ନୋଟିସ ଜାରି କଲା ଏନଏସି
କଣ୍ଟାବାଞ୍ଜି,: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର ଅଞ୍ଚଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷିଦ୍ଧ ପାଇଁ ନୋଟିସ ଜାରି କରିଛି । ଏନଏସି ପ୍ଲାଷ୍ଟିକ ୱେଷ୍ଟ!-->…
Read More...
Read More...
ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି ସହରର ଟ୍ରାଫିକ ସମସ୍ୟା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦିନକୁଦିନ ଉଠା ଦୋକାନୀ ସାଙ୍ଗକୁ ରାସ୍ତା ସଂକୀର୍ଣ୍ଣ, ସହରରେ ଭାରି ଯାନ ଚଳାଚଳ,ବାଲି ଓଭର ଲୋଡିଙ୍ଗ ଓ ସନ୍ଧ୍ୟା ହେଲେ ଫାଷ୍ଟ ଫୁଡ଼, ଟିଫିନ୍, ଫଳ ଦୋକାନ!-->…
Read More...
Read More...
ସହରରେ ନିୟମିତ ଖାଦ୍ୟର ମାନ ଯାଞ୍ଚ ହେଉ ନଥିବା ଅଭିଯୋଗ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟା ହେଲେ ରାସ୍ତା କଡରେ ବିଭିନ୍ନ ଉଠା ଦୋକାନରେ ଭାଜି ଦୋକାନ, ଫାଷ୍ଟ ଫୁଡ଼ ଦୋକାନ, ଟିଫିନ ଦୋକାନରେ ନିଜର ପସରା ଖୋଲା ଯାଇଥାଏ । ସନ୍ଧ୍ୟା ହେଲେ ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟଲ ଗୁଡିକରେ ଭିଡ଼ ଜମି ଥାଏ ।!-->…
Read More...
Read More...
ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ
ନବରଙ୍ଗପୁର:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏହାର ଖିଲାପ କଲେ ଆଇନ ଅନୁଯାୟୀ ଏଥି ସଂପୃକ୍ତ ଅଧିକାରୀ, ଅନୁଷ୍ଠାନ, ବ୍ୟକ୍ତବିଶେଷଙ୍କ ବିରୁଦ୍ଧରେ ଦୃଢ଼!-->…
Read More...
Read More...
କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ
ବାଲିଗୁଡ଼ା: କେକେବିନ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଅଶୋକ କେକେବିଏନ ମାଓ ସଂଗଠନରେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲା । କନ୍ଧମାଳ ଜିଲ୍ଲାରେ ମଧ୍ୟ ସାତ ବର୍ଷ ଧରି ମାଓ ସଂଗଠନରେ!-->…
Read More...
Read More...
କେବେ ସରିବ ତିଳାବାଡି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ?
ଦଶପଲ୍ଲା : ଗର୍ଭବତୀ, ପ୍ରସୂତି ତଥା ଶିଶୁଙ୍କ ଶାରୀରିକ ତଥା ମାନସିକସ୍ତରରେ ବିକାଶ କରିବା ନିମନ୍ତେ ସରକାର ପ୍ରତି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି କିନ୍ତୁ ଦଶପଲ୍ଲା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ର ବହୁବର୍ଷ ଧରି ଅଧପନ୍ତରିଆ ହୋଇ ରହିଛି । ନିଜସ୍ୱ ଗୃହ ନଥିବାରୁ ପିଲାମାନେ!-->…
Read More...
Read More...
କୋମଳମତି ପିଲାଙ୍କୁ ଦେଖି ତରଳିଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶ୍ରୁତି
ପାଟଣାଗଡ଼- ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବାବେଳେ ତାହାକୁ ଅଧ କିଲୋମିଟର ଦର୍ଶାଯାଇଥିବାରୁ!-->…
Read More...
Read More...
ରାଜ୍ୟ ସରକାର ପେଟ୍ରୋଲିୟମ ଦର ହ୍ରାସରେ ସହଯୋଗ କରନ୍ତୁ: ଭାଜପା ଯୁବ ମୋର୍ଚ୍ଚା
ସମ୍ବଲପୁର : ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପେଟ୍ରୋଲ ଓ ଡିଜେଲ ଦରହ୍ରାସ ପାଇଁ ଉତ୍ପାଦନ ଶୁଳ୍କରେ କ୍ରମଶଃ ୯.୫୦ ଟଙ୍କା ଓ ୭ ଟଙ୍କା ତଥା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ରୂପେ ହ୍ରାସ କରାଯାଇଛି । ଏଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ!-->…
Read More...
Read More...