Browsing Category

ରାଜ୍ୟ

ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶସ୍ୟଭିତ୍ତିକ ଇଥାନଲ୍‌ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର,୨୧/୫- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରାଠାରେ ମାସ୍‌ ବାୟୋ-ଫୁଏଲ୍ସ୍‌ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଶସ୍ୟ ଭିତ୍ତିକ ଇଥାନେଲ ଗ୍ୟାସ ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ
Read More...

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର

ଘୁ.ଉଦୟଗିରି,୨୧/୫: ଗତକାଲି ରାତିରେ କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ପଡିଥିବା କିଛି ଯାତ୍ରୀ ଦେଖିଥିଲେ । ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ
Read More...

କୋଶଳାଞ୍ଚଳର ଅଧିକାର ସ୍ୱରକୁ ଗଳାଚିପି ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି : କୋଶଳ ମୁକ୍ତି ମୋର୍ଚ୍ଚା

ପାଟଣାଗଡ଼,୨୧/୫- ପଶ୍ଚିମ ଓଡ଼ିଶା ତଥା କୋଶଳାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ପଶ୍ଚିମାଞ୍ଚଳକୁ ସବୁକ୍ଷେତ୍ରରେ ଅବହେଳା ସହ ସାମ୍ବିଧାନିକ ଅଧିକାରକୁ ମଧ୍ୟ ବିଭିନ୍ନ ଆଲୋଚନା ମାଧ୍ୟମରେ ବିରୋଧ କରାଯାଇଛି ବୋଲି କୋଶଳ ମୁକ୍ତିମୋର୍ଚ୍ଚା
Read More...

ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା: ଜଙ୍ଗଲ ଭିତରୁ ୯୦୭ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ

ବାଲିଗୁଡ଼ା,୨୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ଏସଡିପିଓ ଜି.ଆର୍‌
Read More...

ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ : ଲଗାଇବେ ୫୦ ଗଛ

କଟକ : ବେପରୁଆଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା ମାମଲାରେ ଜଣେ ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜ୍ୟ ହାଇକୋର୍ଟ । ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ନିଆରା ଦଣ୍ଡ ପାଇଛନ୍ତି କାକଟପୁର ତହସିଲଦାର
Read More...

ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ କାର୍ଯ୍ୟକ୍ରମ

ବୌଦ୍ଧ,୨୦ା୫ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମୟରେ ନିଆଁକୁ ଆୟତ୍ତ କରିବା ଓ ନିଜେ କିପରି ସୁରକ୍ଷିତ ରହିବା ସହିତ ଅନ୍ୟକୁ କିପରି ଉଦ୍ଧାର କରିପାରିବା ସେନେଇ ବିଭିନ୍ନ କୌଶଳ ଉପରେ ମକଡ୍ରିଲ ଜରିଆରେ ତାଲିମ ପ୍ରଦାନ କରାଯାଇଥିଲା । କୌଣସି
Read More...

କ.ନୂଆଗାଁ ବ୍ଲକରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡ଼ା: ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବା ଏବଂ ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ଵ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ୟକ୍ଷତା କରିଥିବାବେଳେ ବିଡିଓ
Read More...

କୁଳୁଥକାନୀରେ ଚନ୍ଦ୍ରଶେଖର ବେହେରାଙ୍କର ୧୪୯ତମ ଜୟନ୍ତୀ ପାଳନ

ସମ୍ବଲପୁର: କୁଳୁଥକାନୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ କୁଲୁଥକାନୀ ନାଗରିକ କମିଟିର ସଭାପତି କାର୍ତ୍ତିକେଶ୍ୱର ମେହେରଙ୍କ ପୌରୋହିତ୍ୟରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍‌ ଅରବିନ୍ଦ ମହାପାତ୍ର,
Read More...

ଜିଲ୍ଲାର ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର:ଚଳିତ ବର୍ଷ ଶିକ୍ଷା ଅଧିକାର ୧୨-(୧)-(ସି), ୨୦୦୯ ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡିକରେ ନାମଲେଖା ପାଇଁ ଶିକ୍ଷା ପାଇଁ ଅଧିକାର ର ଇଣ୍ଟରନେଟ ପୋର୍ଟାଲ ପାରଦର୍ଶି (www.rteparadarshi.odisha.gov.in ରେ ଆବେଦନ କରିବା ପାଇଁ ଇଛୁକ
Read More...

ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଘୁ.ଉଦୟଗିରି,୨୦/୫: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...