Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ଓଡିଶା ବାର ପ୍ରସ୍ତାବ ଓ ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା
ବଲାଙ୍ଗୀର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଓଡିଶା ବାରର ପଦକ୍ଷେପର ତୀବ୍ର ବିରୋଧ ବିଭିନ୍ନ ମହଲରେ ପ୍ରକାଶ ପାଇଛି । ଓଡିଶା ବାରର ପ୍ରସ୍ତାବ ଓ ପଦକ୍ଷେପକୁ ବିରୋଧ କରିଛନ୍ତି ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ।!-->…
Read More...
Read More...
ମେ ୨୩ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଅଦାଲତର ଗ୍ରୀଷ୍ମକାଳୀନ ଛୁଟି
ନବରଙ୍ଗପୁର: ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ କୋର୍ଟ ସହ ନବରଙ୍ଗପୁର ଜିଲ୍ଲାର ଦେୱାନୀ କୋର୍ଟ ଗୁଡିକ ମେ ୨୨ ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଅବକାଶ ପାଇଁ ବନ୍ଦ ରହିବ । ଜୁନ୍ ୨୦ରେ କୋର୍ଟ ଖୋଲିବ । ଏହି ସମୟରେ ଫୌଜଦାରୀ ମାମଲା ଗୁଡ଼ିକର ଶୁଣାଣୀ ଓ!-->…
Read More...
Read More...
କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ଘଟଣା: ପୁଲିସର ବିଫଳତାକୁ ନେଇ ସରପଞ୍ଚ ସଂଘର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପାଟଣାଗଡ: ପାଟଣାଗଡ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଚଳିତ ମାସ ୫ ତାରିଖରେ ସୋଲବନ୍ଦ ପଞ୍ଚାୟତ ଅନ୍ତର୍ଗତ ବନକାବିରର ଏକ କପା ବିଲରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ପ୍ରଶାସନ ହତ୍ୟାକାରୀଙ୍କୁ!-->…
Read More...
Read More...
ସର୍ଟ ସର୍କିଟରୁ ନିଆଁ ଲାଗି ଲୁଗାଦୋକାନ ଭଷ୍ମୀଭୂତ
ସୁବର୍ଣ୍ଣପୁର : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବଡ଼ବଜାର ସ୍ଥିତ ଅନ୍ନପୂର୍ଣ୍ଣା କ୍ଲଥଷ୍ଟୋରରେ ଆକସ୍ମିକ ଭାବେ ନିଆଁଲାଗି ଆନୁମାନିକ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଲୁଗା ପୋଡ଼ି ଯାଇ ସଂପୂର୍ଣ୍ଣ ଭାବରେ ଭଷ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ମାତ୍ରା ଏତେ ଭୟଙ୍କର ଥିଲା!-->…
Read More...
Read More...
ଘୁଞ୍ଚିଲା ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର : ମେ’ ୩୧ ତାରିଖରେ ହେବାକୁ ଥିବା ଯୁକ୍ତ ଦୁଇର ପରୀକ୍ଷାଗୁଡିକୁ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) । ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି!-->…
Read More...
Read More...
ଭୁଶୁଡି ପଡିଲା ନିର୍ମାଣାଧୀନ ସୁଡଙ୍ଗ : ୧୦ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ଆଜି ବଡ଼ ଧରଣର ଅଘଟଣ ଘଟିଛି । ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଅତିକମରେ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମାକେରକୋଟ ସ୍ଥିତ ଖୋନି ନାଲାରେ ଏହି ଅଘଟଣ ଘଟିଚି । ମାଟି ଅତଡା ତଳୁ ୨ ଜଣ ଶ୍ରମିକଙ୍କୁ!-->…
Read More...
Read More...
ଲୋକଙ୍କୁ ଆକର୍ଷିତ କରୁଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟକରଣ
ଘୁ ଉଦୟଗିରି: ସୌନ୍ଦର୍ଯ୍ୟର ଅନ୍ୟ ଏକ ଆକର୍ଷଣ ପାଲଟିଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ୱାସ୍ଥ୍ୟ କେନ୍ଦ୍ରର ରୂପରେଖ ବଦଳିବାରେ ଲାଗିଛି । ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ସହ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବୁଜ ସୁନ୍ଦର କରି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଇଁ!-->…
Read More...
Read More...
କେନ୍ଦୁମୁଣ୍ଡି ସେକ୍ସନ ଫରେଷ୍ଟରଙ୍କ ବଦଳୀ ଦାବି
ପାଟଣାଗଡ: କେନ୍ଦୁପତ୍ର ପଶ୍ଚିମଓଡ଼ିଶାର ଏକ ଅର୍ଥକାରୀ ଫସଲ । କେନ୍ଦୁପତ୍ର ଉପରେ ନିର୍ଭର କରି ଲକ୍ଷାଧିକ ପରିବାର କିଛି ମାସ ପରିତ୍ରାଣ ହେଉଛନ୍ତି । କେନ୍ଦୁପତ୍ର ଜୀବନ ଜୀବିକାର ଅନ୍ୟ ଏକ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରବଳ ଖରାରେ ମହିଳାମାନେ ନିଜନିଜ ପିଲା ଛୁଆକୁ ଛାଡି!-->…
Read More...
Read More...
ଘାଟିରେ ଅଟୋକୁ ପିଟିଲା ଟ୍ରକ୍, ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଆହତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ଆହତଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ!-->…
Read More...
Read More...
ରାସ୍ତା କଡରୁ ମୃତଦେହ ଉଦ୍ଧାର
ନବରଙ୍ଗପୁର : ନବରଙ୍ଗପୁର ସହର କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବା ରାସ୍ତା କଡରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୈବଲ୍ ସେଖ ଓ ବୟସ ୫୦ ବର୍ଷ । ହିର୍ଲି ଡଙ୍ଗରକୁ ଯିବା ରାସ୍ତା ପାର୍ଶ୍ୱରେ ଥିବା କୁନି ସାହୁଙ୍କ ଘରେ ସେ ରହୁଥିଲେ । ଘଟଣା!-->…
Read More...
Read More...