Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜଧାନୀରେ ପୁଣି ଫୁଟିଲା ବୋମା
ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି।!-->…
Read More...
Read More...
ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,ଗେଟରେ ପକାଇଲେ ତାଲା
ଦଶପଲ୍ଲା : ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସୃଷ୍ଟି ହୋଇଛି ଛାତ୍ର ଅଶାନ୍ତି । +୩ କଳା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ଅଶାନ୍ତି ଦେଖା ଦେଇଛି । ଛାତ୍ର ଛାତ୍ରୀମାନଙ୍କ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି +୩ ପ୍ରଥମ ବର୍ଷ କଳା!-->…
Read More...
Read More...
ଫୁଲବାଣୀ ଠାକୁରାଣୀ ଯାତ୍ରା; ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ
ଫୁଲବାଣୀ: ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ସନ୍ଧ୍ୟାରେ ବର୍ଷା ସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲେ ହେଁ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା । ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି, ଅମଲା ପଡା, ଏସପିଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ ବାସଭବନ!-->…
Read More...
Read More...
ମା’ ଅଗ୍ନି ଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରହରେ ପାଳିତ
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ଚାରାମୁଳା ଗ୍ରାମରେ ମାଁ ଅଗ୍ନିଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମବାସୀଙ୍କ ଦ୍ୱାରା ମାଙ୍କୁ ଆହ୍ୱାନ କରାଯାଇଥିଲା । ପରେ ମାଙ୍କ ଘଟ ଗାଁରେ ତିନିଦିନ ପରିଭ୍ରମଣ କରି ପ୍ରତ୍ୟେକ ଘରେ ପୂଜା ପାଇଥିଲେ ।!-->…
Read More...
Read More...
ବୌଦ୍ଧ: ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ
ବୌଦ୍ଧ : ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ମୌସୁମୀ ଶୀଘ୍ର ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ!-->…
Read More...
Read More...
ଗୁଣ୍ଠୁଣି ସେବକ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ଚଣ୍ଡିତଳ ଗ୍ରାମରେ ଗୁଣ୍ଠୁଣୀ ସେବକ ସ୍ୱର୍ଗତ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ପ୍ରାକ୍ତନ ମନ୍ତ୍ରୀ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତି!-->…
Read More...
Read More...
କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୭୦ କୋଟି ଟଙ୍କା ଖର୍ଚ୍ଚ ହେବ
କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ!-->…
Read More...
Read More...
ଏଏସଆଇ କାର୍ଯ୍ୟାଳୟକୁ ଗଲା ଉଦ୍ଧାର ଭଗ୍ନ ସିଂହ ମୂର୍ତ୍ତି, ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ
ପୁରୀ : ପୁରୀ ଏମାର ମଠ ଖନନ ସ୍ଥାନରେ ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଦ୍ୱୟକୁ ଆଜି ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ମୂର୍ତ୍ତିର ସଂରକ୍ଷଣ ପାଇଁ ସେଠାରେ ପ୍ରକ୍ରିୟା ଆରମ୍ଭ ହେବ । ଏଏସଆଇର ୬ ଜଣିଆ ଟିମ୍ ଖନନ ସ୍ଥାନରେ ପହଞ୍ଚିବା ପରେ ଭଗ୍ନ ସିଂହ!-->…
Read More...
Read More...
୩ ରଥର ୧୫ ଚକ ନିର୍ମାଣ ଶେଷ
ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନିରଥ ପାଇଁ ୧୫ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥର ୫, ନନ୍ଦିଘୋଷ ରଥର ୬ ଏବଂ ଦେବଦଳନ ରଥର ୪ଟି ଚକ ନିର୍ମାଣ ସରିଛି । ଆଉକିଛି ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ୪୫ଫୁଟିଆ ତିନୋଟି ଧଉରା କାଠରେ ଶ୍ରୀଫଳ ବାଡେଇ ମହାରଣା ସେବକ ଅଖ!-->…
Read More...
Read More...
୧୩ ବର୍ଷ ନାବାଳକକୁ ହତ୍ୟା ଅଭିଯୋଗ
ନବରଙ୍ଗପୁର: ୧୯.୫ ନବରଙ୍ଗପୁର ଥାନା ଅନ୍ତର୍ଗତ ଅଗ୍ନିପୁର ପଂଚାୟତ ଚକାଛପର ଗ୍ରାମରେ ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିବା ବେଳେ, ୧୩ ବର୍ଷର ନାବାଳକକୁ କେହି ଜଣେ ବ୍ୟକ୍ତି ଆସି ହତ୍ୟା କରିଥବା ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ବର୍ଗ । ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ!-->…
Read More...
Read More...