Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଜେୟୁ ତରଫରୁ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନବରଙ୍ଗପୁର: ଓଡ଼ିଶା ସାମ୍ୱାଦିକ ସଂଘ ନବରଙ୍ଗପୁର ତରଫରୁ ଆଜି ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସାକ୍ଷାତକାର ବେଳେ ସଂଘର ରଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ରଞ୍ଜନ ପଟ୍ଟନାୟକ, ସହ!-->…
Read More...
Read More...
ଇନ୍ଦପୁର ଗାଁ ଶିବମନ୍ଦିରରୁ ଚୋରି
ପାଟଣାଗଡ଼ : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ ପୂଜାରୀ ନୃପରାଜ ଥନାପତି ମନ୍ଦିରକୁ ପୂଜା କରିବା ପାଇଁ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ । ପୂଜକ ତାଳା ସହ କବାଟ!-->…
Read More...
Read More...
ଏ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା
ପୁରୀ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଭକ୍ତ ମାନେ ପୂର୍ବବର୍ଷ ଗୁଡିକରେ ଯେଭଳି ସ୍ନାନ ବେଦୀ ତଳ ରାସ୍ତା ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ସେହିଭଳି ଚଳିତ ବର୍ଷ ମଧ୍ୟ ଦର୍ଶନ!-->…
Read More...
Read More...
ଜି.ଉଦୟଗିରି ପ୍ରେସ କ୍ଲବର ସ୍ୱତନ୍ତ୍ର ବୈଠକ
ଜି ଉଦୟଗିରି : ଜି ଉଦୟଗିରି ପ୍ରେସ କ୍ଲବର ଏକ ସ୍ୱତନ୍ତ୍ର ବୈଠକ ବୁଧୁବାର ଦିନ ସନ୍ଧ୍ୟାରେ ସମନ୍ୱିତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କ ଆବାହକତ୍ୱରେ ଓ ପ୍ରେସ କ୍ଲବ ସଭାପତି ସମୀର କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ!-->…
Read More...
Read More...
ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ତାଲା ମରା ଘଟଣା, ବ୍ଲକ ଅଧ୍ୟକ୍ଷ ପହଞ୍ଚି ତୁରନ୍ତ କଲେ ସମାଧାନ
ଗୋଲାମୁଣ୍ଡା: ଗୋଳାମୁଣ୍ଡା ବ୍ଲକ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ବଦଳି ହୋଇଥିଲା । ତେଣୁ ତାଙ୍କୁ ବଦଳି ନ କରିବା ଦାବିରେ ସମସ୍ତ ଅଭିଭାବକ ମାନେ ଆଜି ବିଦ୍ୟାଳୟ ତାଲା ବନ୍ଦ କରିଥିଲେ । ବିଦ୍ୟାଳୟକୁ ତାଲାବନ୍ଦ ଥିବା ଜାଣି ତୁରନ୍ତ ଗୋଳାମୁଣ୍ଡା ବ୍ଲକ!-->…
Read More...
Read More...
ମଡେଲ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ପାଇଁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସୂଚନାଥାଉ କି ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇ ବିଭିନ୍ନ ସମୟରେ ସର୍ଭେ କରାଯାଇଥିଲା,!-->…
Read More...
Read More...
ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ : ୩ ମୃତ, ୧୧ ଗୁରୁତର
ଚଣ୍ଡିଗଡ: ହରିୟାଣାର ବାହାଦୂରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡରେ ଶୋଇଥିବା ସମୟରେ ୧୪ ଜଣ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଗୁରୁତର ଅଛନ୍ତି । ଆଜି ସକାଳେ ବାହାଦୂରଗଡ ସ୍ଥିତ କୁଣ୍ଡଳି ମାନେସର ପଲୱଲ!-->…
Read More...
Read More...
ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ନ ମାନିଲେ ଦଣ୍ଡ
ଭୁବନେଶ୍ବର : ଲୋକାୟୁକ୍ତ ବ୍ୟବସ୍ଥାକୁ ଅଧିକ ମଜଭୁତ୍ କରିବା ପାଇଁ ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ରେ ଆବଶ୍ୟକ ସଂଶୋଧନ କରାଯିବ। ଏହି ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଲୋକାୟୁକ୍ତଙ୍କ ମାମଲାଗୁଡ଼ିକର ଠିକ୍ ପରିଚାଳନା!-->…
Read More...
Read More...
କୋଟଗଡ଼ ବ୍ଲକ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ମଧ୍ୟରେ ବାକଯୁଦ୍ଧ
ବାଲିଗୁଡ଼ା: ବୁଧବାର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ପରିସରରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ପୂର୍ବରୁ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ ସାବତ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି କହଁରଙ୍କ ମଧ୍ୟରେ କୌଣଶି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।!-->…
Read More...
Read More...
ଦଶପଲ୍ଲାରେ ପୁଣି ସକ୍ରିୟ ହେଲେ ଲୁଟେରା,ଷ୍ପଷ୍ଟ ଦିବାଲୋକରେ ଅଢେଇ ଲକ୍ଷ ଲୁଟ୍
ଦଶପଲ୍ଲା : ଷ୍ପଷ୍ଟ ଦିବାଲୋକରେ ଲୁଟେରା ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । କିଛି ଦିନର ବିରତି ପରେ ପୁଣି ଥରେ ରାଜରାସ୍ତାରେ ଆରମ୍ଭ ହୋଇଛି ଲୁଟ୍ପାଟ୍ । ମିଳିଥିବା ସୂଚନା ଅନୁସାରେ ଗତକାଲି ଦଶପଲ୍ଲା ଷ୍ଟେଟ୍ ବ୍ୟାଙ୍କରୁ ଭୋଳେଶ୍ୱର କହଁର ନାମକ ଜନୈକ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା ଉଠାଇ!-->…
Read More...
Read More...