Browsing Category

ରାଜ୍ୟ

ବୃଷଭ ଅନୁଷ୍ଠାନ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ପାରାଦ୍ୱୀପ, : ପାରାଦୀପ ନୂଆବଜାର ସ୍ଥିତ ବୃଷଭ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ସ୍ବର୍ଗତ କେଳୁ ମଉସାଙ୍କର ପରିବାର କୁ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି।ସ୍ବର୍ଗତ କେଳୁ ମାଉସା ଦୀର୍ଘ ଦିନ ହେବ ଏହି ନୂଆବଜାର ଅଞ୍ଚଳରେ ଚା ଦୋକାନ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ।ତାଙ୍କ
Read More...

ସ୍ଥିତି ଜାହିର କଲା ମାଓ ସଙ୍ଗଠନ, କୋଟଗଡ଼ ଥାନା ଅଞ୍ଚଳରେ ପୁଣି ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର
Read More...

ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି : ଆଜି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଡ. ବୈଦନାଥ ଦାସଙ୍କ ନିର୍ଦ୍ଦେଶନାରେ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠ ଚକ୍ର ର ବିଷୟ ବିଦାରକ ରହିଛି ଆମ୍ବେଦକର ଏବଂ ଗାନ୍ଧୀ ଜି ରହିଛି । ଏହି ପାଠଚକ୍ରରେ ମୁଖ୍ୟ
Read More...

ପାନୀୟ ଜଳ ପାଇଁ ଦାବି ଉପସ୍ଥାପନ କଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତର ବଣ ପାହାଡ ଘେରା ଦଳିତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁସୁମଗାଡିଆ । ୫୦ ଟି ପରିବାର ବାସ କରୁଥିବା ଏହି ଗାଁରେ ପୋଖରୀ ଆଡିବନ୍ଧ କେନାଲ ଇତ୍ୟାଦି କିଛି ବି ନଥିବାବେଳେ ଗ୍ରାମବାସୀମାନେ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବହାର
Read More...

କୃଷକ ଉତ୍ପାଦକ ସଂଗଠନ ମାନଙ୍କର ତ୍ରୟମାସିକ ଯୋଜନା ଓ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନାବାର୍ଡ ଡି.ଡି.ଏମ୍‌. ତାପସ ଶଙ୍କର ରାଉତ ଅଧ୍ୟକ୍ଷତା କରିଥିବା ବେଳେ
Read More...

କଳିଙ୍ଗା ଘାଟିରେ ମାଲବାହୀ ଟ୍ରକ ଦୁର୍ଘଟଣା

ଘୁ ଉଦୟଗିରି: ଘୁ ଦୟଗିରି ଥାନା ଅଧୀନରେ ଥିବା କଳିଙ୍ଗା ଘାଟିର ଅନ୍ଧାର କୁଟ ନିକଟ ବୁଲାଣିରେ ଆଜି ସକାଳେ ପ୍ରାୟ ୮ ଟା ବେଳେ ଓଆର ୦୫ ଏ ଜେ ୮୫୮୧ ନମ୍ୱର୍‌ ବିଶିଷ୍ଟ ଏକ ଟ୍ରକ ଦୁର୍ଘଟଣା ହୋଇଛି । ରାୟପୁରଠାରୁ ବିଭିନ୍ନ ପ୍ରକାର ଜିନିଷ ନେଇ ବ୍ରହ୍ମପୁର ଯାଉଥିବା ବେଳେ ବ୍ରେକ ଫେଲ ହେବାରୁ
Read More...

ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ଏହି ଜିଲ୍ଲାର ସୀମାନ୍ତବର୍ତ୍ତୀ ଠେଲକୋଲୋଇ ପୁଲିସ ଥାନାରେ ଆଜି ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜିକାଲି ଖରାଦିନ ଯୋଗୁଁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଥିବାରୁ ରୋଗୀଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ପରଲୋକ

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା କାଲେଶ୍ୱର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ୭୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ୧୯୬୬ ମସିହାରେ ବଲାଙ୍ଗୀର ଜିଲ୍ଲାର ସୁଖା ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ
Read More...

ବାହା ବେଦୀରେ କନ୍ୟାର ହାଇଡ୍ରାମା

ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ । ବିବାହ ଚାଲିଥିବା ବେଳେ ବିବାହ ବେଦୀରେ ବାହାଘରକୁ ସ୍ୱୀକାର କଲେନି
Read More...

ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା : ରାଜ୍ୟ ତଥା ଜିଲ୍ଲାର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟର ମାନଙ୍କର ଚିହ୍ନଟ ପ୍ରକ୍ରିୟା ବୁଧବାର ଗଣିଆ ବ୍ଳକ ସଭା ଗୃହରେ ଆରମ୍ଭ ହୋଇଯାଇଛି । ଗଣିଆ ପଞ୍ଚାୟତ ସମିତି ଅଧିନରେ ଥିବା ୮ଟି ପଞ୍ଚାୟତର ପ୍ରାୟ ୪୦ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ ସେମାନଙ୍କର ତଥ୍ୟ ଏବଂ
Read More...