ଏହି ନିର୍ଦ୍ଦେଶଙ୍କ ପ୍ରେମରେ ପରିଣିତି ବାୟା

0 522

ପରିଣୀତି ଚୋପ୍ରା ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଜବରିୟାଁ ଜୋଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ସହିତ ନିଜର ବ୍ୟକ୍ତିଗତ ଆଫେୟାର୍ ପାଇଁ ମଧ୍ୟ ପରିଣୀତି ଚର୍ଚ୍ଚାରେ ଅଛନ୍ତି । ରିପୋର୍ଟ ଅନୁସାରେ ପରିଣିତି ଫିଲ୍ମ ଅଗ୍ନିପଥର ସହ ନିର୍ଦ୍ଦେଶକ ଚରିତ୍ ଦେଶାଇଙ୍କୁ ଡେଟ୍ କରୁଛନ୍ତି ।

hiring

ଏହି ଦୁଇଜଣଙ୍କର ଆଫେୟାର୍ର ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । କିନ୍ତୁ ପରିଣୀତି ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋ ପରିବାର ଓ ସାଙ୍ଗମାନେ ସତ କଣ ଜାଣିଛନ୍ତି । ମୁଁ ଏ ପର୍ଯ୍ୟନ୍ତ ଏ କଥାକୁ ସ୍ୱୀକାର କରି ନାହିଁ । କିଛି ଦିନ ପୂର୍ବରୁ ସେ ଚରିତ ଦେଶାଇଙ୍କ ସହିତ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କର ପ୍ରି ୱେଡିଙ୍ଗ୍ ଫଟୋରେ ମଧ୍ୟ ପରିଣିତି, ଚରିତ୍ ଦେଶାଇଙ୍କ ସହିତ ନଜର ଆସିଥିଲେ । ୨୦୧୬ ମସିହାରେ ଦୁଇଜଣଙ୍କର ଡ୍ରିମ୍ ଟୁର୍ ସମୟରେ ସେମାନେ ପରସ୍ପରକୁ ସାକ୍ଷାତ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + seven =