ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

0 304

ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଏବଂ ସେ ସବୁକୁ ଆପ୍ଲିକେସନ୍ ଜରିଆରେ ରାଜ କୁନ୍ଦ୍ରା ଛାଡ଼ୁଥିଲେ । ଏହି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =