ଲକଡାଉନରେ ଝାଡୁ ମାରୁଛନ୍ତି କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

0 175

ବର୍ତ୍ତମାନର ଲକଡାଉନ ସମୟରେ ବଲିଉଡ ଅଭିନେତା, ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ସମୟ ବିତାଉଛନ୍ତି । କିଏ ବଗିଚା କାମରେ ବ୍ୟସ୍ତ ତ ଆଉ କିଏ ଲୋକଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରାଇବାରେ ଲାଗିଛନ୍ତି । ତେବ କ୍ୟାଟ୍ରିନା କୈଫ୍ ଘରେ ରହି ସଫାସଫି କାମରେ ସମୟ ବିତାଉଛନ୍ତି ।

hiring

ଘରେ ସେ ଝାଡୁ ମାରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯାହାକୁ ଅନେକ ପ୍ରଶଂସକ ଉପଭୋଗ କରୁଛନ୍ତି । ସେହିଭଳି ଭାଇରାଲ ହୋଇଥିବା ଆଉ ଏକ ଭିଡିଓରେ ବାସନ ମାଜୁଥିବାରୁ ଦୃଶ୍ୟ ରହୁଛି । ଏହିପରି ବିଭିନ୍ନ ଘର କାମରେ ବର୍ତ୍ତମାନ କ୍ୟାଟ୍ରିନା ସମୟ ବିତାଉଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 5 =