ଶ୍ରମିକଙ୍କୁ ମାଡ ମାରି ଜେଲ୍ ଗଲେ ଅଭିଯୁକ୍ତ
ଘୁ. ଉଦୟଗିରି : ସ୍ଥାନୀୟ ଥାନା ଅଧୀନସ୍ଥ ବେଟିକଲା ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ଲିଙ୍ଗାଗଡ ଗ୍ରାମ ନିକଟସ୍ଥ କୁତୁଲୁମ୍ବା ଗ୍ରାମର ବିଷ୍ଣୁ ଦେବ ମଲିକ(୪୮) ଜଣେ ଦିନ ମଜୁରୀଆ । ମଜୁରୀ କାମ କରି ଘର ଚଳାଏ । ଗତକାଲି ମଜୁରୀ କାମ କରିବା ପାଇଁ ନିକଟସ୍ଥ ବେଟିକଲା!-->…
Read More...
Read More...